-+91-9937148622 |

prerana_bgr@rediffmail.com |

  Friday 24th April 2026 |

| | | |

R.N.I. Regd No. ODIODI/2010/46693

Breaking News

*ଉଲୁଣ୍ଡା ବ୍ଲକ ଅଞ୍ଚଳ ରେ ତମାଖୁ ଜାତୀୟ ଦ୍ରବ୍ୟ ର ବ୍ୟବହାର ଓ ବିକ୍ରୟ ନିଷିଦ୍ଧ ପାଇଁ ଏକ ଟିମ ର ଚଢ଼ାଉ ଓ ଜରିମାନା ଆଦାୟ*-   (24-Apr-2026)       ||      ବହୁରୂପୀ ହନିଟ୍ରାପ୍ ଠକର ହରଡଘଣାରେ ସର୍ବସ୍ବାନ୍ତ  ! ଅଧ୍ୟାପକରୁ ବାଣିଜ୍ଯକର କମିଶନର ଓ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର୍ ♦️  ଭଷ୍ମାରେ ଚାକିରୀ କରାଇଦେବାକୁ ମହିଳାଙ୍କ ଠାରୁ ୧୫ ଲକ୍ଷ ଠକେଇ   (24-Apr-2026)       ||      ଅସହ୍ୟ ତାତି ଜନଜୀବନ ଅସ୍ତବ୍ୟସ୍ତ   (24-Apr-2026)       ||      ୭୬୧ ଟି କଇଁଛ ସହ ଜଣେ କଇଁଛ ଚୋରା ଚାଲାଣ କାରୀ ଗିରଫ    (24-Apr-2026)       ||      ବଲାଙ୍ଗୀର ଜିଲ୍ଳା ଓକିଲ ସଂଘ ପାଳନ କରିବ ଲୟର୍ସ ଡେ    (24-Apr-2026)       ||      ଅଧ୍ୟାପକଙ୍କୁ ସମ୍ବର୍ଦ୍ଧନା   (24-Apr-2026)       ||      ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ନେଇ ବଲାଙ୍ଗୀର ବିଜେପି ମହିଳା ମୋର୍ଚ୍ଚା ର ପ୍ରେସ ମିଟ୍   (23-Apr-2026)       ||      ଲୋଇସିଂହା ବ୍ଲକ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ଭିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା   (23-Apr-2026)       ||      ନାରୀ ଶକ୍ତି ବନ୍ଦନ ଅଧିନିୟମ କୁ ନେଇ ଆନ୍ଦୋଳନକୁ ଓହ୍ଲାଇ ଲେ ମହିଳା    (23-Apr-2026)       ||      ଓଡ଼ିଶା ରାଜ୍ୟ କୃଷକ ସଂଗଠନ ର ନୂତନ କର୍ମକର୍ତ୍ତା    (23-Apr-2026)       ||      ମହିଳା ସଂରକ୍ଷଣ ବିଲକୁ ବିରୋଧ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ ସହ ରାହୁଲ ଓ ନବୀନ ଙ୍କ କୁଶ ପୁତ୍ତଳିକା ଦାହ   (23-Apr-2026)       ||      ନୂଆପଡ଼ା ଜିଲ୍ଲା ର ପୋଲିସ ସୁରକ୍ଷା ବାହିନୀର ଅଂଶ ବିଶେଷ ଯାଦବ ଚନ୍ଦ୍ର ଜଗତଙ୍କ ଅବସର ଗ୍ରହଣ,   (23-Apr-2026)       ||      ରାଧାମୋହନ ଉଚ୍ଚ ବିଦ୍ୟାଳୟର ନୂତନ ଗୃହ ଉଦ୍ଘାଟିତ    (23-Apr-2026)       ||      ଭାରତ ମୁକ୍ତିମୋର୍ଚ୍ଚା, ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଓ ଓଡ଼ିଶା ଓବିସି, ଏସ ଟି, ଏସ ସି ସମନ୍ୱୟ ସମିତି ର ଭାରତ ବନ୍ଦ କୁ ବଲାଙ୍ଗୀରରେ ପୂର୍ଣ୍ଣ ସମର୍ଥନ    (23-Apr-2026)       ||      ସୀମାନ୍ତର ଦୁଃଖ ଶୁଣିବାକୁ କେହି ନଥିଲେ,କଥା ଦେଇ କଥା ରଖିଥିବାରୁ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ନିମୁର୍ଲା ଗ୍ରାମବାସୀ    (23-Apr-2026)       ||      *ସାମ୍ବାଦିକ ଏବଂ ଆଇନଜୀବୀ ଙ୍କ ସମାଜ ସେବା*   (23-Apr-2026)       ||      ଅନାସ୍ଥାରେ ପଦ ହରାଇଲେ ଅରଙ୍ଗାବାଦ ସରପଞ୍ଚ   (23-Apr-2026)       ||      ମହାନଦୀ ଧାରାର ଜଳବାୟୁ ପରିବର୍ତ୍ତନ କନକ୍ଳେଭ୍ ୨୦୨୬, ଜଳ ଓ ଶକ୍ତି ସଂରକ୍ଷଣ ସହ ପରିବେଶ ସୁରକ୍ଷା ନ କଲେ ମଣିଷ ବିକଳାଙ୍ଗ ହୋଇ ଯିବ: ଆଲୋଚକ   (23-Apr-2026)       ||      *ମହାନଦୀ ଧାରା ର ଜଳବାୟୁ ପରିବର୍ତ୍ତନ Conclave ୨୦୨୬*- *ଜଳ ଓ ଶକ୍ତି ସଂରକ୍ଷଣ ସହ ପରିବେଶ ସୁରକ୍ଷା ନ କଲେ ମଣିଷ ବିକଳାଙ୍ଗ ହୋଇ ଯିବ*- *ଆଲୋଚକ*-   (23-Apr-2026)       ||      ଡୁଙ୍ଗୁରିପାଲି ପଂଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ର ସମୀକ୍ଷା   (23-Apr-2026)       ||     

HOME   ଜିଲ୍ଲା

ପୁରୁଣା ପାଚେରି ଉପରେ ନୁଆ ପାଚେରି ତିଆରି: ରାଜସ୍ବ ନିରୀକ୍ଷକଙ୍କ ନୁତନ ଅଫିସ ତିଆରି କାମରେ ଦୁର୍ନୀତି ଅଭିଯୋଗ, ବିନା ସୁଚନା ଫଳକରେ କାମ

21-Jun-2022



ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ରାଜସ୍ବ ନିରୀକ୍ଷକ ଙ୍କ ନୁତନ ଅଫିସ ବିଲ୍ଡିଂ ବହୁ ବର୍ଷ ହେଲା କାମ ଚାଳୁ ରହିଛି । ଆରଡି ବିଭାଗ ତରଫରୁ ଠିକା ପାଇଥିବା ଠିକାଦାର ଙ୍କ ମନମୁଖି କାର୍ଯ୍ଯ ଯୋଗୁଁ ୨୭ ଲକ୍ଷ ଟଙ୍କା ବ୍ୟୟରେ ତିଆରି ହେଉଥିବା ବିଲ୍ଡିଂ ବର୍ଷ ବର୍ଷ ଧରି କାମ ସରିବାର ନାଁ ନଉନାହିଁ। ବିଭାଗିୟ ଅଧିକାରୀ ମାନଙ୍କ ଖାମଖିଆଲି ମନୋଭାବ ଯୋଗୁଁ କାମ କରୁଥିବା ଠିକାଦାର ନିଜ ଇଛ୍ଛା ମୁତାବକ କେବେ ଇଟା ଯୋଡ଼ିଛନ୍ତି ତ କେବେ ଛାତ ପକାଇଛନ୍ତି ତାର କୌଣସି ଠିକଣା ନ ଥିବା ବେଳେ ଏବେ ପୁଣି ପାଖାପାଖି ୪୦ ବର୍ଷ ତଳର ପୁରୁଣା ପାଚେରି ଉପରେ ଇଟା ଯୋଡି ନୁତନ ପାଚେରି ତିଆରି କରୁଥିବା ଯୋଗୁଁ ଜନ ଅସନ୍ତୋଷ ଦେଖା ଦେବା ସହ ଖୋଦ ସିନ୍ଧେକେଲା ପଞ୍ଚାୟତ ର ସରପଞ୍ଚ ନରେଶ ଅଗ୍ରବାଲ ଓ ୱାର୍ଡସଭ୍ଯ ନୁତନ ସାହୁ , ଲଲିତ ସାହୁ , ବାବୁଲାଲ ସାହୁ , ପ୍ରବେଶ ଜୈନ, ଅନିଲ ଜୈନ, ଘୁଟୁ ପାଣ୍ଡିଆ, ସୁରେଶ ପ୍ରଧାନୀ ପ୍ରମୁଖ ଅଭିଯୋଗ କରିଛନ୍ତି । ତିଆରି ହୋଇଥିବା ନୁତନ ବିଲ୍ଡିଂ ଭିତରେ ପିଆଜ ରଖା ଯାଇଥିବା ଦେଖିବାକୁ ମିଳିଥିଲା। ତେବେ ଅଭିଯୋଗ ଅନୁଯାଇ ପୁରୁଣା ପାଚେରି ର ବହୁ ସ୍ଥାନରେ ପାଚେରି ଫାଟି ଆଁ କରିଥିବା ସ୍ପଷ୍ଟ ଜଣା ପଡୁଥିଲେ ହେଁ କାମ କରୁଥିବା ଠିକାଦାର ତା ଉପରେ ଇଟା ଯୋଡି ପାଚେରି କାମ ଯୋରସୋର ରେ ଚଳାଇଛନ୍ତି। ଏହା ଉପରେ ସିମେଣ୍ଟ ହୋଇ ଗଲାପରେ ଆଉ ପୁରୁଣା ପାଚେରି ର ଚିହ୍ନ ବର୍ଣ୍ଣ ରହିବ ନାହିଁ ଏବଂ ପାଚେରି ପୁରା ନୁଆ ତିଆରି ଭଲି ଲାଗିବ ବୋଲି ଅଭିଯୋଗ କରିଛନ୍ତି । ଏହାକୁନେଇ ଆରଡି ଜେଇ ଗମ୍ଭା ମାଝୀ ଙ୍କୁ ପଚାରିବାରୁ ମୁଁ ନୁଆ ଆସିଛି ଆଉ ମୋର ଆସିବା କେତେ ବର୍ଷ ଆଗରୁ ଏହି ଦୁଇ ମହଲା ବିଲ୍ଡିଂ ତିଆରି

ଚାଳିଥିଲା ତାହା ମୁଁ ବି ଜାଣିନି । ସୁଚନା ଫଳକ ଥିଲା କି ନ ଥିଲା ତାହା ମଧ୍ଯ ମୁଁ ଜାଣିନି । ତେବେ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିବା ପରେ କିଛି ଟଙ୍କା ବଳି ଯାଇଥିଲା ଯାହାକୁ ମାଟି ଫିଲିଙ୍ଗ ଓ ପାଚେରି ତିଆରି କରିବା ପାଇଁ ଲଗାଯାଇଛି ଯା ଦ୍ବାରା ଅଫିସ ଚାଳୁ ହେଲା ପରେ ଲୋକେ ଅଳିଆ ଆବର୍ଜନା ପକାଇ ପାରିବେ ନାହିଁ ବୋଳି କହିଥିଲେ। ପରେ ଆସନ୍ତା ଆର୍ଥିକ ବର୍ଷରେ ନୁତନ ପାଚେରି ପାଇଁ ପ୍ରପୋଜାଲ ଦିଆଯାଇଛି ତେଣୁ କିଛି ମାସ ପରେ ପୁଣି ନୁଆ ପାଚେରି ତିଆରି ହେବ ବୋଲି କହିଥିଲେ। ତେବେ ଏହି ଦୁଇ ମହଲା ଅଫିସ ବିଲ୍ଡିଂ କାମ ଓ ପାଚେରି ର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବୀ ହୋଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଉଲୁଣ୍ଡା ବ୍ଲକ ଅଞ୍ଚଳ ରେ ତମାଖୁ ଜାତୀୟ ଦ୍ରବ୍ୟ ର ବ୍ୟବହାର ଓ ବିକ୍ରୟ ନିଷିଦ୍ଧ ପାଇଁ ଏକ ଟିମ ର ଚଢ଼ାଉ ଓ ଜରିମାନା ଆଦାୟ*-   24-Apr-2026
  ରାଜ୍ୟ  
ବହୁରୂପୀ ହନିଟ୍ରାପ୍ ଠକର ହରଡଘଣାରେ ସର୍ବସ୍ବାନ୍ତ  ! ଅଧ୍ୟାପକରୁ ବାଣିଜ୍ଯକର କମିଶନର ଓ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର୍ ♦️  ଭଷ୍ମାରେ ଚାକିରୀ କରାଇଦେବାକୁ ମହିଳାଙ୍କ ଠାରୁ ୧୫ ଲକ୍ଷ ଠକେଇ   24-Apr-2026
  ଜିଲ୍ଲା  
ଅସହ୍ୟ ତାତି ଜନଜୀବନ ଅସ୍ତବ୍ୟସ୍ତ   24-Apr-2026
  ଜିଲ୍ଲା  
୭୬୧ ଟି କଇଁଛ ସହ ଜଣେ କଇଁଛ ଚୋରା ଚାଲାଣ କାରୀ ଗିରଫ   24-Apr-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଳା ଓକିଲ ସଂଘ ପାଳନ କରିବ ଲୟର୍ସ ଡେ   24-Apr-2026
  ଜିଲ୍ଲା  
ଅଧ୍ୟାପକଙ୍କୁ ସମ୍ବର୍ଦ୍ଧନା   24-Apr-2026
  ରାଜନୀତି  
ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ନେଇ ବଲାଙ୍ଗୀର ବିଜେପି ମହିଳା ମୋର୍ଚ୍ଚା ର ପ୍ରେସ ମିଟ୍   23-Apr-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ଭିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା   23-Apr-2026
  ଜିଲ୍ଲା  
ନାରୀ ଶକ୍ତି ବନ୍ଦନ ଅଧିନିୟମ କୁ ନେଇ ଆନ୍ଦୋଳନକୁ ଓହ୍ଲାଇ ଲେ ମହିଳା   23-Apr-2026
  ଜିଲ୍ଲା  
ଓଡ଼ିଶା ରାଜ୍ୟ କୃଷକ ସଂଗଠନ ର ନୂତନ କର୍ମକର୍ତ୍ତା   23-Apr-2026
  ଜିଲ୍ଲା  
ମହିଳା ସଂରକ୍ଷଣ ବିଲକୁ ବିରୋଧ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ ସହ ରାହୁଲ ଓ ନବୀନ ଙ୍କ କୁଶ ପୁତ୍ତଳିକା ଦାହ   23-Apr-2026
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ର ପୋଲିସ ସୁରକ୍ଷା ବାହିନୀର ଅଂଶ ବିଶେଷ ଯାଦବ ଚନ୍ଦ୍ର ଜଗତଙ୍କ ଅବସର ଗ୍ରହଣ,   23-Apr-2026

You Might Also Like