-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
20-Jun-2022
ପ୍ରେରଣା (ଗୌର ଚନ୍ଦ୍ର ପରିଛା )ଉଲୁଣ୍ଡା ବ୍ଲକ କୁକିଆ ଗ୍ରାମର ଧର୍ମପରାୟଣ ବ୍ୟକ୍ତି ଗୌନ୍ତିଆ ବଳିଧ୍ଵଂଶି ପୁରୋହିତ ଙ୍କ 93ବର୍ଷ ବୟସରେ ପରଲୋକ ହୋଇଯାଇଛି l ସେ ଜଣେ ମିଷ୍ଟଭାସି, ପରୋପକାରୀ ବ୍ୟକ୍ତିଥିଲେ l ତାଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି l ମୃତ୍ୟୁଖବର ପ୍ରଚାର ହେବାପରେ ବହୁମାନୟାଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ l ଗାଁ ସ୍ମଶାନ ରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା l ବଡପୁଅ ଶ୍ରୀପତି ମୁଖାଗ୍ନି ଦେଇଥିଲେ