-+91-9937148622 |

prerana_bgr@rediffmail.com |

  Monday 27th April 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (27-Apr-2026)       ||      ଜନଗଣନା କାର୍ଯ୍ୟରେ ନିୟୋଜିତ ଗଣନାକାରୀମାନଙ୍କ ମନୋବଳ ବୃଦ୍ଧି କଲେ ଜିଲ୍ଲାପାଳ    (27-Apr-2026)       ||      ଡହ ଡହ ଖରାରେ ଲୋକଙ୍କ ତୃଷା ମେଣ୍ଟାଇବାକୁ ଆସିଲା ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ♦️ ପୁରୁଣା ବସଷ୍ଟାଣ୍ଡ ନିକଟରେ ଜଳଛତ୍ର ଉଦଘାଟିତ    (27-Apr-2026)       ||      ଅଚାନକ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କଲେ ବିଧାୟକ ତଥା ଅନଗୁଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶୋକ ମହାନ୍ତି    (27-Apr-2026)       ||      ସଂଗୀତ ମହାବିଦ୍ୟାଳୟ ପଞ୍ଚମ ର ମାସାନ୍ତ ରବିବାସରୀୟ ସଂଗୀତ ସାନ୍ଧ୍ୟ    (27-Apr-2026)       ||      କଟକ: ଗୋମାତାଙ୍କୁ ରାଷ୍ଟ୍ର-ମାତା ଘୋଷଣା ଦାବି   (27-Apr-2026)       ||      ଓଡିଶା ଭିଜିଲାନ୍ସର ବନ ବିଭାଗ କଟକର ୪୨ ମୌଜା ଥାନା ଅଧୀନରେ ବେଆଇନ କରତକଳ ଉପରେ ଚଢାଉ କରିଛି   (27-Apr-2026)       ||      ପାଳଲହଡ଼ା ବନାଞ୍ଚଳ ପକ୍ଷରୁ ବନ ସୁରକ୍ଷା ସମିତି ଓ ଗ୍ରାମ ବାସୀ ମାନଙ୍କୁ ଜଙ୍ଗଲ ସୁରକ୍ଷା ଉପଦ୍ରବ ନିରୋଧ ଉପକରଣ ବଣ୍ଟନ   (27-Apr-2026)       ||      “ମାଟି ଏକ, ମଣିଷ ଏକ… କିନ୍ତୁ ପରିଚୟ କାହିଁକି ଭିନ୍ନ? ପହରିଆଙ୍କ ଅସ୍ତିତ୍ୱ ଆଜି ନୀରବ କ୍ରନ୍ଦନରେ ଡୁବିଯାଇଛି”   (27-Apr-2026)       ||      ବରୀରେ “ଗୋ ସମ୍ମାନ ଆହ୍ୱାନ” ଅଭିଯାନରେ ସାମୂହିକ ନିବେଦନ ପତ୍ର ପ୍ରଦାନ।   (27-Apr-2026)       ||      ଓସିଏ ରାଜ୍ୟ ପାନେଲ୍‌ରେ ଅମ୍ପାୟାର ପାଇଁ ଚୟନ ହେଲେ ବିଶ୍ବଜିତ   (27-Apr-2026)       ||      ଉତ୍କଳ ନବରତ୍ନ ସମ୍ମାନ ରେ ସମ୍ୱର୍ଦ୍ଧିତ ହେଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ   (26-Apr-2026)       ||      ବରୀ କନ୍ତକାର ସେତୁ: ବାଡ଼ା ନିର୍ମାଣ ନକରି ପଥଚାରୀଙ୍କୁ ବିପଦ ମୁହଁକୁ ଠେଲୁଛି ପୂର୍ତ୍ତ ବିଭାଗ   (26-Apr-2026)       ||      ସାଂସ୍କୃତିକ ଅନୁଷ୍ଠାନ କଳାଶ୍ରୀ ଆର୍ଟ ଏକାଡେମୀ  ଆନୁକୂଲ୍ୟରେ ଉନବିଂଶ ସର୍ବଭାରତୀୟ ଯୋଗିନୀ  ମହୋତ୍ସବ    (26-Apr-2026)       ||      ନାଇକେନସିରାରେ ପିଇବା ପାଣି ଘୋର ଅଭାବ, ନରସିଂହଙ୍କୁ ପାଣି ପାଇଁ ଜ୍ଞହାରୀ କଲେ ଲୋକେ   (26-Apr-2026)       ||      ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ର ୧୩ତମ ବାର୍ଷିକ ଉତ୍ସବ ସମାରୋହ ♦️ ସାମ୍ବାଦିକ ଙ୍କ ସୁରକ୍ଷା ସମ୍ମାନ ନିତାନ୍ତ ଜରୁରୀ    (26-Apr-2026)       ||      *ବୋଡ଼େନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ବିଶ୍ୱ ମେଳେରିଆ ଦିବସ ପାଳନ, ମେଲେରିଆ ମୁକ୍ତ ବ୍ଲକ ଗଠନ କରିବା ପାଇଁ ସଂକଳ୍ପ ନେଇଥିଲେ*   (26-Apr-2026)       ||      *ନାରୀ ଶକ୍ତି ବନ୍ଦନ ଅଧିନିୟମ କୁ ନେଇ ବିଜେପି ର ସାମ୍ୱାଦିକ ସମ୍ମିଳନୀ* *ଜନ ଆକ୍ରୋଶ ସମାବେଶ ରେ ଯୋଗ ଦେଲେ ହଜାର ହଜାର ମହିଳା*   (26-Apr-2026)       ||      କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ    (26-Apr-2026)       ||      ଜନ ଆକ୍ରୋଶ ମହିଳା ସମାବେଶ    (26-Apr-2026)       ||     

HOME   ଅପରାଧ

ବ୍ୟାଙ୍କରୁ ଟଙ୍କା ଉଠାଇ ଯାଉଥିବା ବେଳେ ୧ ଲକ୍ଷ ୮ ହଜାର ଟଙ୍କା ଲୁଟ । ମୋବାଇଲ ଓ ଗାଡିଚାବି ମଧ୍ଯ ଛାଡିଲେନି ଦୁବୃର୍ତ୍ତ, ସିନ୍ଧେକେଲା ଥାନାରେ ଅଭିଯୋଗ

15-Jun-2022



ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଭୁସଲାଡ ଓ ପଳସଖଣ୍ଡ ମଝୀରେ ଥିବା ନିର୍ଜନ ସ୍ଥାନରେ ୧ ଲକ୍ଷ ୮ ହଜାର ଟଙ୍କା ଲୁଟ ହୋଇଥିବା ସିନ୍ଧେକେଲା ଥାନାରେ ଅଭିଯୋଗ ହୋଇଛି । ଘଟଣାନୁଯାଇ ମଙ୍ଗଳବାର କୁଣ୍ଡାବୁଟଲା ସିଏସପି (କିଓସ୍କ ବ୍ୟାଙ୍କ) ର ମାଳିକ ଭବାନୀ ଶଙ୍କର ବେହେରା ତାଙ୍କ ସେଣ୍ଟରରେ କାମ କରୁଥିବା ଶୁସାନ୍ତ ସାହୁ ଓ ବାଦଳ ସିଂହ ଜାନୀ ଙ୍କୁ ଚାନ୍ଦୋତରା ଷ୍ଟେଟ ବ୍ୟାଙ୍କ କୁ ଟଙ୍କା ଉଠାଇ ଆଣିବାକୁ ପଠାଇଥିଲେ । ତେବେ ବ୍ୟାଙ୍କ ରୁ ଅପରାହ୍ନ ୧ ଟା ରେ ଟଙ୍କା ଉଠାଇ ନିଜ ଟିଭିଏସ ଏକ୍ସ ଏଲ ଲୁନା ଗାଡିରେ କୁଣ୍ଡାବୁଟଲା ଫେରୁ ଥିବା ସମୟରେ ଭୁସଲାଡ ଓ ପଳସଖଣ୍ଡ ମଝିରେ ପ୍ରାୟ ୧ ଟା ୩୦ ମିନିଟ ସମୟରେ ଏକ କଲା ରଙ୍ଗର ଏଚ ଏଫ ଡିଲକ୍ସ ବାଇକ ରେ ତିନିଜଣ ମୁଖା ପିନ୍ଧା ଯୁବକ ଅଟକାଇ ମାରଣାସ୍ତ୍ର ଦେଖାଇ ଧରିଥିବା ଟଙ୍କା ଦିଅ ନ ହେଲେ

ଜିବନରେ ମାରିଦେବାର ଧମକ ଦେବାସହ ପକେଟ ରୁ ଜୋର ଜବରଦସ୍ତ ଟଙ୍କା ଛଡାଇ ନେବାସହ ଦୁଇ ଜଣ ଧରିଥିବା ଟଚସ୍କ୍ରିନ ମୋବାଇଲ ଓ ତାଙ୍କ ଗାଡି ଚାବି ମଧ୍ଯ ନେଇ ଯାଇଥିବା ସିନ୍ଧେକେଲା ଥାନାରେ ଅଭିଯୋଗ ହୋଇଛି । ତେବେ ଲୁଟ ଘଟଣା ବିଷୟରେ ସିନ୍ଧେକେଲା ଥାନାଧିକାରି ଆଲୋକ ବେହେରାଙ୍କ ପ୍ରତିକ୍ରିୟା ନେବାକୁ ଯୋଗାଯୋଗ କରାଯିବାରୁ ସେ ମୋବାଇଲ ଫୋନ ରିସିଭ କରିନଥିବାରୁ ଘଟଣା ବିଷୟରେ ଅଧିକ ତଥ୍ଯ ମିଳିପାରି ନାହିଁ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   27-Apr-2026
  ଜିଲ୍ଲା  
ଜନଗଣନା କାର୍ଯ୍ୟରେ ନିୟୋଜିତ ଗଣନାକାରୀମାନଙ୍କ ମନୋବଳ ବୃଦ୍ଧି କଲେ ଜିଲ୍ଲାପାଳ   27-Apr-2026
  ରାଜ୍ୟ  
ଡହ ଡହ ଖରାରେ ଲୋକଙ୍କ ତୃଷା ମେଣ୍ଟାଇବାକୁ ଆସିଲା ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ♦️ ପୁରୁଣା ବସଷ୍ଟାଣ୍ଡ ନିକଟରେ ଜଳଛତ୍ର ଉଦଘାଟିତ   27-Apr-2026
  ଜିଲ୍ଲା  
ଅଚାନକ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କଲେ ବିଧାୟକ ତଥା ଅନଗୁଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶୋକ ମହାନ୍ତି   27-Apr-2026
  ଜିଲ୍ଲା  
ସଂଗୀତ ମହାବିଦ୍ୟାଳୟ ପଞ୍ଚମ ର ମାସାନ୍ତ ରବିବାସରୀୟ ସଂଗୀତ ସାନ୍ଧ୍ୟ   27-Apr-2026
  ଜିଲ୍ଲା  
କଟକ: ଗୋମାତାଙ୍କୁ ରାଷ୍ଟ୍ର-ମାତା ଘୋଷଣା ଦାବି   27-Apr-2026
  ଜିଲ୍ଲା  
ଓଡିଶା ଭିଜିଲାନ୍ସର ବନ ବିଭାଗ କଟକର ୪୨ ମୌଜା ଥାନା ଅଧୀନରେ ବେଆଇନ କରତକଳ ଉପରେ ଚଢାଉ କରିଛି   27-Apr-2026
  ଜିଲ୍ଲା  
ପାଳଲହଡ଼ା ବନାଞ୍ଚଳ ପକ୍ଷରୁ ବନ ସୁରକ୍ଷା ସମିତି ଓ ଗ୍ରାମ ବାସୀ ମାନଙ୍କୁ ଜଙ୍ଗଲ ସୁରକ୍ଷା ଉପଦ୍ରବ ନିରୋଧ ଉପକରଣ ବଣ୍ଟନ   27-Apr-2026
  ଜିଲ୍ଲା  
“ମାଟି ଏକ, ମଣିଷ ଏକ… କିନ୍ତୁ ପରିଚୟ କାହିଁକି ଭିନ୍ନ? ପହରିଆଙ୍କ ଅସ୍ତିତ୍ୱ ଆଜି ନୀରବ କ୍ରନ୍ଦନରେ ଡୁବିଯାଇଛି”   27-Apr-2026
  ଜିଲ୍ଲା  
ବରୀରେ “ଗୋ ସମ୍ମାନ ଆହ୍ୱାନ” ଅଭିଯାନରେ ସାମୂହିକ ନିବେଦନ ପତ୍ର ପ୍ରଦାନ।   27-Apr-2026
  ଜିଲ୍ଲା  
ଓସିଏ ରାଜ୍ୟ ପାନେଲ୍‌ରେ ଅମ୍ପାୟାର ପାଇଁ ଚୟନ ହେଲେ ବିଶ୍ବଜିତ   27-Apr-2026
  ଜିଲ୍ଲା  
ଉତ୍କଳ ନବରତ୍ନ ସମ୍ମାନ ରେ ସମ୍ୱର୍ଦ୍ଧିତ ହେଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ   26-Apr-2026

You Might Also Like