-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||     

HOME   ଜିଲ୍ଲା

ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଆମ୍ ଆଦମୀ ପାର୍ଟି

13-Jun-2022



ବଲାଙ୍ଗିର (ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଲରେ ପ୍ରଧାନମନ୍ତ୍ରୀ ସଡ଼କ ରେ ବ୍ୟାପକ ଦୁର୍ନୀତି ହୋଇଛି । ସୂଚନା ଅନୁସାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଟିଟିଲାଗଡ଼ ଡିଭିଜନ ଅନ୍ତର୍ଗତ ତୁରେକେଲା , ମୁରିବହାଲ, ବଙ୍ଗୋମୁଣ୍ଡା, ଟିଟଲାଗଡ ବ୍ଲକ୍ ଅନ୍ତର୍ଗତ ଅନେକ ସଡ଼କ ମରାମତି  କାମ ନିମ୍ନମାନର ହୋଇଛି । ଟିଟଲାଗଡ ବ୍ଲକ ର

ପି, ଡବ୍ଳୁ, ଡି ରାସ୍ତାର ଛତାଭଟା ଗାଁ ଆର୍ଡି ରାସ୍ତାରୁ ବାରିପଦର, ମୁରିବାହାଲରୁ ଗୁଲ୍ମୀ, ବଙ୍ଗୋମୁଣ୍ଡାେ ବ୍ଲକ ଅନ୍ତର୍ଗତ ଖଇରାରୁ ପିପଲ୍ ମୁଣ୍ଡା, ମୁରିବାହଲ ବ୍ଲକ ଅନ୍ତର୍ଗତ କୁମ୍ଭାରୀରୁ ଚାଉଳସୁଖା ଆଦି ଅନେକ ରାସ୍ତାରେ ମରାମତି କାମ,ଲମ୍ବା, ଚଉଡ଼ାରେ ଦୁର୍ନିତି ହେବା ସହ ଏଥିରେ ବ୍ୟବହୃତ ସାମଗ୍ରୀ ନିମ୍ନ ମାନର ର ହୋଇଛି । ତେଣୁ ଏହାର ସଠିକ୍ ତଦନ୍ତ କରାଯାଉ ବୋଲି ଆମ୍ ଆଦମୀ ପାର୍ଟି ଜିଲ୍ଲା ଆବାହକ ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଶ୍ରୀ ଆଶିଷ ପାଣ୍ଡେ  କହିଥିଲେ ଏବଂ ଏପଟେ ୫ -ଟି ସ୍କୁଲ ରୂପାନ୍ତରିଁଣ  ରେ ମଧ୍ୟ ବ୍ୟାପକ ଦୁର୍ନିତୀ ହୋଇଛି , ନିମ୍ନ ମାନର ସାମଗ୍ରୀ ଲାଗୁଛି।ଦେଓଗାଁ ବ୍ଲକ ଏବଂ ସଦର ବ୍ଲକ ର ଅନେକ ସ୍କୁଲରେ ନିମ୍ନମାନର କାମ ହୋଇଛି । ଦେଓଗାଁ ବଡବନ୍ଦ ପୂର୍ଣ୍ଣଚନ୍ଦ୍ର ସ୍କୁଲର କାମ ସାରିବା ପୁର୍ବରୁ ସ୍କୁଲ ପରିସରରେ ହୋଇଥିବା ବାଡ଼ା  ଭୁସୁଡ଼ିପଡ଼ିଥିଲା । ଖାଳି ସେଥିକି ନୁହେଁ ଆହୁରି ମଧ୍ଯ କେଉଁ ସ୍କୁଲରେ ଲେଟ୍ରିଂ ଏବଂ କେଉଁ ସ୍କୁଲ ର କାନ୍ଥ ଚଡକି ଯାଇଛି ନିମ୍ନ ମାନର ସାମଗ୍ରୀ ଏବଂ ନିମ୍ନ ମାନର କାମ ଯୋଗୁଁ । ଏବଂ ସେ ତିକି ନୁହଁ ସ୍କୁଲ କରିବା ଖର୍ଚ୍ଚ କୁ ମଧ୍ଯ ଡାଇରେକ୍ଟ ବ୍ଲକ୍  ପକ୍ଷରୁ ପରୋକ୍ଷ ଭାବରେ ଖର୍ଚ୍ଚ କରାଯାଇଛି ବୋଲି ଶ୍ରୀ ପାଣ୍ଡେ ଜିଲ୍ଲାପାଳଙ୍କୁ କହିଥିଲେ । ତେଣୁ ଆପଣଙ୍କୁ ଅନୁରୋଧ ସଡ଼କ ଦୁର୍ନିତି ଏବଂ 5 ଟି ସ୍କୁଲ ରୂପାନ୍ତରିଣ କାମ ଦୁନୀତି ବିଷୟରେ ତଦନ୍ତ କରି  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ  ନହେଲେ ଆମ୍ ଆଦମୀ ପାର୍ଟି ତରଫରୁ ତିବ୍ର ଆନ୍ଦୋଳନ ହେବ ବୋଲି ଜିଲ୍ଲାପାଲଙ୍କୁ ଲେଖିତ ଆକାରରେ ଦାବିପତ୍ର  ଦିଆଗଲା ଏବଂ ପରେ ଶ୍ରୀ ପାଣ୍ଡେ ବଲାଙ୍ଗିର ସ୍ଥିତ ଯାଦବ ଭବନ ଠାରେ ଆମ୍ ଆଦମୀ ପାର୍ଟିର ପ୍ରତ୍ୟେକ ବ୍ଲକର ସଭାପତି ମାନଙ୍କୁ ନେଇ ପାର୍ଟୀ ର ଜିଲ୍ଲା ସ୍ତରୀୟ ବୈଠକ କରାଇଥିଲେ । ବୈଠକରେ ପାର୍ଟିକୁ କିପରି ବଳଙ୍ଗିରରେ ଆହୁରି ମଜବୁତ୍ କରାଯିବ ଏବଂ ଓଡିଶାର ପ୍ରତ୍ତ୍ୟୋକ ପରିବାରଙ୍କୁ କିପାରି  ୨୦୦ ୟୁନିଟ ବିଜୁଳି ମାଗଣା ମିଳିପାରିବ ଏବଂ ସେ ଦାବୀ ଘର୍ ଘର୍ ପହଞ୍ଚା ଯାଇ ପାରିବ ସେ ବିଷୟ ରେ  ପାର୍ଟି ର ପ୍ରସ୍ତୁତି ବୈଠକ

କରାଯାଉଥିଲା ।  ଏହି ବୈଠକ ରେ କଣ୍ଟାବାଞ୍ଜି ଇନ୍ଚାର୍ଜ ସୁରଥ ବେହେରା ବଲାଙ୍ଗିର ଟାଉନ୍ ଇନଚାର୍ଜ ସଦାସିଭ ମେହେର ,ରମାକାନ୍ତ ବେହେରା, ସଙ୍କର ନାଗ,ରୋହିତ ପାଣ୍ଡେ , ପିନ୍ତୁ ଭୋଇ , ରଞ୍ଜିତ ସାହୁ, କାହ୍ନୁ ଚରଣ କରଣ, ପ୍ରଭୁଦୟାଲ ଭାଈ , ଧର୍ମେନ୍ଦ୍ର ଗଡଟିଆ, ଅମନ ମହାପାତ୍ର, ହିତେଶ ବଗର୍ତ୍ତି, ଶ୍ୟାସୁନ୍ଦର ନନ୍ଦ,ରମେଶ ମୁଦୁଲି, ଆକାଶ ତ୍ରିପାଠୀ,ବନିତା ପଢ଼ାନ, ପ୍ରହଲ୍ଲାଦ ବାଗ , ବୈକୁଣ୍ଠ ରଣା,ଜୟପ୍ରକାଶ ମିଶ୍ର, ଏବଂ ଅନ୍ୟ ସାଥି ମାନେ ମଧ୍ୟ ଯୋଗ ଦେଇ ଦୁର୍ନୀତି ଭ୍ରଷ୍ଟାଚାର କୁ ଦମନ କରିବା ପାଇଁ ଏବଂ ବିଜୁଳି ଆନ୍ଦୋଳନ କୁ ଘର୍ ଘର୍ ପହଞ୍ଚାଇବା ଶପଥ ନେବେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   20-Sep-2026
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026

You Might Also Like