-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

ନିଜେ କରିଥିବା ମୁକ୍ତା ଘୋଟାଲା ରୁ ଧ୍ୟାନ ହଟାଇବାକୁ ଏନଏସି ଅଧ୍ୟକ୍ଷ୍ୟ କରୁଛନ୍ତି ନୁଆଁ ଚାଲ/ ଯଦି ଏହା ମିଥ୍ୟା ତାହାହେଲେ ପ୍ରତିବାଦ କରନ୍ତୁ ଅଧ୍ୟକ୍ଷ୍ୟ

13-Jun-2022



ଗଞ୍ଜାମ/କୋଦଳା  -କୋଦଳା ଏନଏସି ଅଧ୍ୟକ୍ଷ୍ୟ ପେଶା ଜମିବେପାରୀ ତତ ସହିତ ସୁନା ବେପାର !ବହୁଲୋକଙ୍କ ଜମି କିଣି ପ୍ଲଟ କରି ଏନଏସି ର ବିନା ଏପ୍ରୁଭାଲ ରେ ଲୋକଙ୍କୁ ବିକ୍ରି କରିଥିବାର ନଜିର ରହିଛି !ଯାହା କି ସେହି ପ୍ଲଟ କିଣିଥିବା ପରିବାର ରାସ୍ତା ବିଜୁଳି ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି !ପୂର୍ବରୁ ସେଗୁଡିକୁ ଆପ୍ରୁଭାଲ କରିବା ପାଇଁ ଏନଏସି ସହିତ ଭିତିରି କଥାବାର୍ତ୍ତା କରିଥିବା ଏବଂ ବେ ନିୟମ କାର୍ଯ୍ୟ କରିବାକୁ ନିର୍ବାହୀ ଅଧିକାରୀ ମନା କରିଥିବା ଜଣାଅପଡ଼ିଛି !କିନ୍ତୁ ଅଧ୍ୟକ୍ଷ ହେବାପରେ କୁଆଡେ ନିର୍ବାହୀ ଅଧିକାରୀଙ୍କୁ ସେ ପ୍ଳଟିଙ୍ଗ କରିଥିବା ସମସ୍ତ ଜମିରେ ଏପ୍ରୁଭାଲ କରାଇଦେବା ପାଇଁ କହିଥିଲେ ଏବଂ ସେ ଏହା କରିପାରିବି ନାହିଁ ବୋଲି କହିବା ପରେ ଅସନ୍ତୋଷ ଜାହିର୍ କରି ନିର୍ବାହୀ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଇଛନ୍ତି ବୋଲି ବାହାରେ ବାହାଵଃ ନେଉଛନ୍ତି ନିଜେ ଅଧ୍ୟକ୍ଷ୍ୟ ବୋଲି ଛକ ଛକରେ ଚର୍ଚ୍ଚା!

ବର୍ତ୍ତମାନ କୋଦଳା ଏନଏସି ଅଧ୍ୟକ୍ଷ୍ୟ ସୂର୍ଯ୍ୟ ନାରାୟଣ ନାୟକଙ୍କ ପୁଣି ଏକ ଘୋଟାଲା ପଦାକୁ ଆସିଛି !କୋଦଳା ଏନଏସି କାର୍ଯ୍ୟାଳୟ ନିର୍ବାହୀ ଅଧିକାରୀଙ୍କ ଦସ୍ତଖତ ଥିବା କାର୍ଯ୍ୟାଦେଶ ଦ୍ୱାରା ମହିଳା ମାନଙ୍କୁ ମୁକ୍ତା ଯୋଜନା ରେ ବର୍ଷା ଜଳ ସଂରକ୍ଷଣ ନିମନ୍ତେ କାର୍ଯ୍ୟାଳୟ ଦ୍ୱାରା ଅନୁମୋଦିତ ହୋଇଥିବା ଯୋଗ୍ୟତା ପ୍ରାପ୍ତ 60 ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ କାର୍ଯ୍ୟାଦେଶ ଗତ 27/05 ରେ ବଣ୍ଟନ କରାଯାଇଥିଲା କିନ୍ତୁ କିଛି କାର୍ଯ୍ୟାଦେଶ କୁ ବଣ୍ଟନ କରି ଆଉକିଛି କାର୍ଯ୍ୟାଦେଶ କୁ ଫର୍ଜରୀ କରି ବାଣ୍ଟିଥିବା ନେଇ ନିର୍ବାହୀ ଅଧିକାରୀ ଜାଣିବାକୁ ପାଇଥିଲେ ଏବଂ ସଙ୍ଗେ ସଙ୍ଗେ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ନିମନ୍ତେ ଲାଗିପଡ଼ିଥିଲେ!ବିଭାଗୀୟ ଅଧିକାରୀ ମାନଙ୍କୁ ସୋ କଜ ନୋଟିସ ମଧ୍ୟ ମାଗିଥିଲେ  କୌଣସି ସନ୍ତୁଷ୍ଟି କରଣ ଉତ୍ତର ପାଇ ନଥିଲେ ଏବଂ ସେହିଦିନଠାରୁ ଜଣେ କର୍ମଚାରି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟିରେ ଚାଲିଗଲେ  ଏହାକୁ ନେଇ ନିର୍ବାହୀ ଅଧିକାରୀ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ପତ୍ର ସଂଖ୍ୟା 1406/07/06/2022 ରେ ଏହାର ନିରପେକ୍ଷ୍ୟ ତଦନ୍ତ କରି ରିପୋର୍ଟ ଦେବାକୁ ଅନୁରୋଧ କଲେ !ଅନୁରୋଧ ରକ୍ଷ୍ୟାକରୀ ତହସିଲ କର୍ମଚାରି ତଦନ୍ତ କରିବା ସମୟ ରେ ନିର୍ବାହୀ ଅଧିକାରୀଙ୍କ ଦସ୍ତଖତ ଥିବା ଧଳା କାଳିମରା ବହୁ ଫର୍ଜରୀ କାର୍ଯ୍ୟାଦେଶ ପାଇ ସେଗୁଡିକୁ ଫଟୋ ଉଠାଇ ଏନଏସି କୁ ହସ୍ତାନ୍ତର କରିଥିଲେ !ତଦନ୍ତ ଅଫିସରଙ୍କୁ ମଧ୍ୟ ବେଲପଡା କାଉନସିଲର କିଛି ଅନ୍ୟ ୱାର୍ଡ ର କିଛି ଆଶାମାଜିକ ଲୋକଙ୍କୁ ଧରି ତଦନ୍ତ ରେ ବାଧା ଶୃଷ୍ଟି କରିବାକୁ ଚେଷ୍ଟା କରିଥିଲେ !ପରେ ସେ କାଉନସିଲର ହିଁ ଗୋଟିଏ ଫର୍ଜରୀ ୱାର୍କ ଅର୍ଡର ଧରି ବିନା ଲେ ଆଉଟ ରେ ଗୋଟିଏ rwhs କାର୍ଯ୍ୟ ସାରିଦେଇଥିବାର ପ୍ରମାଣ ମିଳିଥିବା ଜଣାପଡ଼ିଛି !ତତ ସହିତ ଗଞ୍ଜାମ ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ମଧ୍ୟ ଏକ ଟିମ ଆସି ଏହି ଘୋଟାଲା ଉପରେ ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିଛନ୍ତି !ଉଭୟ ତଦନ୍ତ ରେ ବିପୁଳ ଜାଲିଆତି ହୋଇଥିବା ପ୍ରମାଣିତ ହେବା ପରେ ଦୁଇ ନିରୀହ ଅଧିକାରୀ ବଳିପଡିଯାଇଛନ୍ତି !ଉଭୟ ବିଭାଗ ରିପୋର୍ଟ ଅନୁଯାଇ 13 ଜଣଙ୍କୁ ୱାର୍କଅର୍ଡର ଦିଆଯାଇ ନଥିବା ବେଳେ 20 ଟି ୱାର୍କଅର୍ଡର କୁ ଫର୍ଜରୀ କରାଯାଇଥିବା ଧରାପଡ଼ିଥିଲା !ଏହା ପରେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ପତ୍ରସଂଖ୍ୟା 1569/09.06.2022 ରେ ଫର୍ଜରୀ କରାଯାଇଥିବା 20 ଓ ବଣ୍ଟନ କରାନଯାଇ ରଖାଯାଇଥିବା 13 କୁ ରଦ୍ଦ କରି ସେହିଯାଗାରେ ନୂତନ ୱାର୍କଅର୍ଡର ଇସୁ କରିବା ଏବଂ ଯେଉଁମାନେ ଏହି ଘୋଟାଲା ରେ ସମ୍ପୃକ୍ତ ସେମାନଙ୍କ ବିରୁଦ୍ଧରେ ଥାନା ରେ ଏତଲା ଦେବା ନିମନ୍ତେ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି !
ଏହି ନିର୍ଦ୍ଦେଶ କୁ ପାଳନ କରି ନିର୍ବାହୀ ଅଧିକାରୀ ପତ୍ରସଂଖ୍ୟା 1528/10.06.2022 ପ୍ରକାରେ କୋଦଳା ଥାନାରେ ଏତଲା ଦେଇଥିବା ବେଳେ ନିଜ କର୍ମଚାରୀଙ୍କୁ ପଠାଇ ପାଇନଥିବା 13 ଗୋଷ୍ଠୀଙ୍କୁ ଏବଂ ଫର୍ଜରୀ ହୋଇଥିବା 20 ୱାର୍କଅର୍ଡର ର ନୂତନ କାର୍ଯ୍ୟାଦେଶ କପି ଯୋଗ୍ୟତା ପ୍ରାପ୍ତ 20 ଗୋଟି ମିଶନଶକ୍ତି ଗୋଷ୍ଠୀଙ୍କୁ ବଣ୍ଟନ କରିଥିଲେ !ତଥାପି କମି ନଥିଲା ଅଧକ୍ଷ୍ୟ ଙ୍କ ଦୌରାତ୍ମ୍ୟ, କର୍ମଚାରି ନୂତନ ୱାର୍କଅର୍ଡର ବଣ୍ଟନ କରୁଥିବା ସମୟ ରେ କିଛି ବ୍ୟକ୍ତି ସେଠାରେ ଉପସ୍ଥିତ ରହି ସଙ୍ଘ ସଦସ୍ୟ ମାନଙ୍କୁ ଧମାକାଉଥିବା ଅଭିଯୋଗ କରିଛନ୍ତି କିଛି କାଉନସିଲର !ପ୍ରକୃତ ଯୋଗ୍ୟ ଏସହେଚଜି ମା ମାନଙ୍କୁ ନିଜ ଘରକୁ ଆଣି କାର୍ଯ୍ୟାଦେଶ ବଣ୍ଟନ କରିଥିବାରୁ ସେମାନେ ଏନଏସି ପ୍ରଶାସନ କୁ କୃତଜ୍ଞତା ଜଣାଇ ଛନ୍ତି କିନ୍ତୁ ଅଧ୍ୟକ୍ଷ୍ୟ ମହୋଦୟ ନିଜର ଦୋଷ ଦୁର୍ବଳତା ଲୁଚାଇବା ପାଇଁ ଫର୍ଜରୀ କରି କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା କିଛି ଗ୍ରୁପ ମାନଙ୍କ ନିକଟକୁ ଯାଇ ସେମାନଙ୍କୁ ଅନ୍ୟ ନାମ ରେ ମିଛସତ କହି ତାଙ୍କୁ କାର୍ଯ୍ୟଳୟ ମଧ୍ୟକୁ ଡାକି ଥଣ୍ଡା ଜଳଖିଆ ଦେଇ ଅନ୍ୟ ମୁଣ୍ଡରେ ଅଠା ଏ ଘୋଟାଲା ରୁ  ଧ୍ୟାନ ହଟାଇବା ପାଇଁ ଚେଷ୍ଟା କରୁଥିବା ନେଇ ଚର୍ଚ୍ଚା ହେଉଛି !ଶୁଣିବାକୁ ମିଳୁଛି ବହିସ୍କୃତ ହୋଇଥିବା ଜଣେ କର୍ମଚାରି ମୋର ଭୁଲ ହୋଇଯାଇଛି ଏ ସବୁ ଅଧ୍ୟକ୍ଷ୍ୟ ଙ୍କ ନିର୍ଦ୍ଦେଶ ପ୍ରକାରେ କରିଥିବା ନେଇ ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି !ମୁକ୍ତା ଯୋଜନା ର ଏ ସବୁ ଗ୍ରୁପ ବିଷୟ କୁଆଡେ ରଜନୀ ବାବୁ ବୁଝୁଛନ୍ତି ବୋଲି ଜାଣିବାକୁ

ମିଳିଥିବା ବେଳେ, ରଜନୀ ବାବୁ କିଛି ଗ୍ରୁପ ଙ୍କୁ ଫୋନ ମାଧ୍ୟମ ରେ ଏ ବିଷୟ ରେ କଥାବାର୍ତ୍ତା କରିଥିବା ଖବର ମିଳିଛି !ଏ "ରଜନୀ ବାବୁ" ଟି କିଏ? ବର୍ତ୍ତମାନ ନିରୀହ ଦୁଇ କର୍ମଚାରୀ ଙ୍କ ଚାକିରୀ ଯିବା ସହିତ ଯେଉଁ ଗ୍ରୁପ ମା ମାନେ ଏହି ଫର୍ଜରୀ କାର୍ଯ୍ୟଦେଶ ପାଇ କାର୍ଯ୍ୟ ଶେଷ କରିଦେଇଛନ୍ତି ସେମାନଙ୍କ ଖର୍ଚ୍ଚ କିଏ ଦେବ?ଯିଏ ଏହି କାର୍ଯ୍ୟରେ ଲିପ୍ତ ସେ ଏହି କ୍ଷତିପୂରଣ ଦେବାପାଇଁ ନିର୍ଦ୍ଦେଶ ଦିଅନ୍ତୁ ଏନଏସି ପ୍ରଶାସନ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି !

(ଭଗବାନ ପାଢୀ ଙ୍କ ରିପୋର୍ଟ) 


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like