-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
30-May-2022
ବଲାଙ୍ଗୀର(ଅନ୍ତର୍ଯ୍ୟାମୀ ସାହୁ): ଓଡିଶାର ପ୍ରମୁଖ ସାମାଜିକ ଅନୁଷ୍ଠାନକୁ ନେଇ ଗଠିତ ହୋଇଥିବା ରାଜ୍ୟ ସମାଜସେବୀ ମହାସଂଘର ରାଜ୍ୟ ଉପସଭାପତି ଭାବରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ପ୍ରତିଷ୍ଠାତା ସୋମନାଥ ମିଶ୍ରଙ୍କୁ ମନୋନୀତ କରାଯାଇଛି l ରାଜ୍ୟ ସଭାପତି ନରୋତ୍ତମ ଦାସ ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି l ସୋମନାଥ ପ୍ରଥମରୁ ମହିଳା ଅଧିକାର ଅଭିଯାନ, ରୁଦ୍ରସେନା, ହ୍ୟୁମାନ ରାଇଟ ପ୍ରୋଟେକ୍ସନ ସେଲ ଭଳି ଦାୟିତ୍ୱରେ ଥିବା ବେଳେ ଏହି ଦାୟିତ୍ୱ ପାଇବା ପରେ ସେ ତାଙ୍କର ଦାୟିତ୍ୱକୁ ଆହୁରି ନିଷ୍ଠାନର ସହ ପାଳନ କରିବେ ବୋଲି କହିଛନ୍ତି l