-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
01-May-2022
ବଣାଇଁ (ପ୍ରେରଣା ଖବର) : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅଞ୍ଚଳରେ ଚାଞ୍ଚଲ୍ଯ l ତିନି ଛୁଆଙ୍କୁ ହତ୍ୟା କରି କୂଅ ରେ ଫିଙ୍ଗିଲା ସଇତାନ୍ ବାପା lମା ର ଅଭିଯୋଗ କୁ ଭିତ୍ତି କରି କୋଇଡ଼ା ପୋଲିସ ର ତଦନ୍ତ ଆରମ୍ଭ ହୋଇଥିବା ବେଳେ ହତ୍ୟାର କାରଣ ଏବେ ବି ଅସ୍ପଷ୍ଟ ରହିଛି lଏପରି ଏକ ଦୁଃଖଦ ଘଟଣା ଘଟିଛି କୋଇଡ଼ା ଥାନା ଅନ୍ତର୍ଗତ କୁଲା ଗାଁ ରେ l
ମଦ ର କରୁଣ ପରିଣତି lନିଜ ଜନ୍ମକଲା ତିନି ଛୁଆ ଙ୍କୁ ହତ୍ୟା କଲା ମଦ୍ୟପ ପିତା, ପାଞ୍ଚ ବର୍ଷ ରୁ ଏକ ବର୍ଷର ତିନି ଛୁଆ ଙ୍କୁ ହତ୍ୟା କରି କୂଅ ରେ ଫିଙ୍ଗିଲା ସଇତାନ୍ ବାପା lସ୍ତ୍ରୀ ର ଏତଲା ପରେ ଅlକ୍ସନ ମୁଡ ରେ କୋଇଡ଼ା ପୋଲିସ, ହତ୍ୟାକାରୀ ସଇତାନ୍ ବାପା ଫେରାର୍ l