-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
01-May-2022
ବରଗଡ଼/ପଦ୍ମପୁର:-୨ୟ ପଦ୍ମପୁର ଲୋକ ମହୋତ୍ସବ ର ଦ୍ୱତୀୟ ଦିନରେ ଅତିଥି ଭାବରେ ମାନ୍ୟବର ସାଂସଦ ସୁରେଶ ପୂଜାରୀ, ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ସିଂ ବରିହା,ଡି ମୁରଲୀ କ୍ରିଷ୍ଣାନ, ପ୍ରତାପ ମିଶ୍ର, ଶିରୀଶ ବହିଦାର, ସୁରେଶ୍ୱର ଶତପଥୀ, କୁନାଲ ପାଣିଗ୍ରାହୀ ଅତିଥି ଭାବରେ ଯୋଗ ଦେଇଥିଲେ, ଏହି କାର୍ଯ୍ୟକ୍ରମ କୁ କେଶ ରଞ୍ଜନ ପ୍ରଧାନ, ଅଶୋକ ବହିଦାର ପରିଚାଳନା କରିଥିଲେ, ଆଜି ର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଓଡିଶୀ ନୃତ୍ୟ ନିଲ୍ୟ ଅନୁଗୁଳ, ସମ୍ବଲପୁରୀ ନୃତ୍ୟ ଅବରନି ସ୍ୟ, ଢ଼ାପ -ଚେତନା ସାଂସ୍କୃତିକ ଅନୁଷ୍ଠାନ ସୋହେଲା, ସମ୍ବଲପୁରୀ ନୃତ୍ୟ ଲାଲ ବହାଦୁର ସ୍କୁଲ ପଦ୍ମପୁର, ଟୁଇଷ୍ଟ ଡାନ୍ସ ଗ୍ରୁପ ଗୁଜରାଟ, ଆଦି ନୃତ୍ୟ ପ୍ରଦର୍ଶନ କରାଯାଇ ଥିଲା, ପ୍ରାରମ୍ଭିକ ସଂଗୀତ ସରସ୍ବତୀ ଶିଶୁମନ୍ଦିର ର ଛାତ୍ରୀ ମାନେ ଗାନ କରି ଥିଲେ, ଦ୍ୱତୀୟ ଦିନରେ ହଜାର ହଜାର ଲୋକଙ୍କ ଜନ ସମାଗମ ଦେଖିବାକୁ ମିଳିଥିଲା ଏବଂ ଲୋକେ ଉପଭୋଗ କରିଥଲେ