-+91-9937148622 |

prerana_bgr@rediffmail.com |

  Monday 17th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   (17-Aug-2026)       ||      ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   (17-Aug-2026)       ||      ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   (17-Aug-2026)       ||      ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   (17-Aug-2026)       ||      ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକଦିନିଆ କର୍ମଶାଳା   (17-Aug-2026)       ||      *କଳାହାଣ୍ଡି ଜିଲ୍ଲା ଆତ୍ମା ପକ୍ଷରୁ ଚାଷୀ ଙ୍କୁ ନେଇ ସୁବର୍ଣ୍ଣପୁର କ୍ଷେତ୍ର ପରିଦର୍ଶନ*- *ଚାଷୀ ଓ ବୈଜ୍ଞାନିକ ଙ୍କ ଭାବ ବିନିମୟ କାର୍ଯ୍ଯ କ୍ରମ*-   (17-Aug-2026)       ||      ଝରଣିପାଲି ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   (17-Aug-2026)       ||      *ଏବେ ବି ବଞ୍ଚିଛି ମାନବିକତା*- *ବୋଲବମ ଚାରିଟେବୁଲ ଟ୍ରଷ୍ଟ କୁ ବୁଦ୍ଧିଜୀବି ମହଲରେ ପ୍ରଶଂସା*-   (17-Aug-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ପ୍ରିମିଅର ଲିଗ୍ ଚରଦା ହାଇସ୍କୁଲ୍ ପଡ଼ିଆରେ ଉଦଘାଟିତ ।   (17-Aug-2026)       ||      ଶିକ୍ଷକ ଯୋଗାଇବାର ପ୍ରତିଶ୍ରୁତି ପରେ ସ୍କୁଲ ଗେଟରୁ ଖୋଲିଲା ତାଲା   (17-Aug-2026)       ||      ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ, ବେଲପଡ଼ା ବ୍ଲକ ସଂଘର ସମ୍ମିଳନୀ ଅନଷ୍ଠିତ ଓ ନୂତନକର୍ମକର୍ତ୍ତାଙ୍କୁ ନେଇ କାର୍ଯକାରୀ କମିଟି ଗଠନ    (17-Aug-2026)       ||      ଡୁଙ୍ଗରିପାଲି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୪୪ଟି ଦରଖାସ୍ତ ଗ୍ରହଣ   (17-Aug-2026)       ||      ମହନୀ ଉତ୍ସବ ପାଇଁ ସମ୍ବଲପୁରୀ ଲୋକନୃତ୍ୟ ପ୍ରତିଯୋଗିତା    (17-Aug-2026)       ||      ଗଣ୍ତାବାହାଲିଠାରେ ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ   (17-Aug-2026)       ||      ନାରୀସେବା ସଙ୍ଘ ପକ୍ଷରୁ ଦେଶର ୮୦ ତମ ସ୍ବାଧିନତା ଦିବସ ପାଳିତ    (17-Aug-2026)       ||      ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ   (17-Aug-2026)       ||      ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ପ୍ରେସମିଟ   (17-Aug-2026)       ||      ସମ୍ବଲପୁରରେ ୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ସମ୍ବଲପୁରର ସର୍ବାଙ୍ଗୀଣ ବିକାଶ ସରକାରଙ୍କ ପ୍ରାଥମିକତା: ମାନ୍ୟବର ମନ୍ତ୍ରୀ   (17-Aug-2026)       ||     

HOME   ଜିଲ୍ଲା

ଜୈନ ମୁନି ପ୍ରଶାନ୍ତ କୁମାର ଙ୍କ ୨୬ ଏପ୍ରିଲ ରେ ସିନ୍ଧେକେଲା ଆଗମନ

24-Apr-2022



ଜୈନ ତେରାପଂଥ ଧର୍ମସଙ୍ଘ ର ପରମ ପୂଜ୍ୟ ଆଚାର୍ଯ୍ୟ ଶ୍ରୀ ମହାଶ୍ରମଣ ଜୀ ଙ୍କ ଶିଷ୍ୟ ମୁନିଶ୍ରୀ ପ୍ରଶାନ୍ତ କୁମାର ଏବଂ ମୁନିଶ୍ରୀ କୁମୁଦ କୁମାର ଙ୍କ ଆସନ୍ତା ୨୬ ଏପ୍ରିଲ ମଙ୍ଗଳବାର ଦିନ ସିନ୍ଧେକେଲା ଆଗମନ ହେବ । ସେହିଦିନ ରାତ୍ରୀରେ ପ୍ରଜ୍ଞା ଦିବସ କାର୍ଯ୍ୟକ୍ରମ ମଧ୍ୟ ମୁନିଶ୍ରୀ ଙ୍କ ସାନ୍ନିଧ୍ୟ ରେ ଅନୁଷ୍ଠିତ ହେବ । ବର୍ତ୍ତମାନ ମୁନିଶ୍ରୀ ଦ୍ବୟ ନିକଟବର୍ତ୍ତୀ କୋତମରା ଗ୍ରାମରେ ବିରାଜମାନ କରିଥିବା ଜଣାପଡ଼ିଛି । ୨୬ ତାରିଖ ସକାଳେ ସେଠାରୁ ବିହାର କରି ସିନ୍ଧେକେଲା ପହଞ୍ଚିବେ । ଏ ନେଇ ସ୍ଥାନୀୟ ଅଗ୍ରୱାଲ ଜୈନ ତେରାପଂଥ ଭବନରେ ମୁନିଶ୍ରୀ ଙ୍କ ଭବ୍ୟ ସ୍ୱାଗତ କରାଯିବ । ୨୬ ଏପ୍ରିଲ ରୁ ମେ ୪ ପର୍ଯ୍ୟନ୍ତ ମୋଟ ନଅ ଦିନ ମୁନିଶ୍ରୀ ଙ୍କ ସିନ୍ଧେକେଲା ରେ ପ୍ରବାସ ରହିବ । ସେହି ପ୍ରବାସ ମଧ୍ୟରେ ଅକ୍ଷୟ ତୃତୀୟା କାର୍ଯ୍ୟକ୍ରମ ମଧ୍ୟ ମୁନିଶ୍ରୀ ଙ୍କ ସାନ୍ନିଧ୍ୟ ରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ମୁନିଶ୍ରୀ ଙ୍କ ଆଗମନ କୁ ନେଇ ସିନ୍ଧେକେଲା ସ୍ରାବକ ସମାଜରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ପରେ ୫ ମେ ରେ ମୁନିଶ୍ରୀ ବଙ୍ଗୋମୁଣ୍ଡା ଓ ସିନ୍ଧେକେଲା ମଝି ମୁଣ୍ଡପଦର ଗ୍ରାମରେ ଆଶ୍ରୟ ନେଇ ୬ ରେ ବଙ୍ଗୋମୁଣ୍ଡା ପହଞ୍ଚିବେ । ବଙ୍ଗୋମୁଣ୍ଡା ରୁ କଣ୍ଟାବାଞ୍ଜି ଯାଇ ପୁଣି ବଙ୍ଗୋମୁଣ୍ଡା ଫେରି ହଳଦି ରାସ୍ତା ଦେଇ ମେ ୨୧ ରେ ଟିଟିଲାଗଡ଼ ପହଞ୍ଚିବେ । ସେଠାରେ ମୋଟ ୯ ଦିନ ରହିବେ । ପରେ ବିଭିନ୍ନ କ୍ଷେତ୍ର ଭ୍ରମଣ କରି ଶେଷରେ ତାଙ୍କର ଆଗାମୀ  ଚତୁର୍ମାସ୍ୟା ସ୍ଥଳ ଆଗରୁ ଧାର୍ଯ୍ୟ ଥିବା କଣ୍ଟାବାଞ୍ଜି ଚାରି ମାସ ପାଇଁ ରହିବା ପାଇଁ ପ୍ରବେଶ କରିବେ । ସ୍ଥାନୀୟ ତେରାପଂଥ ସଭା ଅଧ୍ୟକ୍ଷ ମାଣିକ ଚନ୍ଦ ଜୈନ , ପୂର୍ବତନ ଅଧ୍ୟକ୍ଷ ସୁନିଲ ଜୈନ , ସମ୍ପାଦକ ପ୍ରସନ୍ନ ଜୈନ , ଉପ ସଭାପତି ସୁବାଷ ଜୈନ , ମହାସଭା ପ୍ରଭାରୀ ଛତ୍ରପାଳ ଜୈନ ପ୍ରମୁଖ ମୁନିଶ୍ରୀ ଙ୍କ ଆଗମନ କୁ ନେଇ ଜୋରସୋର ପ୍ରସ୍ତୁତି ଜାରି ରଖିଛନ୍ତି । ଦିଲ୍ଲୀରେ ବର୍ତ୍ତମାନ କରୋନାର ଚତୁର୍ଥ ଲହର କୁ ନଜର ରଖି ମୁନିଶ୍ରୀ ଙ୍କ ଦର୍ଶନ ସେବା ସମୟରେ ବିଶେଷ କରି ମାସ୍କ ବ୍ୟବହାର ତଥା ସାମାଜିକ ଦୂରତା ବଜାୟ ରଖିବା ପାଇଁ ଓଡିଶା ପ୍ରାନ୍ତୀୟ ସଭା ଅଧ୍ୟକ୍ଷ ମୁକେଶ ଜୈନ ଶ୍ରାବକ ସମାଜ କୁ ନିବେଦନ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା   17-Aug-2026
  ଜିଲ୍ଲା  
କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା   17-Aug-2026
  ଜିଲ୍ଲା  
ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   17-Aug-2026
  ଜିଲ୍ଲା  
ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   17-Aug-2026
  ଜିଲ୍ଲା  
ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   17-Aug-2026
  ଜିଲ୍ଲା  
ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   17-Aug-2026
  ରାଜ୍ୟ  
ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକଦିନିଆ କର୍ମଶାଳା   17-Aug-2026
  ଜିଲ୍ଲା  
*କଳାହାଣ୍ଡି ଜିଲ୍ଲା ଆତ୍ମା ପକ୍ଷରୁ ଚାଷୀ ଙ୍କୁ ନେଇ ସୁବର୍ଣ୍ଣପୁର କ୍ଷେତ୍ର ପରିଦର୍ଶନ*- *ଚାଷୀ ଓ ବୈଜ୍ଞାନିକ ଙ୍କ ଭାବ ବିନିମୟ କାର୍ଯ୍ଯ କ୍ରମ*-   17-Aug-2026
  ଜିଲ୍ଲା  
ଝରଣିପାଲି ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   17-Aug-2026
  ଜିଲ୍ଲା  
*ଏବେ ବି ବଞ୍ଚିଛି ମାନବିକତା*- *ବୋଲବମ ଚାରିଟେବୁଲ ଟ୍ରଷ୍ଟ କୁ ବୁଦ୍ଧିଜୀବି ମହଲରେ ପ୍ରଶଂସା*-   17-Aug-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଫୁଟବଲ ପ୍ରିମିଅର ଲିଗ୍ ଚରଦା ହାଇସ୍କୁଲ୍ ପଡ଼ିଆରେ ଉଦଘାଟିତ ।   17-Aug-2026
  ଜିଲ୍ଲା  
ଶିକ୍ଷକ ଯୋଗାଇବାର ପ୍ରତିଶ୍ରୁତି ପରେ ସ୍କୁଲ ଗେଟରୁ ଖୋଲିଲା ତାଲା   17-Aug-2026

You Might Also Like