-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
23-Apr-2022
କର୍ଲାମୁଣ୍ଡା (ପ୍ରଦୀପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପୁଟିଗାଁ ଠାରେ ରାମଲୀଳା ନାଟକ ୪୨ ବର୍ଷ ପୂରଣ ହେଉଥିବାରୁ ଗ୍ରାମ ବାସୀ ଙ୍କ ଉଦ୍ୟମ ରେ ରବିବାର ଠାରୁ ୧୬ପ୍ରହର ନାମ ଯଜ୍ଞ ଆରମ୍ବ ହିଇଯାଇଛି।
ଏଥିରେ ରାମଲୀଳା ପୂଜା କମିଟି ସଭାପତି କୋଶିକ ସାହୁ,ସମ୍ପାଦକ ଯୁବରାଜ ସାହୁ,ନାମଯଜ୍ଞ ର ସଭାପତି ମିତ୍ରଭାନୁ ସାହୁ,ସମ୍ପାଦକ ପ୍ରକାଶ ସାହୁ ରହିଥିବା ବେଳେ ପୂଜକ ନୃସିଂହ ତ୍ରିପାଠୀ, ଜପକ ଗୋବର୍ଦ୍ଧନ ତ୍ରିପାଠୀ, ପାଚକ ସିଲୁ ଦାଶ୍ ଓ ନାମଯଜ୍ଞ କର୍ତ୍ତା ସନତ କୁମାର ସାହୁ ତାଙ୍କ ଧର୍ମ ପତ୍ନୀ ଜୟନ୍ତି ସାହୁ ରହିଛନ୍ତି
ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମର ଜଗବନ୍ଧୁ ସାହୁ,କୋଦଣ୍ଡ ସାହୁ,ରମଣୀ ସାହୁ,କିଶୋର ସାହୁ,କୁଞ୍ଜ ସାହୁ,ସରୋଜ ସାହୁ,ମନୋଜ ସାହୁ,ରାଜେଶ ସାହୁ, ଯୋଗେଶ୍ୱର ସାହୁ, ପବିତ୍ର ସାହୁ, ମଗସିର ସାହୁ,ଆକୁର ସାହୁ,ବିଶ୍ଵାମିତ୍ର ସାହୁ,ଗୋବିନ୍ଦ ସାହୁ,ବଂଶୀ ସାହୁ,ଦନାର ସାହୁ,ଅନନ୍ତ ରାମ ସାହୁ,ସତନା ସାହୁ,ବିଜୟ ସାହୁ, ରୁଦ୍ରମଣି ସାହୁ,କୈଳାସସାହୁ,ନେପାଳ ସାହୁ, ମହନ୍ତ ସାହୁ, ବିଘ୍ନ ରାଜ୍ ସାହୁପ୍ରତାପ ସାହୁ ,ସୁଦର୍ଶନ ସାହୁ,ଗୁପ୍ତେ ସାହୁ ,ଦିଲୀପ ସାହୁ, ମଣୀ ସାହୁ, ଖୋଜ କୁମାର ସାହୁ, ଜିତୁ ସାହୁ, ମଣ୍ଟୁ ସାହୁ,ଅର୍ଜୁନ ସାହୁ, ଦ୍ରୋଣ ସାହୁ,ପର୍ଶୁ ସାହୁ,ବିରାଟ ସାହୁ,ଅଲେଖ ସାହୁ କୁର୍ତ୍ତି ସାହୁ,ଭଜ ସାହୁ,ଗିରିଜା ସାହୁ,ଡୋଲାମଣୀ, ଟୁନା ସାହୁ,ଦୁର୍ଗା ସାହୁ,ମିଥୁନ ବାଗ, ମିଥୁନ ସାହୁ,ବୁଦ୍ଧ ସାହୁ,ପ୍ରସନ୍ନ ସାହୁ,ନାରାୟଣ ସାହୁ, ରମେଶ ସାହୁ,ଉମେଶ ସାହୁ,ଦୁର୍ଯୋ ସାହୁ, ଗୋପୀ ସାହୁ, ଛବି ସାହୁ, ହିରୋ ସାହୁ, ବିଜୟନନ୍ଦ ସାହୁ, ସରିତା ସାହୁ, ଶତ୍ରୁଘନ ସାହୁ,ସନ୍ତୋଷ ସାହୁ ବିମକ ସାହୁ, ପୂର୍ଣ ସାହୁ,ପିତାମ୍ବର ସାହୁ, ଘନଶ୍ୟାମ ସାହୁ,ଗରୁଡ଼ ସାହୁ,ନିଲୁ ସାହୁ,ଲୁକେଶ୍ୱର ସାହୁ, ରାଜକୁମାର ସାହୁ, ପଣ୍ଡିତ ସାହୁ, ତପନ ସାହୁ,କୃପାସିନ୍ଧୁ ସାହୁ,ରସିକ ସାହୁ ପ୍ରମୁଖ ନାମ ଯଜ୍ଞ ରେ ବିଭିନ୍ନ ଦାୟିତ୍ୱ ରେ ରହିଛନ୍ତି।ଏଥିରେ କଳାହାଣ୍ଡି, ବଲାଙ୍ଗୀର, ରୁ ବିଭିନ୍ନ ସଂକୀର୍ତ୍ତନ ଦଳ ଅଂଶ ଗ୍ରହଣ କରିବା କୁ ଥିବା ପୂଜାକମିଟି ସୂଚନା ଦେଇଛନ୍ତି।