-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
19-Nov-2020
ସମ୍ବଲପୁର, (ସଂଜୀବ କୁମାର ପାଣିଗ୍ରାହୀ) - ସମ୍ବଲପୁର ସାଂସଦ ଙ୍କ ନାଁରେ *ନକଲି ଫେସବୁକ ଆକାଉଣ୍ଟ* ଖୋଲି ଅସାମାଜିକ ଓ ଅପରାଧିକ କାର୍ଯ୍ୟ କରୁଥୁବା ବ୍ୟକ୍ତି ବିରୁଦ୍ଧରେ *ସାଇବର ଥାନାରେ ଏତଲା* ଦିଆଗଲା । ସମ୍ବଲପୁର ସାଂସଦ *ଶ୍ରୀଯୁକ୍ତ ନିତେଶ ଗଙ୍ଗଦେଵ* ଙ୍କ ପକ୍ଷରୁ ସମ୍ବଲପୁର ମହାନଗର ନିଗମ ପାଇଁ ନିଯୁକ୍ତ ତାଙ୍କର ପ୍ରତିନିଧି *ଶ୍ରୀ ମୋହନ ଦାଶ* ଦେଲେ ଏତଲା ବୋଲି କ୍ଷେତ୍ରିୟ ଗଣମାଧ୍ୟମ ସଂଯୋଜକ *ଶ୍ରୀ ମାନସ ରଞ୍ଜନ ବକ୍ସି* ଙ୍କ ସୂଚନା ।