-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
17-Apr-2022
ବୌଦ୍ଧ/ ବୌଦ୍ଧ ଜିଲ୍ଲାର ବିଭିନ୍ନ ରେଞ୍ଜ ଅନ୍ତର୍ଗତ,ମ଼ନମୁଣ୍ଡା, ଦମାମୁଣ୍ଡା, କଣ୍ଟାମାଳର ବିଭିନ୍ନ ସ୍ଥାନଗୁଡିକରେ କେନ୍ଦୁପତ୍ର ଶ୍ରମିକମାନ ଙ୍କ ଦ୍ୱାରା ପତ୍ର ତୋଲା ଆରମ୍ଭ ହୋଇଥିବା ଦମାମୁଣ୍ଡା ରେଞ୍ଜ ର କେନ୍ଦୁଲିପ୍ ଅଧିକାରୀ ମନୋଜ କୁମାର ସାହୁ ଗଣମାଧ୍ୟମ କୁ ସୁଚନା ଦେଇଛନ୍ତି ଶ୍ରୀ ସାହୁ କହିବା ମୁତାବକ ରତାଖଣ୍ଡି ସହିତ ଆଦି ଆଖପାଖ ଅଞ୍ଚଳରେ ରହୁଥିବା ଶ୍ରମିକମାନେ କେନ୍ଦୁପତ୍ର ତୋଳିମଜା ନେଉଥିବା ଦେଖିବାକୁ ମିଳିଛି ଏଣୁ ଆଯି ଦିନଟି ତୋଳାଳିମାନଙ୍କ ପାଇଁ ମୂଲ୍ୟବାନ ଦିନ ବୋଲି ଆଲୋଚନା ହେଉଛି ଏଣୁ ତୋଳାଳି ମାନଙ୍କ ମନରେ ଆନନ୍ଦ ଲହର ଖେଳି ଯାଉଥିବାର ଦେଖିବାକୁ ମିଳିଛି । ଏଣୁ ସ୍ଥାନିୟ ଅଞ୍ଚଳରେ ଶ୍ରମିକ ମାନଙ୍କ ମଧ୍ୟରେ ପ୍ରସଂସା ସୁଅ ଛୁଟିଛି l
(ଅନ୍ତର୍ଯ୍ୟାମୀ ସାହୁଙ୍କ ରିପୋର୍ଟ)