-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
16-Apr-2022
ବରଗଡ଼:-ବରଗଡ ଜିଲ୍ଲା ଗାଇସିଲାଟ ତହସିଲର କୁଣ୍ଡାଖାଇ ଠାରେ ନୂତନ ଆର.ଆଇ ଅଫିସ ସ୍ଥାନିୟ ତହସିଲଦାର ମନୋଜ କୁମାର ଦେବତାଙ୍କ କରକମଳରେ ରାଜସ୍ବ ବିଭାଗର ଚିଠିନଂ୨୪୨୭୪ ତା ୧୬.୮.୨୦୨୧ ଅନୁସାରେ ଏହା ଉଦଘାଟିତ ହୋଇଯାଇଛି। ଏହି ଅବସର ରେ ବ୍ଲକ ଅଧ୍ୟକ୍ଷ
ପ୍ରଣୟ କୁମାର ସାହୁ. କୁଣ୍ଡାଖାଇ ସରପଂଚ ପୂର୍ଣଚନ୍ଦ୍ର ପ୍ରଧାନ,ଜାମୁଟପାଲି ଗ୍ରାମପଞ୍ଚାୟତ ର ସମିତି ସଭ୍ୟ ସରୋଜ ଶ୍ରୀଭୂଷଣ ସାହୁ,ସନ୍ଧିବାହାଲ ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ଦେବେନ୍ଦ୍ର ଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ
ଯେ କୁଣ୍ଡାଖାଇର ପଡୋସୀ ପଂଚାୟତ ଗୁଦେରପାଲି ଠାରେ କିଛି ଦିନ ଆଗରୁ ଏକ RI ଅଫିସ ଖୋଲା ଯାଇଥିଲା।ସେଠାକାର ଭାରପ୍ରାପ୍ତ ଆର୍ ଆଇ ଗାଇସିଲେଟ RI ଙ୍କ ଆଇଡିରେ ଗୁଦେରପାଲିରେ ୩ ଦିନ ଓ କୁଣ୍ଡାଖାଇରେ ୩ ଦିନ କାମ କରିବେ ବୋଲି ଜଣାପଡିଛି