-+91-9937148622 |

prerana_bgr@rediffmail.com |

  Sunday 23rd August 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ରାଜସ୍ବ ସେବା ପ୍ରଦାନରେ ସଂସ୍କାର ଉପରେ ଗୁରୁତ୍ବ   (22-Aug-2026)       ||      ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ    (22-Aug-2026)       ||      ମହିଳା ଓ ଛାତ୍ରୀମାନଙ୍କୁ ସଶକ୍ତ କରିବା, ସେମାନଙ୍କ ଆଇନଗତ ଅଧିକାର, ସୁରକ୍ଷା ଓ ଆତ୍ମନିର୍ଭରତା ସମ୍ପର୍କରେ ସଚେତନ କରିବା ପାଇଁ କାର୍ଯ୍ୟକ୍ରମ    (22-Aug-2026)       ||      ମିଶନ ଜିରୋ-ସଫେଇ କାର୍ଯ୍ୟରେ ମୃତାହତ ଘଟଣାର ଅବସାନ ଶୀର୍ଷକ ଜାତୀୟ କର୍ମଶାଳାର ଆୟୋଜନ ♦️ମୋଦୀ ଜୀଙ୍କ ନେତୃତ୍ୱରେ ଦେଶର ଅର୍ଥନୀତି, ପ୍ରତିରକ୍ଷା ଏବଂ ବିଦେଶ ନୀତି ସହିତ ସମାନ ଗୁରୁତ୍ୱ ପାଇଛି ସ୍ୱଚ୍ଛତା   (22-Aug-2026)       ||      "ସାଇବର ସଚେତନତା ହିଁ ଡିଜିଟାଲ୍‌ ସୁରକ୍ଷାର ପ୍ରଥମ ପଦକ୍ଷେପ"   (22-Aug-2026)       ||      ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ, ଖୁର୍ଡିଆବାହଲ ଚାମ୍ପିଅନ   (22-Aug-2026)       ||      ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଖଡ଼ିଆଳ ଓ ବୋଡ଼େନ ଗସ୍ତ .ଅକ୍ସିଜେନ ବ୍ୟାଙ୍କ ଓ ସାପ୍ତାହିକ ବଜାର ଉଦଘାଟନ .ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଉଦଘାଟନ ଓ ବୃକ୍ଷ ରୋପଣ   (22-Aug-2026)       ||      ଦଣ୍ଡ ମୁକ୍ତ ଅଂଚଳ ରେ ଶିକ୍ଷକ ଙ୍କ ମାଡ଼ରେ ନବମ ଶ୍ରେଣୀ ଜନଜାତି ଛାତ୍ରଙ୍କ ହାତ ପାପୁଲି ଫୁଲିଲା ,   (22-Aug-2026)       ||      ବିନିକା ବ୍ଲକ ବିଜେଡି ସଭାପତିଙ୍କ ମାତୃ ବିୟୋଗ   (22-Aug-2026)       ||      ଟ୍ରେନ ରୁ ଖସିପଡି ଦଣ୍ଡପାଟ ଅଞ୍ଚଳ ଦାଦନ ଶ୍ରମିକ ଙ୍କ ମୃତ୍ୟୁ ।   (22-Aug-2026)       ||      ମହାନଦୀ ବ୍ରିଜ ଉପରୁ ମହାନଦୀ ପାଣିକୁ ଡେଇଁ ୨ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ   (22-Aug-2026)       ||      ଖବର ଆଜିର   (22-Aug-2026)       ||      *ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ତୀବ୍ର ପ୍ରତିବାଦ*   (22-Aug-2026)       ||      ଫୋଟୋ ପ୍ରଦର୍ଶନୀ ରେ ଫଟୋ ଉପରେ କବିଙ୍କ କବିତା ପାଠ    (21-Aug-2026)       ||      ଫୋଟୋଗ୍ରାଫି ପ୍ରଦର୍ଶନୀ ଉଦଯାପିତ ll ଫୋଟଗ୍ରାଫର ମାନଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ସାମ୍ବାଦିକ ସଂଘ ll   (21-Aug-2026)       ||      କଣ୍ଟାବାଞ୍ଜିରେ ସମ୍ବିଧାନ ପ୍ରଣେତାଙ୍କୁ ଅସମ୍ମାନ ଅଭିଯୋଗ♦️ ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ    (21-Aug-2026)       ||      ଦୁର୍ଘଟଣା ସ୍ପଟ ପାଳଟିଛି ଏଫସିଆଇ ଛକ, ଟ୍ରକ୍ ଧକ୍କାରେ ଶ୍ରମିକର ମୃତ୍ୟୁ    (21-Aug-2026)       ||      ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ ପ୍ରତିଯୋଗିତା କଦଳିପାଲୀ ଓ ଖୁର୍ଡିଆବାହଲ ଫାଇନାଲକୁ ଉନ୍ନୀତ।   (21-Aug-2026)       ||      ସତଲମା ଜନଆରୋଗ୍ୟ କେନ୍ଦ୍ରର ସାଧାରଣ ବୈଠକ ଅନୁଷ୍ଠିତ   (21-Aug-2026)       ||      କୁତୁର୍ଲା ସରକାରୀ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣରେ ବିଳମ୍ବ   (21-Aug-2026)       ||     

HOME   ଜିଲ୍ଲା

ସ୍ୱଚ୍ଛ ଭାରତ ପକ୍ଷରୁ ଫରେଷ୍ଟ ପାର୍କ ଠାରେ ମାଗଣା ଯୋଗ ଶିବିର ର ଶୁଭାରମ୍ଭ

14-Apr-2022



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠି) ଆଜି ସକାଳ 6 ଘଣ୍ଟା ସମୟରେ ସୁବର୍ଣ୍ଣପୁର ସ୍ମାର୍ଟ ଫରେଷ୍ଟ ପାର୍କ ଠାରେ ଏକ ମାଗଣା ଯୋଗ ପ୍ରଶିକ୍ଷଣ ଶିବିର ର ଶୁଭାରମ୍ଭ କରାଯାଇଛି l ସ୍ୱଚ୍ଛ ଭାରତ ସଂଗଠନ,  ପୌର ପରିଷଦ ଓ ପତଞ୍ଜଳି ଯୋଗ ସମିତି ର ମିଳିତ ସହଯୋଗ ରେ ଆୟୋଜିତ ଆଜିର ଏହି  କାର୍ଯ୍ୟକ୍ରମ କୁ ସୋନପୁର ଉପ -ଜ଼ିଲ୍ଲାପାଳ  ଶ୍ରୀ  ନିହାର ରଞ୍ଜନ କହଁର  ଶୁଭ ଉଦଘାଟନ କରି  ଯୋଗାଭ୍ୟାସ ଦ୍ୱାରା  ମଣିଷ ସୁସ୍ଥ ରହିବା ସହିତ ଆମେ ଏକ ସୁସ୍ଥ ସମାଜ ଗଠନ କରି ପାରିଵା ବୋଲି ମତ ରଖି  ମହତ ଲକ୍ଷ୍ୟ ନେଇ ଆୟୋଜିତ ଆଜି ର ଏହି ଶିବିର  ବିଭିନ୍ନ ବର୍ଗ ର ଲୋକଙ୍କୁ ଓ ସଂସ୍ଥା କୁ ସଂଗଠିତ କରି ପାରିଛି ବୋଲି ଆୟୋଜକ ଙ୍କୁ ପ୍ରଶଂସା କରି ଶିବିର ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ l ଅନ୍ୟ ତମ ଅତିଥି ପ୍ରାକ୍ତନ ପୋୖରାଧ୍ୟକ୍ଷ୍ୟ  ପ୍ରକାଶ ସାହୁ, ସ୍ୱଚ୍ଛ ଭାରତ ସଭାପତି ଲଷ୍ମୀ ନାରାୟଣ ମେହେର ଯୋଗ ଦେଇ  ସଂଗଠନ ର ଏହି ମହତ କାର୍ଯ୍ୟକ୍ରମ କୁ ସବୁଦିନ ଜାରି ରଖିଵା ପାଇଁ ସମସ୍ତ ସହାୟତା ପ୍ରଦାନ କରିବାକୁ ମତ ରଖିଥିଲେ lସ୍ୱଚ୍ଛ ଭାରତ ସଂଗଠନ ସମେତ କଲେଜ ଏନ ସି ସି  ଲେଫ୍ଟନାଣ୍ଟ  ଆଶିଷ ଅଗ୍ରୱାଲl ଓ ସମସ୍ତ କ୍ୟାଡେଟ,  ଆର ଏସ ଏସ,  ଭୀମ ଭୋଇ ସେବା ଟ୍ରଷ୍ଟ, ଓ ପାର୍କ ର ମର୍ନିଙ୍ଗ ୱାକର ଅନେକ ଶତାଧିକ ସଦସ୍ୟ  ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ l କାର୍ଯ୍ୟକ୍ରମ ର ଉଦଯାପନୀ ଉତ୍ସବ ରେ ସୁବର୍ଣ୍ଣପୁର ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀ ସୂର୍ଯ୍ୟ ନାରାୟଣ ଦାଶ  ମୁଖ୍ୟ ଅତିଥି ଓ ଡା, ଆଭାସ ବାବୁ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଆୟୋଜକ,ପ୍ରଶିକ୍ଷକ, ଓ ଉପସ୍ଥିତ ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ, ସ୍ୱଚ୍ଛ ସାଥି ଙ୍କୁ  ଉତ୍ସାହିତ କରି ଏହା କୁ ଜାରି ରଖିବା ପାଇଁ କହିଥିଲେ l ଏବଂ କୁଷ୍ଠ ରୋଗୀ ଙ୍କୁ ଆଜୀବନ ସମସ୍ତ ସେବା ଯୋଗାଇ ଆସୁଥିବା ସ୍ୱଚ୍ଛ ଭାରତ ର ବରିଷ୍ଠ ସଭ୍ୟ ତଥା କୁଷ୍ଠ ସାଥି  ବୃନ୍ଦାବନ ରଥ ଙ୍କୁ ସମ୍ବର୍ଦ୍ଧିତ କରି  କୁଷ୍ଠ ସାଥି  ଶ୍ରୀ ରଥ ଙ୍କୁ  କୃଷ୍ଣ ଭଗବାନ ଙ୍କ ସାଥି ବୋଲି ଏଡିଏମ ଶ୍ରୀ ଦାଶ ପ୍ରଶଂସା କରି ତାଙ୍କ ଦୀର୍ଘାୟୁ କାମନା କରିଥିଲେ l

ଆଜି ର ଏହି ଯୋଗ ଶିବିର କୁ ପତଞ୍ଜଳି ଯୋଗ ସମିତି ଯୋଗ ପ୍ରଶିକ୍ଷକ ମନୋଜ ପଣ୍ଡା ପରିଚାଳନା କରିଥିବା ବେଳେ ଉଦ୍ଘାଟନୀ ଓ ଉଦଯାପନୀ ସଭା କୁ ସ୍ୱଚ୍ଛ ଭାରତ ସମ୍ପାଦକ ମନୋରଞ୍ଜନ ତ୍ରିପାଠୀ ସଂଯୋଜନା କରିଥିଲେ l ଅତିଥି ମାନଙ୍କୁ ଉପ ସଭାନେତ୍ରୀ ଇନ୍ଦୁମତୀ ପୁରୋହିତ, ଉପଦେଷ୍ଟା ଗରିବ ଲୋଇ ଓ ସଭ୍ୟ ନାରାୟଣ ରଥ ଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା l  ଆଜି ର ଏହି କାର୍ଯ୍ୟକ୍ରମ ରେ  ସମସ୍ତ ସଭ୍ୟ ଙ୍କୁ ଅତିଥି ଙ୍କ ଦ୍ୱାରା  ସ୍ୱଚ୍ଛ ଭାରତ ର ନୁଆଁ ପରିଚୟ କାର୍ଡ ପ୍ରଦାନ କରାଯାଇଥିଲା l ସଭା ଶେଷ ରେ ସ୍ୱଚ୍ଛ ଭାରତ ର ଅନ୍ୟତମ ଉଦ୍ୟୋକ୍ତl ସୟଦ ଅଲିମୁଲ ଇସଲାମ  କିଛି ବାର୍ତ୍ତା ରଖି  ଧନ୍ୟବାଦ ଅର୍ପଣ କରିଥିଲେ l ଏନ ସି ସି ଲ୍ୟାଫ୍ଟନାଣ୍ଟ ଆଶିଷ ଆଗ୍ରୱାଲା, ସ୍ୱଚ୍ଛ ସାଥି ହରି ଚୌଧୀରି, ଏଡ଼ଭୋକେଟ ରଶ୍ମି ରଞ୍ଜନ ଦାଶ ଓ ସ୍ୱଚ୍ଛ ଭାରତ ର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ରାଜସ୍ବ ସେବା ପ୍ରଦାନରେ ସଂସ୍କାର ଉପରେ ଗୁରୁତ୍ବ   22-Aug-2026
  ଜିଲ୍ଲା  
ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ   22-Aug-2026
  ଜିଲ୍ଲା  
ମହିଳା ଓ ଛାତ୍ରୀମାନଙ୍କୁ ସଶକ୍ତ କରିବା, ସେମାନଙ୍କ ଆଇନଗତ ଅଧିକାର, ସୁରକ୍ଷା ଓ ଆତ୍ମନିର୍ଭରତା ସମ୍ପର୍କରେ ସଚେତନ କରିବା ପାଇଁ କାର୍ଯ୍ୟକ୍ରମ   22-Aug-2026
  ରାଜ୍ୟ  
ମିଶନ ଜିରୋ-ସଫେଇ କାର୍ଯ୍ୟରେ ମୃତାହତ ଘଟଣାର ଅବସାନ ଶୀର୍ଷକ ଜାତୀୟ କର୍ମଶାଳାର ଆୟୋଜନ ♦️ମୋଦୀ ଜୀଙ୍କ ନେତୃତ୍ୱରେ ଦେଶର ଅର୍ଥନୀତି, ପ୍ରତିରକ୍ଷା ଏବଂ ବିଦେଶ ନୀତି ସହିତ ସମାନ ଗୁରୁତ୍ୱ ପାଇଛି ସ୍ୱଚ୍ଛତା   22-Aug-2026
  ଜିଲ୍ଲା  
"ସାଇବର ସଚେତନତା ହିଁ ଡିଜିଟାଲ୍‌ ସୁରକ୍ଷାର ପ୍ରଥମ ପଦକ୍ଷେପ"   22-Aug-2026
  ଜିଲ୍ଲା  
ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ, ଖୁର୍ଡିଆବାହଲ ଚାମ୍ପିଅନ   22-Aug-2026
  ଜିଲ୍ଲା  
ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଖଡ଼ିଆଳ ଓ ବୋଡ଼େନ ଗସ୍ତ .ଅକ୍ସିଜେନ ବ୍ୟାଙ୍କ ଓ ସାପ୍ତାହିକ ବଜାର ଉଦଘାଟନ .ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଉଦଘାଟନ ଓ ବୃକ୍ଷ ରୋପଣ   22-Aug-2026
  ଜିଲ୍ଲା  
ଦଣ୍ଡ ମୁକ୍ତ ଅଂଚଳ ରେ ଶିକ୍ଷକ ଙ୍କ ମାଡ଼ରେ ନବମ ଶ୍ରେଣୀ ଜନଜାତି ଛାତ୍ରଙ୍କ ହାତ ପାପୁଲି ଫୁଲିଲା ,   22-Aug-2026
  ଜିଲ୍ଲା  
ବିନିକା ବ୍ଲକ ବିଜେଡି ସଭାପତିଙ୍କ ମାତୃ ବିୟୋଗ   22-Aug-2026
  ଜିଲ୍ଲା  
ଟ୍ରେନ ରୁ ଖସିପଡି ଦଣ୍ଡପାଟ ଅଞ୍ଚଳ ଦାଦନ ଶ୍ରମିକ ଙ୍କ ମୃତ୍ୟୁ ।   22-Aug-2026
  ଜିଲ୍ଲା  
ମହାନଦୀ ବ୍ରିଜ ଉପରୁ ମହାନଦୀ ପାଣିକୁ ଡେଇଁ ୨ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ   22-Aug-2026
  ଜିଲ୍ଲା  
ଖବର ଆଜିର   22-Aug-2026

You Might Also Like