-+91-9937148622 |
prerana_bgr@rediffmail.com |
Sunday 23rd August 2026 |
R.N.I. Regd No. ODIODI/2010/46693
Breaking News
13-Apr-2022
ବରଗଡ(ନିରଞ୍ଜନ ତ୍ରିପାଠୀ)- ଗାଇସିଲାଟ ବ୍ଲକ ଗୌରେନମୁଣ୍ଡା ଗ୍ରା.ପର ଟୁର୍ଚାରେ ହୋଇଥିବା ଜଳ ଯୋଗାଣରେ ନିମ୍ନ ମାନର କାମ ଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ଲିକ ହେଉଛି। ଏହାଦ୍ବାରା ଜଳ ଯୋଗାଣ ବନ୍ଦ ହୋଇଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏ ସଂକ୍ରାନ୍ତରେ ଖବର ପାଇ ସ୍ଥାନୀୟ ଜିଲ୍ଲା ପରିସଦ ସଭ୍ୟା ଝରଣା ପାଣିଗ୍ରାହି . ସାଂସଦ ପ୍ରତିନିଧି ପ୍ରବିଣ ପାଣିଗ୍ରାହୀ ଦୁହେଁ ବିଭାଗୀୟ ଯନ୍ତ୍ରୀଙ୍କୁ ନେଇ ଟୁର୍ଚା ଯାଇଥିଲେ। ଘଟଣାର ପୁଂଖାନୁପୁଖ ଆଲୋଚନା ପରେ ମୂଖ୍ୟ ପାଇପରୁ ଘରକୁ ଦିଆଯାଇଥିବା ପାଇପର କନେକ୍ସନରୁ ପାଣି ଲିକ ହେଉଥିବାର ଜଣା ପଡିଥିଲା । ଶ୍ରୀମତୀ ପାଣିଗ୍ରାହୀ ଏହାର ମରାମତି ୨ ଦିନ ଭିତରେ କରିବାକୁ ଅନୁରୋଧ କରିଥିଲେ