-+91-9937148622 |

prerana_bgr@rediffmail.com |

  Monday 31st August 2026 |

| | | |

R.N.I. Regd No. ODIODI/2010/46693

Breaking News

ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   (31-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   (31-Aug-2026)       ||      *ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   (31-Aug-2026)       ||      ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   (31-Aug-2026)       ||      ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (31-Aug-2026)       ||      ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   (31-Aug-2026)       ||      *ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   (31-Aug-2026)       ||      ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   (31-Aug-2026)       ||      ତହଁକ୍ କୁଟୁମର୍ ହଜଲା ରସ, ନୁରମା ଆସ   (31-Aug-2026)       ||      *ରକ୍ତସେତୁ: Gen Z ମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଜରୁରୀକାଳୀନ ରକ୍ତଦାନ ସେବା ସଂଗଠନ*   (31-Aug-2026)       ||      ପାର୍ଲାମେଣ୍ଟ ଯୁଗ୍ମ କମିଟିର ଭୁବନେଶ୍ୱର ଗସ୍ତ ♦️ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ବେତନ ଓ ଭତ୍ତା ସମ୍ପର୍କରେ ଆଲୋଚନା    (31-Aug-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍କାଉଟ ଓ ଗାଇଡର ଯୋଜନା ବୈଠକ ଅନୁଷ୍ଠିତ ।   (31-Aug-2026)       ||      ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ଼କୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢ଼ୀଙ୍କ ଦ୍ୱାରା କାଳିବେଟି ଏବଂ ମୁଦାମ୍ବା ଶିଳ୍ପାଞ୍ଚଳ ବିକାଶ କାର୍ଯ୍ୟର ସମୀକ୍ଷା   (30-Aug-2026)       ||      *କେଲିଆ ମନ୍ଦିର ଉନ୍ନୟନ କମିଟି ସହ ନବରଙ୍ଗପୁର ସାଂସଦ ଙ୍କ ବୈଠକ*   (30-Aug-2026)       ||      ଉପରବାହାଲ ଠାରେ ଡିବିରୀ ଟ୍ରଷ୍ଟ ଆନୁକୂଲ୍ୟରେ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   (30-Aug-2026)       ||      ଚତୁର୍ଥସ୍ତମ୍ଭ ଆଜି ଅବହେଳିତ.. ସାମ୍ବାଦିକ ଙ୍କ ସୁରକ୍ଷା ସହ ପେନସନ ବ୍ୟବସ୍ଥା ଲାଗୁ କରିବା ନିହାତି ଆବଶ୍ୟକ..   (30-Aug-2026)       ||      ଫଟୋ ସାମ୍ବାଦିକତା ଜଗତରେ ଅନୀଲ ବାବୁଙ୍କ ଅବଦାନ ଅତୁଳନୀୟ♦️ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି   (30-Aug-2026)       ||      କେଉଁଟିପାଲି ଅଙ୍ଗନୱାଡି କେନ୍ଦ୍ରରୁ ଚୋରୀ   (30-Aug-2026)       ||      *ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ଗୋଟିଏ ଦିନ ବାକି, ସର୍ଭର ଡାଉନ୍‌ ଡାବୁଗାଁ ଅଂଚଳରେ ବଢ଼ାଉଛି ଚିନ୍ତା*   (30-Aug-2026)       ||      ନୀଳଜି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଫୁଟିଲା କ୍ରୀଡ଼ା ପ୍ରତିଭାର ରଙ୍ଗ, ଜୋନାଲ ସ୍ତରୀୟ କ୍ରୀଡ଼ା ମହୋତ୍ସବରେ ଉତ୍ସାହରେ ମାତିଲେ ଛାତ୍ରଛାତ୍ରୀ   (30-Aug-2026)       ||     

HOME   ଜିଲ୍ଲା

ବିଶ୍ୱଶାନ୍ତି ପାଇଁ ୯ଦିନ ଯାଏଁ ହେବ କଣ୍ଟାବାଞ୍ଜି ଶ୍ୟାମ ମନ୍ଦିର ମହାଯଜ୍ଞ ।

01-Apr-2022



କଣ୍ଟାବାଞ୍ଜି(ଆନନ୍ଦ ମୋଟେ) : ଗତ ୨ ରୁ ୫ ଫରବରୀ କଣ୍ଟାବାଞ୍ଜି ସ୍ଥାନୀୟ ଶ୍ୟାମ ମନ୍ଦିର ପ୍ରାଗଣ ରେ କଣ୍ଟାବାଞ୍ଜି ନାନକରାମ ଚେରିଟେବୁଲ ଟ୍ରଷ୍ଟ ପକ୍ଷରୁ ସର୍ଵ ମଙ୍ଗଳ କାମନା ବିଶ୍ୱଶାନ୍ତି ପ୍ରାପ୍ତି ପାଇଁ ଗୋଟିଏ ପାଞ୍ଚ କୁଣ୍ଡିଆ ମହା ଯଜ୍ଞ ଉଧ୍ୟାପିତ କରା ଯାଇଥିଲା । ସେଥିରେ ହୋଇଥିବା  ମନ୍ତ୍ର ଜାପ ରୁ ପ୍ରେରିତ ହୋଇ ଆଗାମୀ ୨ ଅପ୍ରେଲ ରୁ ୧୦ ଅପ୍ରେଲ ପ୍ରାଯନ୍ତ ନବରାତ୍ରି ଉପଲକ୍ଷେ ସପ୍ତଚଣ୍ଡୀ ପାଠ ଏବଂ ମହା ଯଜ୍ଞ ଆରମ୍ଭ ହେବା କୁ ଯାଉଛି । ଏଥିରେ ସମସ୍ତେ ଜାତି ନିର୍ବିଶେଷରେ ଯୋଗ ଦେଇପାରିବେ । ଭକ୍ତ ମାନଙ୍କୁ ଅନୁରୋଧ କରା ଯାଇଛି ଯେ ମଙ୍ଗଳ କାମନା କରି ନିଜର ନାଁ ରେ ଗୋଟିଏ  କଳସ ନେଇ ପ୍ରାରମ୍ଭ ଦିନେ ସକାଳ ୯ ରୁ ୧୧ ଘଣ୍ଟା ମଧ୍ୟ ସମୟ ରେ ଯଜ୍ଞ ସ୍ଥାନ ରେ ସ୍ଥାପିତ କରିପାରିବେ । ଏହି ପୂଜା ରେ କୋଣସୀ ପଇସା ଦକ୍ଷିଣା ନାହିଁ ବୋଲି ଆୟୋଜକ କମିଟି ସୂଚନା ଦେଇଛନ୍ତି । ଭକ୍ତ ନିଜେ ବିଶ୍ୱଶାନ୍ତି ପାଇଁ ଏହି ପ୍ରୟାସ କୁ ସଫଳ କରିବେ ବୋଲି ଆୟୋଜକ କମିଟି ସଦସ୍ୟ ଶ୍ରୀ ପ୍ରଦୀପ ନାରାୟଣ ଖଣ୍ଡଳବାଲ ମତ ପ୍ରକାଶ କରିଛନ୍ତି ।ମାନବ ଜାତିର ସୁଖ ଶାନ୍ତି ସହିତ ବିଶ୍ୱଶାନ୍ତି ମୁଖ୍ୟ ଉପଦେଶ ଥିବା ବେଳେ ଏହି ଯଜ୍ଞରେ ସହରର ଅନେକ ଭକ୍ତ ନିଜ ଓ ପରିବାର ପାଇଁ ପୁଜା କରିବା ସହ ବିଶ୍ୱଶାନ୍ତି ପାଇଁ ଆଦିଶକ୍ତି ମା ଦୁର୍ଗା , ମା ଭଗବତୀ ନିକଟରେ ନବରାତ୍ରୀ ତପସ୍ୟା, ମାହାକାଳ ଶିବଙ୍କ ରୁଦ୍ରଭିଷେକ ପୂଜା ଓ ସପ୍ତଚଣ୍ଡୀ ମହାଯଜ୍ଞରେ ଭକ୍ତ ସାମିଲ ହୋଇ ମାନବ ଜାତି କଲ୍ୟାଣ ପାଇଁ ପୂଜା କରିବେ ।କାର୍ଯ୍ୟକ୍ରମ କୁ ବାବା କଲ୍ୟାଣ ଦାସ ମହାରାଜ ଙ୍କ ଯଜ୍ଞ ସଞ୍ଚାଳକ ଆଚାର୍ଯ୍ୟ କାମେଶ୍ୱରନାଥ ତ୍ରିପାଠୀ ସହିତ ଅନ୍ୟ ୧୧ଟି ବ୍ରାହ୍ମଣ ମଧ୍ୟ କାଶୀ ବିଶ୍ୱନାଥ ବାରାଣଶୀ ରୁ କଣ୍ଟାବାଞ୍ଜି ଆସିବେ ।ଏହି କାର୍ଯ୍ୟକ୍ରମ ପାଇଁ ଅଧିକ ସୂଚନା ପାଇ ଯୋଗାଯୋଗ ନମ୍ବର ୯୯୩୮୦୯୦୮୮୮ ଏବଂ  ୯୬୬୮୮୬୮୪୬୩ ମଧ୍ୟ ଦିଆ ଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   31-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   31-Aug-2026
  ଜିଲ୍ଲା  
*ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   31-Aug-2026
  ଜିଲ୍ଲା  
ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   31-Aug-2026
  ଜିଲ୍ଲା  
ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   31-Aug-2026
  ଜିଲ୍ଲା  
ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   31-Aug-2026
  ଜିଲ୍ଲା  
*ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   31-Aug-2026
  ଜିଲ୍ଲା  
ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   31-Aug-2026
  ଜିଲ୍ଲା  
ତହଁକ୍ କୁଟୁମର୍ ହଜଲା ରସ, ନୁରମା ଆସ   31-Aug-2026
  ଜିଲ୍ଲା  
*ରକ୍ତସେତୁ: Gen Z ମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଜରୁରୀକାଳୀନ ରକ୍ତଦାନ ସେବା ସଂଗଠନ*   31-Aug-2026
  ଜିଲ୍ଲା  
ପାର୍ଲାମେଣ୍ଟ ଯୁଗ୍ମ କମିଟିର ଭୁବନେଶ୍ୱର ଗସ୍ତ ♦️ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ବେତନ ଓ ଭତ୍ତା ସମ୍ପର୍କରେ ଆଲୋଚନା   31-Aug-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍କାଉଟ ଓ ଗାଇଡର ଯୋଜନା ବୈଠକ ଅନୁଷ୍ଠିତ ।   31-Aug-2026

You Might Also Like