-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
31-Mar-2022
ବୀରମହାରାଜପୁର,ମୁର୍ଷୁଣ୍ଢି(ଆର୍ତ୍ତତ୍ରାଣ ଖୁର୍ଡିଆ) ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ଲୁତୁରପଙ୍କ ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ସୂର୍ଯ୍ଯ କୁମାର ନନ୍ଦ ଆଜି ଘିଚାପାଲି ପ୍ରାଥମିକ ବିଦ୍ଯାଳୟ ପରିଦର୍ଶନ କରିଛନ୍ତି।ବିଦ୍ଯାଳୟଠାରେ ତାଙ୍କୁ ସମସ୍ତ ଶିକ୍ଷକ ତଥା ଛାତ୍ର,ଛାତ୍ରୀ ମାନେ ଉପସ୍ଥିତ ରହି ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି।ଶିକ୍ଷା,ସ୍ୱାସ୍ଥ୍ଯ,ଗମନାଗମନ ତଥା ପାନୀୟଜଳ,ନାରୀଶିକ୍ଷା,ଆଲୋକୀକରଣ ଭଳି ପ୍ରାଥମିକ ସମସ୍ଯାକୁ ପ୍ରାଧାନ୍ୟ ଦେବା ତାଙ୍କ ଲକ୍ଷ୍ଯ ବୋଲି ସେ କହିଛନ୍ତି।