-+91-9937148622 |
prerana_bgr@rediffmail.com |
Saturday 5th September 2026 |
R.N.I. Regd No. ODIODI/2010/46693
Breaking News
16-Mar-2022
ଖପ୍ରାଖୋଲ (ବସନ୍ତ ମେହେର) ) : ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ର ସରପଞ୍ଚ ଭବରେ ସୁନାଫୁଲ ବାଗ ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଗତ ୧୦ ତାରିଖ ଦିନ ଏହି ଦାୟିତ୍ଵ ଗ୍ରହଣ କରିଥିଲେ l ଠିକ୍ ସେହିପରି ନାଏବ ସରପଞ୍ଚ ଭବରେ ଟଙ୍କପାଣି ଗାଁ ର ସନ୍ତୋଷ ନାଗ ଦାୟିତ୍ଵ ଗ୍ରହଣ କରିଥିଲେ l ସରପଞ୍ଚ ଦାୟିତ୍ଵ ଗ୍ରହଣ କରିବା ପରେ ଟଙ୍କପାଣି ପଞ୍ଚାୟତର ସମସ୍ତ ଗାଁ ରେ ବିଜୁଳି, ରାସ୍ତାଘାଟ ଓ ପାନୀୟ ସମସ୍ୟା ଓ ଏହାର ସମାଧାନ ଦିଗରେ କାମ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ସରପଞ୍ଚ ଶ୍ରୀମତୀ ସୁନାଫୁଲ ବାଗ ll ଶ୍ରୀମତୀ ବାଗ ମୋଟ ୬୧୮ ଖଣ୍ଡ ଭୋଟ୍ ପାଇ ବିଜୟ ଘୋଷିତ ହୋଇଥିଲେ l