-+91-9937148622 |

prerana_bgr@rediffmail.com |

  Saturday 5th September 2026 |

| | | |

R.N.I. Regd No. ODIODI/2010/46693

Breaking News

*​ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଐତିହାସିକ ରୂପାନ୍ତରଣ: ୨୨ ଜଣ ନୂତନ ଡାକ୍ତର ନିଯୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ , ବିଧାୟକ ଓ ଜିଲ୍ଲାପାଳ ଙ୍କୁ କୃତଜ୍ଞତା*-   (05-Sep-2026)       ||      ସୁବର୍ଣ୍ଣପୁର ଜିଲ୍ଲା ବ୍ରାହ୍ମଣ ଏକତା ମଞ୍ଚର କାର୍ଯ୍ୟକର୍ତ୍ତା ସମ୍ମିଳନୀ।   (05-Sep-2026)       ||      ଚୌଦ୍ବାର-କଟକ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତି   (05-Sep-2026)       ||      ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହ♦️ ଯୋଗଦେଲେ ମୁଖ୍ୟମନ୍ତ୍ରୀ ୩୩୬ ଜଣ ନବନିଯୁକ୍ତ ସବ୍-ଇନ୍ସପେକ୍ଟର (୭୦ ଜଣ ମହିଳା) ପୋଲିସ ସେବାରେ ସାମିଲ   (04-Sep-2026)       ||      ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଓ ତୋଷାଳୀ ମହିଳା ମହାବିଦ୍ୟାଳୟ ତୁଷୁରାର ମିଳିତ ଆନୁକୁଲ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ମହାସମାରୋହରେ ପାଳିତ   (04-Sep-2026)       ||      ଜାଲେସପଟ୍ଟାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୮ ତମ ବଳିଦାନ ଦିବସ ଓ ଜନ୍ମାଷ୍ଟମୀ ପାଳିତ    (04-Sep-2026)       ||      ଶାକମ୍ଭରୀ ପାଇଁ ଲେଖା ଆବଶ୍ୟକ   (04-Sep-2026)       ||      ସୋନଗଡ ନଦୀରେ ସିକୁଆଁର ଆଇଏସଏସ ପାଇଁ ଟେଣ୍ଡର ବାହାରିଲା   (04-Sep-2026)       ||      କୃଷ୍ଣଙ୍କ ଆଦର୍ଶରେ ଗଢ଼ିଉଠୁ ନୂଆପିଢ଼ି ନୀଳଜି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଭକ୍ତି, ସଂସ୍କାର ଓ ସଂସ୍କୃତିର ମହାମିଳନ   (04-Sep-2026)       ||      *ଡାବୁଗାଁ ଠାରେ ରାମନାମୀ ସମାଜ ତରଫରୁ ନୂଆଁଖାଇ ପାଳିତ,ଯୋଗଦେଲେ ହିନ୍ଦୁ ମହାସଙ୍ଘର ରାଷ୍ଟ୍ରୀୟ ଅଧକ୍ଷ*   (04-Sep-2026)       ||      ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ   (04-Sep-2026)       ||      *ସୁବର୍ଣ୍ଣପୁର ଠାରେ ଓ ଏ ଏସ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧନା*   (04-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ♦️ଦଳଗତ  ଜୁନିଅର ବାଳକ ବିଭାଗ ରେ ଉତ୍ତରାଖଣ୍ଡ ଚାମ୍ପିୟନ,  ଓଡିଶା ହେଲା ରନର୍ସ ଅପ   (04-Sep-2026)       ||      *ବାର୍ଷିକ ବ୍ୟାବସାୟିକ ଉତ୍କର୍ଷ ଶିଖର ସମ୍ମିଳନୀ ୨୦୨୬ ଆୟୋଜିତ*   (04-Sep-2026)       ||      ନୂଆଁଖାଇ ପୂର୍ବରୁ ଜନ୍ମାଷ୍ଟମୀରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, DBT ମାଧ୍ୟମରେ ସିଧାସଳଖ ଆକାଉଣ୍ଟକୁ ଗଲା ସହାୟତା ରାଶି   (04-Sep-2026)       ||      *ଯୋଗାଣ ଵିଭାଗ ର ପ୍ରତିଷ୍ଠା ଦିଵସ ପାଳନ*- *ଶ୍ରେଷ୍ଠ କର୍ମଚାରୀ ଭାବେ ସମ୍ବର୍ଧିତ ହେଲେ ଏଜ୍ରି ଦଳ ବେହେରା*   (04-Sep-2026)       ||      ଲୋଇସିଂହା କଲେଜ ରେ ମାନସିକ ପରିଚାଳନା କାର୍ଯ୍ୟକ୍ରମ   (04-Sep-2026)       ||      କଟକ ମହାନଗର ନିଗମ ପୂର୍ବତନ ମେୟର ସୌମେନ୍ଦ୍ର ଘୋଷଙ୍କ ଅକାଳ ବିୟୋଗ   (04-Sep-2026)       ||      ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   (03-Sep-2026)       ||      ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   (03-Sep-2026)       ||     

HOME   ଜିଲ୍ଲା

ପରିବେଶ ସନ୍ତୁଳନ ଓ ପ୍ରକୃତି ଶାନ୍ତି ପାଈଁ ଅନୁଷ୍ଠିତ ସୁବର୍ଣ୍ଣପୁର ର ଶୀତଳେଇ କଳସ ଯାତ୍ରା ମହୋତ୍ସବ ଏକ ଅନନ୍ୟ ପରମ୍ପରା

15-Mar-2022



ସୁବର୍ଣ୍ଣପୁର:  - ଗାଁ ଠୁ ସହର ସବୁଠି ଏବେ ଜଙ୍ଗଲ,ଜୀବ ଜଗତ ର ସୁରକ୍ଷା ପାଈଁ  ଅଧିକ ଯତ୍ନବାନ ହେବା ସବୁ ଲୋକଙ୍କ ଦାଇତ୍ୱ ଓ କର୍ତ୍ତବ୍ୟ ହେବା ଜରୁରୀ ହୋଇ ପଡିଛି l କିନ୍ତୁ ଆଜିର ସ୍ୱାର୍ଥପର ବ୍ୟସ୍ତ  ବହୁଳ ମଣିଷ ପ୍ରକୃତି ସୁରକ୍ଷା ଲାଗି ଟିକିଏ ବି ଧ୍ୟାନ ନ ଦେଇ ଦିନ ରାତି କେବଳ ନିଜର ଜୀବନ ଜୀବିକା ଉପରେ ହିଁ ସଂଗ୍ରାମ ଜାରି ରଖୁଛି l ଆଉ ସେଥିପାଇଁ ଆଜି ତ ଆଜି ଚାଷ ର ଉପଯୋଗୀ ଵା ସଠିକ ସମୟ ରେ ଖରା ବର୍ଷା ଶୀତ ର  ଅଭାବ ପରିଲକ୍ଷିତ ହୋଇ ଛି, ଏବଂ ପୃଥିବୀ ଧରାପୃଷ୍ଠ ରେ ଦିନ କୁ ଦିନ ପ୍ରକୃତି

ନିଜ ସନ୍ତୁଳନ ହରାଇବସିଛି, ଲୋକଙ୍କୁ ଅସହ୍ୟ କରିଛି l ସହର ତଥା ସମଗ୍ର ପୃଥିବୀ ର ଏଭଳି ସଙ୍କଟ ବେଳେ କିନ୍ତୁ  ପରିବେଶ ସନ୍ତୁଳନ, ବିଶ୍ୱ ଶାନ୍ତି, ପ୍ରକୃତି ଶାନ୍ତି ଲାଗି  ଗତ କାଲି ସୁବର୍ଣ୍ଣପୁର ସହର ର କୁଷ୍ଠାପଡା ର ଅଧିବାସୀ ନିଜ  ସାହି ର ଇଷ୍ଠ ଦେବୀ ମା ଶିତଲେଇ ମନ୍ଦିରରେ ଶିତଳା ପୂଜା  ଆରାଧନା କରି ସହର ବାସୀ ଙ୍କୁ ଏଥିରେ ସାମିଲ କରିଛନ୍ତି l କୁଷ୍ଠା ସମାଜ ର ଭକ୍ତ ଶ୍ରଦ୍ଧାଳୁ, ଶହ ଶହ ମହିଳା ମାନେ ପବିତ୍ର ମହାନଦୀ ରେ ଗଙ୍ଗା ମାତା ଙ୍କୁ  ଶୀତଳେଇ ମା ଙ୍କୁ ନୀତି ନିଷ୍ଠା ର ସହିତ ପୂଜାର୍ଚନା କରିଛନ୍ତି l ଓ ମହାନଦୀ ରୁ ପବିତ୍ର ଜଳ ସଂଗ୍ରହ କରି ଏକ ବିଶାଳ ଶୋଭାଯାତ୍ରା ରେ ସହର ପରିକ୍ରମା କରି ସାହି ମନ୍ଦିର ଶିତଳା ମାଁଙ୍କ ଠାରେ ଅର୍ପଣ କରିଛନ୍ତି  l ପ୍ରକୃତି ଶାନ୍ତି ପାଈଁ ରାଜା ରାଜୁଡା ସମୟ ରୁ ଶହ ଶହ ବର୍ଷ ରୁ ଅନୁଷ୍ଠିତ ହୋଇ ଆସୁଥିବା ଏହି ସାମୁହିକ ପୂଜାରେ ବୃକ୍ଷ ଆରାଧନା, ଜଳ ଆରାଧନା ଓ  ସାମୁହିକ ପ୍ରାର୍ଥନା ର ପରଂପରା ରହିଆସିଥିବା ବିଷୟ କୁଷ୍ଠା ପଡ଼ା ର ଉଦ୍ୟୋକ୍ତl ଶେଷ ଦେବ ମେହେର, ଗୋପାଳ ମେହେର ପ୍ରକାଶ କରିଛନ୍ତି l ।ପ୍ରତିବର୍ଷ ଆଶ୍ବୀନ ଓ ଫାଲଗୁନ ମାସରେ ଦେବୀଙ୍କ ପାଖରେ ଶିତଳା ପୂଜା କରାଯାଇଥାଏ l ଏହି ପୂଜାରେ ପ୍ରଚଣ୍ଡ ରୌଦ୍ର ତାପରୁ ସମସ୍ତ ଜୀବଜଗତକୁ ଉଦ୍ଧାର  ପାଈଁ ବି  ଭକ୍ତ ମାନେ ମା ଙ୍କୁ ଗୁହାରି କରନ୍ତି ।ଏହି କାର୍ଯ୍ୟକ୍ରମ ରେ କୁଷ୍ଠା ପଡ଼ା ର ଉଦ୍ୟୋକ୍ତl ୟୁଧିଷ୍ଟିର ମେହେର, ଶେଷଦେବ ମେହେର , ଗୋପାଳ ମେହେର , ଭୁବନ ମେହେର, ନାରାୟଣ ମେହେର,  ନବୀନ ମେହେର, ଶରତ ମେହେର, ଓ  ସାହି ତଥା ସହର ଶତାଧିକ ପୁରୁଷ, ମହିଳା ଓ ବୁଦ୍ଧିଜୀବୀ ଏଥିରେ ଭାଗ ନେଇ  ମା ଙ୍କ ଦର୍ଶନ ଲାଭ କରି ଖୁବ ଆତ୍ମ ସନ୍ତୋଷ ଅନୁଭବ କରିଥିବା ଜଣା ପଡ଼ିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*​ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଐତିହାସିକ ରୂପାନ୍ତରଣ: ୨୨ ଜଣ ନୂତନ ଡାକ୍ତର ନିଯୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ , ବିଧାୟକ ଓ ଜିଲ୍ଲାପାଳ ଙ୍କୁ କୃତଜ୍ଞତା*-   05-Sep-2026
  ଜିଲ୍ଲା  
ସୁବର୍ଣ୍ଣପୁର ଜିଲ୍ଲା ବ୍ରାହ୍ମଣ ଏକତା ମଞ୍ଚର କାର୍ଯ୍ୟକର୍ତ୍ତା ସମ୍ମିଳନୀ।   05-Sep-2026
  ଜିଲ୍ଲା  
ଚୌଦ୍ବାର-କଟକ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତି   05-Sep-2026
  ଜିଲ୍ଲା  
ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହ♦️ ଯୋଗଦେଲେ ମୁଖ୍ୟମନ୍ତ୍ରୀ ୩୩୬ ଜଣ ନବନିଯୁକ୍ତ ସବ୍-ଇନ୍ସପେକ୍ଟର (୭୦ ଜଣ ମହିଳା) ପୋଲିସ ସେବାରେ ସାମିଲ   04-Sep-2026
  ଜିଲ୍ଲା  
ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଓ ତୋଷାଳୀ ମହିଳା ମହାବିଦ୍ୟାଳୟ ତୁଷୁରାର ମିଳିତ ଆନୁକୁଲ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ମହାସମାରୋହରେ ପାଳିତ   04-Sep-2026
  ଜିଲ୍ଲା  
ଜାଲେସପଟ୍ଟାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୮ ତମ ବଳିଦାନ ଦିବସ ଓ ଜନ୍ମାଷ୍ଟମୀ ପାଳିତ   04-Sep-2026
  ଜିଲ୍ଲା  
ଶାକମ୍ଭରୀ ପାଇଁ ଲେଖା ଆବଶ୍ୟକ   04-Sep-2026
  ରାଜନୀତି  
ସୋନଗଡ ନଦୀରେ ସିକୁଆଁର ଆଇଏସଏସ ପାଇଁ ଟେଣ୍ଡର ବାହାରିଲା   04-Sep-2026
  ଜିଲ୍ଲା  
କୃଷ୍ଣଙ୍କ ଆଦର୍ଶରେ ଗଢ଼ିଉଠୁ ନୂଆପିଢ଼ି ନୀଳଜି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଭକ୍ତି, ସଂସ୍କାର ଓ ସଂସ୍କୃତିର ମହାମିଳନ   04-Sep-2026
  ଜିଲ୍ଲା  
*ଡାବୁଗାଁ ଠାରେ ରାମନାମୀ ସମାଜ ତରଫରୁ ନୂଆଁଖାଇ ପାଳିତ,ଯୋଗଦେଲେ ହିନ୍ଦୁ ମହାସଙ୍ଘର ରାଷ୍ଟ୍ରୀୟ ଅଧକ୍ଷ*   04-Sep-2026
  ଜିଲ୍ଲା  
ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ   04-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ଓ ଏ ଏସ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧନା*   04-Sep-2026

You Might Also Like