-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
16-Nov-2020
ଭୁବନେଶ୍ବର, (ପ୍ରେରଣା ଖବର) - ଲୋକସଭାର ଅନୁମୋଦନ କ୍ରମେ କମନ୍ ୱେଲଥ୍ ରାଷ୍ଟ୍ରସମୂହ ମହିଳା ସଂଚାଳନ ସମିତିରେ ଆଗାମୀ ତିନି ବର୍ଷ ପାଇଁ ଭାରତର ପ୍ରତିନିଧତ୍ୱ କରିବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମହୋଦୟା l ଏହା ଓଡିଶା ବାସୀଙ୍କ ଗର୍ବ ଏବଂ ଗୌରବର ବିଷୟ l