-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||     

HOME    ଅନ୍ୟାନ୍ୟ

ଆଜି ଦିନସାରାର ଖବର ସଂକ୍ଷେପରେ

16-Nov-2020



୧. ମନ୍ଦିର ଖୋଲିବ କେବେ ? ସାରା ଦେଶରେ ମନ୍ଦିର-ମସଜିଦ-ଗିର୍ଜା ଖୋଲିଥିବା ବେଳେ ଓଡ଼ିଶାରେ ବନ୍ଦ, ଘଣ୍ଟ ବାଡେଇ ପ୍ରତିବାଦ କଲା ଓଡ଼ିଶା ମନ୍ଦିର ସେବାୟତ ସଂଘ।

 

୨.ବିହାରରେ ରାଜନୈତିକ ବାତାବରଣ ସରଗରମ ରହିଛି । ଗୋଟିଏ ପଟେ ନୀତିଶ କୁମାରଙ୍କ ନେତୃତ୍ୱରେ ଏନଡିଏ ସରକାର ଗଠନ କରିବାକୁ ଯାଉଛି । 

 

୩.ଆଜିଠୁ ମହାରାଷ୍ଟ୍ରରେ ଖୋଲୁଛି ସମସ୍ତ ମନ୍ଦିର । କରୋନା କଟକଣା ମଧ୍ୟରେ ସମସ୍ତ ଧାର୍ମିକସ୍ଥଳୀ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି  ମହାରାଷ୍ଟ୍ର ସରକାର । 

 

୪.୧୮ରୁ ଥରିବ ଓଡିଶା, ବଢିବ ଶୀତ, ୨ରୁ ୩ ଡିଗ୍ରୀ ତାପମାତ୍ରା କମିବ ।

 

୫.ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ନିଜକୁ କ୍ୱାରେଣ୍ଟାଇନ୍ କରିଛନ୍ତି । ସେ ଜଣେ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିବା ପରେ ପୃଥକବାସରେ ରହିଛନ୍ତି । 

 

 ୬.ଗଚ ୨୪ଘଣ୍ଟାରେ ଦେଶରେ ୩୦,୫୪୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରବିବାର ଦିନ ୪୧,୧୦୦ଜଣ ଚିହ୍ନଟ ହୋଇଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮୨ଲକ୍ଷ ପାର୍‌ ହୋଇସାରିଛି । 

 

୭. ବିହାରର ନୂଆ ଉପମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ସସପେନ୍ସ ଶେଷ ହୋଇଛି । ବିଜେପିର ଚାରି ଥରର ବିଧାୟକ ତାରକିଶୋର ପ୍ରସାଦ ବିହାରର ଉପମୁଖ୍ୟମନ୍ତ୍ରୀ ହେବେ । 

 

 ୮.ଗତ ୨୪ ଘଣ୍ଟା ମଧ୍ୟରେ ୭୪୯କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୯୪୦୮ରେ ପହଞ୍ଚିଛି । 

 

 ୯.୨୪ ଘଣ୍ଟା ମଧ୍ୟରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୫୪୩କୁ ବୃଦ୍ଧି ପାଇଛି । 

 ୧୦.ବାଙ୍ଗଲାଦେଶର ଅଣ୍ଡର- ୧୯ କ୍ରିକେଟର ମହମ୍ମଦ ଶୋଜିବଙ୍କ ଦୁର୍ଗାପୁରରେ ୨୧ବର୍ଷ ବୟସରେ ପରଲୋକ ହୋଇଛି।

 

୧୧.ଭାରତୀୟ କ୍ରିକେଟ୍ ଟିମ୍ ଦିନିକିଆ, ଟେଷ୍ଟ୍ ଓ ଟି୨୦ ସିରିଜ ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତ କରିଛି । ଏଠାରେ ଭାରତ ନଭେମ୍ବର ୨୭ରୁ ଦିନିକିଆ ସିରିଜ ଖେଳିବ । 

 

 ୧୨.ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ଏହି ଭାଇରସ ଏବେସୁଦ୍ଧା ପ୍ରାୟ ୧୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଛି । 

 

 ୧୩.ବିଶ୍ବର ସବୁଠୁ ଦାମିକିଆ ପାରା । ୧.୬ ମିଲିୟନ ୟୁରୋ (୧.୯ ମିଲିୟନ୍ ଡଲାର)ରେ ବିକ୍ରି ହେଲା ନ୍ୟୁ କିମ୍ ନାମକ ରେସିଂ ପାରା । ଅନଲାଇନ୍ ରେ ନିଲାମ କରିଛନ୍ତି।

 

୧୪. ଅମିତାଭ ବଚ୍ଚନଙ୍କ ନାତୁଣୀ ଏବଂ ଅଭିଷେକ ବଚ୍ଚନ-ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ଝିଅ ଆରାଧ୍ୟାଙ୍କ ଆଜି ନବମ ଜନ୍ମଦିନ। 

 

 ୧୫.ମହଙ୍ଗା ହେବ ମୋବାଇଲରେ କଥାବାର୍ତ୍ତା ଏବଂ ଇଣ୍ଟରନେଟ୍ ବ୍ୟବହାର । ଡିସେମ୍ବର ଶେଷ କିମ୍ବା ଜାନୁୟାରୀ ମାସରେ ମୋବାଇଲ ଟାରିଫ୍ ୧୫ରୁ ୨୦ ପ୍ରତିଶତ ବଢାଇପାରନ୍ତି ଟେଲିକମ୍ କମ୍ପାନୀ । 

 

 ୧୬.ଗଭୀର ପାଣି ଭିତରେ ୬ ଦିନ ରହିବାର ନୂଆ ବିଶ୍ବ ରେକର୍ଡ। ସମୂଦ୍ର ଭିତରେ ୧୪୫ ଘଣ୍ଟା ରହି ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସାମିଲ ହେବାକୁ ଯାଉଛନ୍ତି ଜଣେ ସ୍କୁବା ଡାଇଭର। 

 

୧୭.ସପ୍ତମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର, ବିହାରରେ ଆରମ୍ଭ ହେଲା ଏନଡିଏ ରାଜ।

 

 

 ୧୮.୨୪ ଘଣ୍ଟାରେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୨୨ ଜଣ ରହିଥିବା ବେଳେ ୩୦ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାସହ ୭୪ ଜଣ ଆରୋଗ୍ୟ ଲାଭ କରିଛନ୍ତି । 

 

 ୧୯.ସ୍ବାଧୀନତାର ୭୪ ବର୍ଷ ପରେ ବି ଉଚ୍ଚ-ନିଚ ଜାତିକୁ ନେଇ ଲୋକେ ଅଶାନ୍ତି ସୃଷ୍ଟି କରୁଛନ୍ତି। ଏପରିକି ନିଜକୁ ଉଚ୍ଚ ସମ୍ପ୍ରଦାୟର ବୋଲି ଦାବି କରିବା ସହ ଅନ୍ୟ ସମ୍ପ୍ରଦାୟର ଲୋକଙ୍କୁ ମାରିବାକୁ ବି ପଛାଉନାହାନ୍ତି। 

 

 ୨୦.କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ୧୪୭ ତମ କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକରେ ଯୋଗ ଦେଇଛନ୍ତି | 

 

୨୧.ଷଷ୍ଠ ବର୍ଷ ପାଇଁ ଶ୍ରେଷ୍ଠ ଟେନିସ୍‌ ଖେଳାଳି ହେଲେ ଜୋକୋଭିକ୍‌, ପିଟ୍‌ ସାମ୍ପ୍ରସଙ୍କ ରେକର୍ଡ ସହ ଏଟିପି ନମ୍ବର ଓ୍ବାନ୍‌ ଟ୍ରଫି ଗ୍ରହଣ କରିଛନ୍ତି।

 

୨୨.ସରକାରଙ୍କ ନିଷ୍ପତ୍ତି: ଏଥର ନଦୀ ଘାଟରେ ହେବ ନାହିଁ ଛଟ୍ ପୂଜା, ନିୟମ ଭାଙ୍ଗିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ କରାଯିବ,ନଭେମ୍ବର ୨୦ ଓ ୨୧ ପାଇଁ କଟକଣା ଲାଗିଛି।

 

୨୩. ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ମନିଷ ତିୱାରୀ କୋଭିଡ-୧୯ ସଂକ୍ରମିତ ହୋଇଛନ୍ତି। 

 

୨୪.ଏଲ୍‌ଓସିରେ ପାକିସ୍ତାନ ର ବିଏସ୍‌ଏଫ ଆଇଜିଙ୍କ ବିସ୍ଫୋରକ ସୂଚନା, ‘ପାକିସ୍ତାନର ପ୍ରତି ଲଞ୍ଚିଂ ପ୍ୟାଡ୍‌ରେ ଅଛନ୍ତି ୩୦୦ ଆତଙ୍କବାଦୀ’ରହିଛନ୍ତି।

 

 ୨୫.ଗତ ୨୪ ଘଣ୍ଟାରେ ଆଉ ୧୨୯୭ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

 

୨୬ ଆମେରିକୀୟ ବାୟୋଟେକ୍ ଫାର୍ମ ମଡର୍ଣ୍ଣା କୋଭିଡ-୧୯ ମହାମାରୀର ମୁକାବିଲା ଲାଗି ଆମେରିକାରେ ଲାଗଲାଗ ୨ଟି ଟିକାର କ୍ଲିନିକାଲ ଟ୍ରାୟଲ ସଫଳ ହୋଇଛି। 

 

 ୨୭.ଭାରତୀୟ ବଜାରରେ ଆଜି ସୁନା ଦର ଉପର ତଳ ହେଉଥିବା ଦେଖିବାକୁ ମିଳିଥିବା  ବେଳେ ରୂପା ଦାମରେ ବୃଦ୍ଧି ଘଟିଛି।

 

 ୨୮.ତେବେ ଏମସିଏକ୍ସରେ ସୁନା ୧୦ ଗ୍ରାମ ପିଛା ୦.୧୨ ପ୍ରତିଶତ ହ୍ରାସ ପାଇ ୫୦,୨୯୫ ହୋଇଛି। ଅନ୍ୟପଟେ ରୂପା କିଲୋଗ୍ରାମ ପିଛା ୦.୨୨ ପ୍ରତିଶତ ବୃଦ୍ଧି ଘଟି ୬୩,୯୪୧ରେ ରହିଛି। 


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026

You Might Also Like