-+91-9937148622 |
prerana_bgr@rediffmail.com |
Saturday 5th September 2026 |
R.N.I. Regd No. ODIODI/2010/46693
Breaking News
14-Mar-2022
ଗୁଡ଼ଭେଲା-ତୁଷୁରା ପୌର ନିର୍ବାଚନ ପାଇଁ ତୁଷୁରା ଏନଏସିର ୧ ନମ୍ବର ଓ ୨ ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁୁ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନଧିତକର ଯୋଜନା ସହ ଏନଏସିର ଉନ୍ନତିକୁ ଆଧର କରି ଭୋଟର ମାନଙ୍କୁ ଦଲୀୟ ପ୍ରାର୍ଥୀମାନଙ୍କୁ ଭୋଟ ଦେବାପାଇଁ ଜନସାଧାରଣଙ୍କୁ ଅନୁରୋଧ କରିିଥିଲେ ।