-+91-9937148622 |
prerana_bgr@rediffmail.com |
Saturday 5th September 2026 |
R.N.I. Regd No. ODIODI/2010/46693
Breaking News
13-Mar-2022
ବଲାଙ୍ଗିର,(ପ୍ରେରଣା ଖବର) ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ସଂପାଦକ ପ୍ରଦୀପ ଖମାରୀଙ୍କ ମାତା ସରୋଜିନି ଖମାରୀ (୭୮) ବର୍ଷ ବୟସରେ ଶାନ୍ତିପଡା ଠାରେ ପରଲୋକ ହୋଇଛି । ତାଙ୍କର ଶେଷ ସମୟରେ ତାଙ୍କର ସ୍ୱାମୀ ଭାବଗ୍ରାହୀ ଖମାରୀ, ବଡ ପୁଅ ବିଶ୍ୱଜିତ, ଦୁଇ ବୋହୁ ରେଣୁକା ଓ ପ୍ରତିମା, ଦୁଇ ଝିଅ ସୁନନ୍ଦ ଓ ସଞ୍ଜୁ, ଜ୍ୱାଇଁ ଅରୁଣ ଓ ଚିତ୍ତ, ନାତି ଓ ନାତୁଣି ଉପସ୍ଥିତ ଥିଲେ । ତାଙ୍କର ଶେଷକୃତ ଚନ୍ଦନଭାଟିର ଶ୍ମଶାନ ଘାଟରେ ସମ୍ପନ୍ନ ହୋଇଯାଇଛି । ତାଙ୍କ ମୃତ୍ୟୁରେ ପରିଚିତ ମହଳରେ ଶୋକର ଛାୟା ଖେଳିଯାଇଛି ।