-+91-9937148622 |
prerana_bgr@rediffmail.com |
Sunday 6th September 2026 |
R.N.I. Regd No. ODIODI/2010/46693
Breaking News
13-Mar-2022
ଗଞ୍ଜାମ(ଉମା ମହାରଣା) : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସାତନଳ କରଣ ସାହି କୋଠ ଘରେ ରବିବାର ଦିନ ଆଠଗଡ଼ ତାଲୁକ ଖଲାଡ଼ି ମୁଠା ବିଶ୍ୱକର୍ମା ସମାଜ ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ସତ୍ୟବାଦୀ ମହାରଣା ,ସମ୍ପାଦକ ଗୌରାଙ୍ଗ ମହାରଣା ଓ କୋଷାଧକ୍ଷ ଗୋପାଳ କୃଷ୍ଣ ମହାରଣା ଯୋଗ ଦେଇ ସମାଜର ଅଭିମୁଖ୍ୟ , ସମାଜ କୁ ସୁଦୃଢ଼ କରିବା, ପରସ୍ପର ମଧ୍ୟରେ ସଦଭାବ ପ୍ରତିଷ୍ଠା କରିବା ପାଇଁ ଅଲୋଚନା କରିଥିଲେ । ଏହା ପରେ ୨୦୨୧ ବର୍ଷ ର ଆୟ ବ୍ୟୟ ହିସାବ କରି ସମସ୍ତଙ୍କ ଗୋଚରାର୍ଥେ ଜଣାଇ ଥିଲେ । ଏଥିରେ ଅନ୍ୟାନ୍ୟ ସଦସ୍ୟ ଯୋଗ ଦେଇଥିଲେ ।