-+91-9937148622 |
prerana_bgr@rediffmail.com |
Sunday 6th September 2026 |
R.N.I. Regd No. ODIODI/2010/46693
Breaking News
13-Mar-2022
ବଲାଙ୍ଗିରବଲାଙ୍ଗିର ମୁନିସିପାଲିଟି ୧୯ ନମ୍ଵର୍ ୱାର୍ଡ ରୁ ସ୍ଵାଧୀନ କାଉନସିଲର ପ୍ରାର୍ଥୀ ଭବରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ସମାଜସେବୀ ବିଶ୍ଵମୟ((ବାବୁ) ପୂଜାରୀ l ଆଜି ଶ୍ରୀ ପୂଜାରୀ ଙ୍କ ନେତୃତ୍ୱ ରେ ୧୯ ନମ୍ଵର୍ ୱାର୍ଡର ରୁଗୁଡ଼ି ପଡl, ସାଗର ପଡା ଓ ନାଲଖଣ୍ଡି ପଡା ଦେଇ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠତି ହୋଇଥିଲା l ବାଜା ବଜାଇ ବାଣ ଫୁଟାଇ ସାଇକେଲ ରେଲି କୁ ସ୍ଵାଗତ କରାଯାଇଥିଲା l ଏଥିରେ ୱାର୍ଡ ନମ୍ବର ୧୯ ର ବହୁ ସମର୍ଥକ ସାମିଲ ହୋଇଥିଲେ l