-+91-9937148622 |
prerana_bgr@rediffmail.com |
Sunday 6th September 2026 |
R.N.I. Regd No. ODIODI/2010/46693
Breaking News
13-Mar-2022
ଆଜି ବଲାଙ୍ଗୀର ଜିଲ୍ଲାର ବାବିଯୋର୍ ଠାରେ ଏକ ସାଧନା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏଠାରେ ଜିଲ୍ଲା ସଭାପତି ମନୋଜ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ଏବଂ ଆବାହକ ପ୍ରଦୀପ୍ତ କିଶୋର ସାହୁ ସ୍ଵାଗତ ସମ୍ଭାଷଣ ଦେଇଥିଲେ l ଏଠାରେ ବିନୋଦ ବିହାରୀ ସାହୁ , ଗୋବିନ୍ଦ ମେହେର, ରମେଶ ଚନ୍ଦ୍ର ପାଣଗ୍ରାହୀ, ଶ୍ରୀବତ୍ସ ରଣା, ରବୀନ୍ଦ୍ର ମିଶ୍ର, କୁବେର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଏଠାରେ ସତ୍ ସଙ୍ଗ ସହ ଯୋଗ ଓ ଚିକିତ୍ସା ଶିବିର ମଧ୍ୟ କରାଯାଇ ଥିଲା