-+91-9937148622 |

prerana_bgr@rediffmail.com |

  Sunday 6th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ପଞ୍ଚମ ଦିବସ    (05-Sep-2026)       ||      ପୃଥିରାଜ ହାଇସ୍କୁଲ ୧୯୭୭ ବ୍ୟାଚ ପକ୍ଷରୁ ଗୁରୁ ଦିବସ ପାଳିତ   (05-Sep-2026)       ||      ଗୁରୁ ଦିବସରେ ଗୁରୁମାନଙ୍କ ରକ୍ତ ଦାନ, ବ୍ଳକର ପ୍ରଥମ   (05-Sep-2026)       ||      ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଗାନ୍ଧି ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ   (05-Sep-2026)       ||      ଗୁରୁଦିବସ ପାଳିତ   (05-Sep-2026)       ||      ଶାରଦୀୟ ଦୁର୍ଗାପୂଜା ପାଇଁ ମୂର୍ତ୍ତିକା ଅନୁକୂଳ ପର୍ବ♦️ ବଲାଙ୍ଗିର ରୁଗୁଡିପଡାରେ ଆରମ୍ଭ ହେଲା ମାଁଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣର ଶୁଭାରମ୍ଭ   (05-Sep-2026)       ||      *ସର୍ବଦା ସମାଜରେ ଗୁରୁ ସର୍ବଶ୍ରେଷ୍ଠ ଆସନ ଅଳଙ୍କୃତ କରିଛନ୍ତଇ   (05-Sep-2026)       ||      ମାୟାବର୍ହ୍। ହାଇସ୍କୁଲ ରେ ଗୁରୁ ଦିବସ ପାଳିତ   (05-Sep-2026)       ||      ବରପାଲି ବ୍ଲକ ଯାଦବ ସମାଜ ଆନୁକୂଲ୍ୟରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଲିତ   (05-Sep-2026)       ||      ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଗୁରୁଦିବସ ପାଳିତ   (05-Sep-2026)       ||      ପୁଣି ସେହି ଏଫସିଆଇ ଛକ, ମହିଳାଙ୍କଠାରୁ ସୁନା ଚେନ ଲୁଟର ଲାଇଭ ଫଟେଜରେ କଏଦ   (05-Sep-2026)       ||      ପ୍ରତିଭା କୁ ସମ୍ମାନ ଦେଲେ ସୂ -ସାହିତ୍ୟିକ ଡ଼. ନୃପ ରାଜ ସାହୁ   (05-Sep-2026)       ||      ବେଆଇନ ଶ୍ରମିକ ଚାଲାଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ   (05-Sep-2026)       ||      ଡାବୁଗାଁ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳିତ   (05-Sep-2026)       ||      ଅମୃତ ଶିକ୍ଷାସେବା ସମ୍ମାନ"ରେ ସମ୍ମାନିତ ହେଲେ ଶିକ୍ଷକ ଦେବଦତ୍ତ   (05-Sep-2026)       ||      ଗୁରୁ ଦିବସରେ ଶିକ୍ଷକଙ୍କୁ ‘ଗୁରୁ ସମ୍ମାନ-୨୦୨୬’ କାଲିମେଳାରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା   (05-Sep-2026)       ||      ସୁବର୍ଣ୍ଣ ଜୟନ୍ତୀ କମିଟି ତରଫରୁ ସୁନାମୁଦି ବାପୁଜୀ ଉଚ୍ଚ ବିଦ୍ୟାଳୟରେ ଭବ୍ୟ ଗୁରୁଦିବସ ପାଳିତ   (05-Sep-2026)       ||      *​ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଐତିହାସିକ ରୂପାନ୍ତରଣ: ୨୨ ଜଣ ନୂତନ ଡାକ୍ତର ନିଯୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ , ବିଧାୟକ ଓ ଜିଲ୍ଲାପାଳ ଙ୍କୁ କୃତଜ୍ଞତା*-   (05-Sep-2026)       ||      ସୁବର୍ଣ୍ଣପୁର ଜିଲ୍ଲା ବ୍ରାହ୍ମଣ ଏକତା ମଞ୍ଚର କାର୍ଯ୍ୟକର୍ତ୍ତା ସମ୍ମିଳନୀ।   (05-Sep-2026)       ||      ଚୌଦ୍ବାର-କଟକ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତି   (05-Sep-2026)       ||     

HOME   ଜିଲ୍ଲା

ଶଙ୍ଖନାଦ ରେ କମ୍ପିଲା ବରଗଡ ଜିଲ୍ଲା ପାଇକମାଲ ପଞ୍ଚାୟତ ସମିତି ର ଅଧ୍ୟକ୍ଷା ହେଲେ ଶ୍ରୀମତୀ ଭାବନା ସିଂ

12-Mar-2022



ବରଗଡ(ନିରଞ୍ଜନ ତ୍ରିପାଠୀ)ଆମେ କିଛି ଦିନ ତଳେ ପାଇକମାଲ ଅଧ୍ୟକ୍ଷା ପଦବୀ କିଏ ପାଇବ, ବିଧାୟକ କାହାକୁ ବିଚାର କୁ ନେବେ ତାଙ୍କ ସୁଦୃଷ୍ଟି କାହା ଉପରେ ପଡ଼ିବ ଏବଂ ହାତୀ କାହା ମୁଣ୍ଡ ରେ କଳସ ଢାଳିବ ସେ ନେଇ ଏକ ସମ୍ବାଦ ପ୍ରକାଶ କରିଥିଲୁ ।କାରଣ ଅଧ୍ୟକ୍ଷା ରେସ ରେ ତିନି ଜଣ ପ୍ରାର୍ଥୀନୀ ଥିଲେ ।ତା ଉପରେ ଆଜି ଜବନିକା ପଡ଼ିଛି । ତ୍ରୀସ୍ତରୀୟ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ସକାଶେ ନିର୍ବାଚନ

ରଖାଯାଇଥିବାବେଳେ  ବରଗଡ ଜିଲ୍ଲା ପାଇକମାଲ ବ୍ଲକ ପଞ୍ଚାୟତ ସମିତି ର ଅଧ୍ୟକ୍ଷା ଭାବେ ବିଜୁ ଜନତା ଦଳ ର ପ୍ରାର୍ଥୀନୀ ଶ୍ରୀମତୀ ଭାବନା ସିଂ    ନିର୍ବାଚିତ ହୋଇଛନ୍ତି । ଶ୍ରୀମତୀ ସିଂ  ହେଉଛନ୍ତି ପାଇକମାଲ ବିଜୁ ଯୁବଜନତା ଦଳ ର ସଭାପତି ଶ୍ରୀଯୁକ୍ତ ଗୈାତମ ସିଂ ଙ୍କ ଧର୍ମପତ୍ନୀ । ଶ୍ରୀମତୀ ସିଂ ପାଇକମାଲ କେଛୋଦାଦର ଗ୍ରାମ ପଞ୍ଚାୟତ ରୁ ରେକର୍ଡ ସଂଖ୍ୟକ ଭୋଟ ସାଉଁଟି ସମିତି ସଭ୍ୟ ଭାବରେ ନିର୍ବାଚନ ରେ ବିଜୟ ଲାଭ କରିଥିଲେ । ସୂଚନା ଅନୁଯାୟୀ ଆଜି ନିର୍ଦ୍ଧାରିତ ସମୟ ରେ ଶ୍ରୀମତୀ ସିଂ , ନିଜର ପ୍ରସ୍ତାବକ ଓ ସମର୍ଥକ  ଶ୍ରୀ ସଞ୍ଜିବ ବରିହା ସମିତି ସଭ୍ୟ କାସଡା ଗ୍ରାମପଞ୍ଚାୟତ, ଶ୍ରୀ ମହେନ୍ଦ୍ର ସିଂ ବରିହା ସମିତି ସଭ୍ୟ ପଲସଦା ଙ୍କ ସହିତ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିଥିଲେ । ନାମାଙ୍କନ ର ସମୟ ସକାଳ ୧୦.୩୦ ମିନିଟ ରୁ ୧୧.୩୦ ମିନିଟ ମଧ୍ୟରେ ନିର୍ଦ୍ଧାରିତ ହୋଇଥିଲା ।ହେଲେ ଶ୍ରୀମତୀ ସିଂ ଏକମାତ୍ର ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଥିଲେ । ଶ୍ରୀମତୀ ଭାବନା ସିଂ ନିର୍ଦ୍ବନ୍ଦ୍ବରେ ଅଧ୍ୟକ୍ଷା ପଦରେ ନିର୍ବାଚିତ ହୋଇଥିବାରୁ ,ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ , ପଦ୍ମପୁର ବିଧାୟକ ତଥା ଜିଲ୍ଲା ବିଜୁ ଜନତା ଦଳର ସଭାପତି ଶ୍ରୀମାନ ବିଜୟ ରଞ୍ଜନ ସିଂ ବରିହା , ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ, ଯୁବନେତା ଭୋଜରାଜ ସିଂ ବରିହା  ତଥା ସମସ୍ତ ବିଜୁଜନତା ଦଳ ର କର୍ମୀ ଙ୍କୁ  ଆନ୍ତରିକତା ର ସହ କୃତଜ୍ଞତା ଜଣାଇଛନ୍ତି । ସରକାର ଙ୍କ ପ୍ରଚଳିତ ଲୋକାଭିମୁଖୀ ଯୋଜନା କୁ ତୃଣମୂଳ ସ୍ତରକୁ ପହଞ୍ଚାଇବା ସହିତ ବ୍ଲକର ସର୍ବାଙ୍ଗୀନ ଉନ୍ନତି ଦିଗରେ ସବୁପ୍ରକାର ପ୍ରଚେଷ୍ଟା ଜାରି ରହିବ  ବୋଲି ଆମ ପ୍ରତିନିଧି ଙ୍କ ପ୍ରଶ୍ନ ର ଉତ୍ତର ରେ ଶ୍ରୀମତୀ ସିଂ ପ୍ରକାଶ କରିଛନ୍ତି । ଅନ୍ୟପଟେ ବରଗଡ ଜିଲ୍ଲା ରୁ ବରଗଡ଼ ବ୍ଳକ ର ଅଧ୍ୟକ୍ଷା ଭାବେ ନଳିନୀ ପାଣ୍ଡେ, ଅତାବିରା ବ୍ଳକ ଅଧ୍ୟକ୍ଷା ଭାବେ ଗିତାଞ୍ଜଳୀ ନାୟକ,ରାଜବୋଡାସମ୍ବର ବ୍ଳକ ର ଅଧ୍ୟକ୍ଷ ଭାବେ ଶ୍ରୀମାନ ରଞ୍ଜିତ ସିଂ ବରିହା,ଅମ୍ବାଭୋନା ବ୍ଳକ ର ଅଧ୍ୟକ୍ଷ ଭାବେ ଶ୍ରୀମାନ କିର୍ତ୍ତି ଚନ୍ଦ୍ର ଶେଖର ଦୁଆନ ନିର୍ବାଚିତ ହୋଇଥିବାବେଳେ, ଝାରବନ୍ଧ ବ୍ଳକ ରେ ଅଧ୍ୟକ୍ଷା ଭାବେ ଶ୍ରୀମତୀ ଲିପସା ପ୍ରଧାନ, ଭେଡେନ ବ୍ଳକ ର ଅଧ୍ୟକ୍ଷା ଭାବେ ଶ୍ରୀମତୀ ସୁପ୍ରଭା ମହାଲିଙ୍ଗ,

ଗାଇସିଲେଟ ବ୍ଳକ ରେ ଅଧ୍ୟକ୍ଷ ଭାବେ ଶ୍ରୀମାନ ପ୍ରଣୟ ସାହୁ, ସୋହେଲା ବ୍ଳକ ର ଅଧ୍ୟକ୍ଷା ଭାବେ ଶ୍ରୀମତୀ ବବି ପ୍ରଧାନ, ଭଟଲି ବ୍ଳକ ର ଅଧ୍ୟକ୍ଷ ଭାବେ ଶ୍ରୀମାନ ନିତ୍ୟାନନ୍ଦ ପ୍ରଧାନ, ବରପାଲି ବ୍ଳକ ର ଅଧ୍ୟକ୍ଷା ଭାବେ ଶ୍ରୀମତୀ ରୀନା ଥଇତ, ବିଜେପୁର ବ୍ଳକ ର ଅଧ୍ୟକ୍ଷ ଭାବେ ମୋତିରାମ ସାହୁ  ନିର୍ବାଚିତ ହୋଇଛନ୍ତି ।ଏଇଠି ସୁଚାଇଦେବାକୁ ଚାହୁଯେ, ବରପାଲି, ବିଜେପୁର ବ୍ଳକ ରେ ନିର୍ବାଚନ ହୋଇଥିବାବେଳେ ଅନ୍ୟ ବ୍ଳକ ରେ ନିର୍ଦ୍ବନ୍ଦ୍ବରେ ଅଧ୍ୟକ୍ଷ/ଅଧ୍ୟକ୍ଷା ନିର୍ବାଚିତ ହୋଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ପଞ୍ଚମ ଦିବସ   05-Sep-2026
  ଜିଲ୍ଲା  
ପୃଥିରାଜ ହାଇସ୍କୁଲ ୧୯୭୭ ବ୍ୟାଚ ପକ୍ଷରୁ ଗୁରୁ ଦିବସ ପାଳିତ   05-Sep-2026
  ଜିଲ୍ଲା  
ଗୁରୁ ଦିବସରେ ଗୁରୁମାନଙ୍କ ରକ୍ତ ଦାନ, ବ୍ଳକର ପ୍ରଥମ   05-Sep-2026
  ଜିଲ୍ଲା  
ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଗାନ୍ଧି ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ   05-Sep-2026
  ଜିଲ୍ଲା  
ଗୁରୁଦିବସ ପାଳିତ   05-Sep-2026
  ରାଜ୍ୟ  
ଶାରଦୀୟ ଦୁର୍ଗାପୂଜା ପାଇଁ ମୂର୍ତ୍ତିକା ଅନୁକୂଳ ପର୍ବ♦️ ବଲାଙ୍ଗିର ରୁଗୁଡିପଡାରେ ଆରମ୍ଭ ହେଲା ମାଁଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣର ଶୁଭାରମ୍ଭ   05-Sep-2026
  ଜିଲ୍ଲା  
*ସର୍ବଦା ସମାଜରେ ଗୁରୁ ସର୍ବଶ୍ରେଷ୍ଠ ଆସନ ଅଳଙ୍କୃତ କରିଛନ୍ତଇ   05-Sep-2026
  ଜିଲ୍ଲା  
ମାୟାବର୍ହ୍। ହାଇସ୍କୁଲ ରେ ଗୁରୁ ଦିବସ ପାଳିତ   05-Sep-2026
  ଜିଲ୍ଲା  
ବରପାଲି ବ୍ଲକ ଯାଦବ ସମାଜ ଆନୁକୂଲ୍ୟରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଲିତ   05-Sep-2026
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଗୁରୁଦିବସ ପାଳିତ   05-Sep-2026
  ଜିଲ୍ଲା  
ପୁଣି ସେହି ଏଫସିଆଇ ଛକ, ମହିଳାଙ୍କଠାରୁ ସୁନା ଚେନ ଲୁଟର ଲାଇଭ ଫଟେଜରେ କଏଦ   05-Sep-2026
  ଜିଲ୍ଲା  
ପ୍ରତିଭା କୁ ସମ୍ମାନ ଦେଲେ ସୂ -ସାହିତ୍ୟିକ ଡ଼. ନୃପ ରାଜ ସାହୁ   05-Sep-2026

You Might Also Like