-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
07-Mar-2022
ଗୁଡ଼ଭେଲା-ତୁଷୁରା ଏନସି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଳର ଶେଷ ଦିନରେ ବିଜେପି ଦଳ ଅଧ୍ୟକ୍ଷ ପ୍ରାର୍ଥୀ ରୁଣୁଗୋପାଳ ସାହୁ ସହ ୧୧ ଜଣ କାଉନସେଲେର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଳ କରିଥିଲେ । ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ବିଜେପିର ବରିଷ୍ଠ ନେତା ମହେନ୍ଦ୍ର ଠାକୁରଙ୍କ ଉପସ୍ଥିତରେ ପ୍ରଥମେ ସହର ସ୍ଥିତ ମାଁ ସମଲେଶ୍ୱରୀ
ମନ୍ଦିରରେ ପୂଜାଅର୍ଚ୍ଚନା କରିବା ପରେ ଏକ ଶୋଭାଯାତ୍ରା ରେ ଦଳିୟ କର୍ମୀ ଓ ପ୍ରାର୍ଥୀଙ୍କ ସହ ଏନଏସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚି ନାମାଙ୍କନ ପତ୍ର ଦାଖଳ କରିଥିବା ବେଳେ ନିର୍ବାଚନ ଅଧିକାରୀ ତଥା ତୁଷୁରା ତହସିଳଦାର ରବିନ୍ଦ୍ର ପଟେଲ ପ୍ରାର୍ଥୀ ପତ୍ର ଗ୍ରହଣ କରିଥିଲେ ।