-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
27-Feb-2022
ଭୁବନେଶ୍ବର (ପ୍ରେରଣା ଖବର) : ଆସନ୍ତାକାଲି ଠାରୁ ପ୍ରଥମରୁ ସପ୍ତମ କ୍ଲାସ । ପ୍ରଥମ ସପ୍ତାହ ସାରା କେବଳ ଆକ୍ଟିିଭିଟି କରାଯିବ, ପାଠ ପଢ଼ାଯିବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ଏହାସହ ପିଲାମାନେ ଦୁଇ ବର୍ଷ ପାଠ ପଢିନାହାଁନ୍ତି ସ୍କୁଲରେ ।ଏଥିପାଇଁ ସ୍ୱତନ୍ତ୍ର ପୁସ୍ତିକା ପ୍ରକାଶ କରାଯାଇ କୋର୍ସରେ ମିଶାଯିବ । ଯାହାଫଳରେ ପିଲାମାନେ ପଛେଇଯିବେ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।