-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||     

HOME   ରାଜ୍ୟ

ପୌରନିର୍ବାଚନ ପୂର୍ବରୁ ସନ୍ଦେହରେ ସହରର ଭଙ୍ଗାରୁଜା ଓ ସୌନ୍ଦର୍ଯ୍ୟକରଣ ? ସରକାରୀବାବୁଙ୍କ ହାତରେ ପାଣ୍ଠିଖର୍ଚ୍ଚ ଜ ଜ୍ ବ ଜ୍ !

23-Feb-2022



ବଲାଙ୍ଗିର // ଆଗରୁ ପୌରସଂସ୍ଥାଗୁଡିକରେ ସ୍ବାୟତ୍ତଶାସନଭାର ବା ନିର୍ବାଚିତ ପ୍ରତିନିଧିଙ୍କ ଦାୟିତ୍ୱ ଥିଲାବେଳେ , ଏ ନବସଂସ୍କାର ଦେଖା ନଥିଲା ? ତେଣେ ବିଭିନ୍ନ ନିୟମଗତ ଅହେତୁକ ପ୍ରତିବନ୍ଧକ ଓ କରୋନାକାଳ ନିମନ୍ତେ ବିଳମ୍ବକୁ  ଏଣେ ସରକାରୀବାବୁଙ୍କ ହାତରେ ଅଢା , ରଙ୍ଗ ଦେଖାଇଲା ।  ସର୍ବୋଚ୍ଚ ଶୀର୍ଷ କୋର୍ଟର ଆଇନଗତ ଆଦେଶ ଦେଖାଇ ଚାଲିଲା ଜବରଦଖଲ ଉଚ୍ଛେଦ ଓ ଭଙ୍ଗାରୁଜା ।  ତା'ପରେ ନାଳିନର୍ଦ୍ଦମା ତିଆରି , ପିଚୁ ବା ପକ୍ପାରାସ୍ତା , ପାର୍କ  ଓ ଭେଣ୍ଡିଂ ଯୋନ୍ ନିର୍ମାଣ , ଗଳିରାସ୍ତାର ପ୍ରଶସ୍ତିକରଣ ଓ ସହରର ଅତ୍ୟାବଶ୍ୟକୀୟ ସ୍ବଚ୍ଛତା , ପରିଷ୍କାର ପରିଚ୍ଛନ୍ନତା ବା ମୌଳିକ ଜରୁରୀ ଆବଶ୍ୟକତାକୁ ବାଦ୍ ଦେଇ ଅକସ୍ମାତ୍ ଅଭିନବ ' ଆମ ବଲାଙ୍ଗୀର ' , ' ଆମ ଟିଟିଲାଗଡ ' କି ' ଆମ ପାଟଣାଗଡ ' , ଆମ କଣ୍ଟାବାଞ୍ଜି ' , ' ଆମ ତୁଷୁରା ' ଭଳି ଚକ୍ ଚକ୍ ଷ୍ଟିଲ୍ ବାର୍ ଘେରା ବାଡାବନ୍ଦୀର ଭେଳିକି ଓ  ଉଜ୍ବଳ ଆଲୋକ ବା ଏଲ ଇ ଡି ଟିଭିର ଆଖିଝ ଲ୍ ସା ଜ ଲ୍ ବା  ! କାନ୍ଥବାଡ ପାଚେରୀରେ ଚିତ୍ରଅଙ୍କନ ଓ  ସରକାରୀ ଅଫିସ୍ ର ସବୁଜରଙ୍ଗମରା  ଯୋଜନାମାନ ।

ଏସବୁର ଟେଣ୍ଡର୍ , ଭାଗ ଭାଗ କରି ବିନା ଟେଣ୍ଡର୍ , ପୋଷ୍ୟ ଠିକାଦାର ପୋଷଣ ,  ବର୍ଦ୍ଧିତ ବିଲ୍ ଭାଉଚର୍ ର ମନଇଚ୍ଛା କୋଉଠୁ ଚିତ୍ରକର ଓ କାରିଗର ଡକେଇ ସଜ୍ଜିକରଣ । ଘରୋଇକରଣ , ଆଉଟ୍ ସୋର୍ସିଂ ପ୍ରକ୍ରିୟା ତ ଚାଲିଲାଣି  !  ଲୋକାଲ୍ ଏମଏଲ ଏ , ଏମ ପି , ମନ୍ତ୍ରୀ  ଓ ପ୍ରଶାସନର ସ୍ବୀକୃତି ହାତେଇ କରିତ୍ କର୍ମା  ପୌର ନିର୍ବାହୀ ମାଡିଯାଇଛନ୍ତି ।  ଯୋଉଠି ଗଳଗଳ ବର୍ଷା ଓ  ଶୀତଜାଡରେ ଶହେ / ପଚାଶବର୍ଷର ଘର , ଦୋକାନ , ବସ୍ତିକୁ ପୁଲିସ୍ ଓ ବୁଲ୍ ଡୋଜର ଲଗାଇ ଦି'ଟା ଦିନରେ ସହରବାସିନ୍ଦାଙ୍କ ସଂସାର ଓ ଜୀବିକା ଉଜାଡି ଦିଆଯାଇପାରିଲା , ସେଠି ପାଟି ଫିଟେଇବ କିଏ  ?

କରୋନାରେ ତ କଣ୍ଟେନମେଣ୍ଟ ଯୋନ୍ ବା ଅବରୋଧର ବାଉଁଶବାଡ ଓ ରେଳଷ୍ଟେସନ ଅସ୍ଥାୟୀ ସେଡ୍ ବା ଖର୍ଚ୍ଚବାର୍ଚ୍ଚରୁ ଯେତେ ହାତଚିକ୍କଣ କରି କରାଇ ହାତବାରିସୀ ସାଜିଥିଲେ ନିର୍ବାହୀବାବୁ , ପୁଣି ବଦଳି ବାତିଲ୍ କରି ଗାଦୀମାଡି ରହିଗଲେ  

ତେଣେ ଏସଏଚ ଜି ଲଗାଇ ଭେଣ୍ଡିଂଯୋନ୍ , ଘରୋଇବାଲାଙ୍କୁ ଯାନବାହନ ଷ୍ଟାଣ୍ଡ୍ ବା ଏନଜିଓ ଲଗାଇ ସ୍ବଚ୍ଛ ଭାରତ ର ଜିଜିୟାକର ଅସୁଲିର ପଣିରେ ପକେଟ୍ ଖର୍ଚ୍ଚ ଉଠୁଛି , ତେଣିକି ଏ ସୌନ୍ଦର୍ଯ୍ୟକରଣ ଓ ରାସ୍ତାଘାଟଠିକାରେ ତଳୁଉପରଯାଏ ଗିଜମୁନା ଅଙ୍ଗରଖାମୁଣା ଗରମ  !  ଇଏ କୁଆଡେ ପ୍ରାକ୍ ପୌରନିର୍ବାଚନ ଖର୍ଚ୍ଚବାର୍ଚ୍ଚର ବ୍ୟାପକ ବାଟମାରଣା । ସିଂହାବଲୋକନରେ ଚଞ୍ଚଳ ଗ୍ରାସ ଗିଳୁଛି ।  ଦୀପ ଜଳୁଛି  ! ଜୟ କଳା  !
ରାଜେନ୍ଦ୍ର ପାର୍କ , ଚିଲ୍ ଡ୍ରେନ୍ ପାର୍କ ଓ ଅନ୍ୟାନ୍ୟ ବାଡ ପାଚିରୀ ଘେର ବନ୍ଧର ମଜବୁତ ଲୁହା କାଢି ପୁଣି ନୂଆ ପତଳା ଲୁହାବାଡା ହେଉ , ଚିତ୍ରିତ ପାଚରୀ ଭାଙ୍ଗି ଆଉଥରେ ଅଧାପାଚେରୀ ନିର୍ମାଣ , ସବୁର ଅଭିନବ ବ୍ୟୟ ଅଟକଳ ଉପର ନିର୍ଦ୍ଧାରିତ ?କେବଳ ବଲାଙ୍ଗୀର ମ୍ୟୁନିସିପାଲଟିରେ ଏସବୁ ଭଙ୍ଗାଗଢା , କାହାର ଭଙ୍ଗାଯିବ / ନଯିବ , ନୋଟିସ୍ ଆତଙ୍କ , ଠିକାଠକା , ମିଥ୍ୟାବିଲ୍ ଭାଉଚର , ନୂଆପଡିଆ ପାଚିରୀଚିତ୍ର , ନେତାଖୁସ୍ ଭେଣ୍ଡିଂଯୋନ୍ ଉଦ୍ ଘାଟନ , ଏଲଇଡି କିଣା ଓ ଅନ୍ୟାନ୍ୟ ତଥାକଥିତ ସୌନ୍ଦର୍ଯ୍ୟକରଣରେ ଯେତେ ତେଲ ବାହାରିଲାଣି , କଣ କମ୍ କି  ?


News Comment




Photo in News

Advertisment
Lastest News
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026

You Might Also Like