-+91-9937148622 |

prerana_bgr@rediffmail.com |

  Tuesday 28th April 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରାକୃତିକ ସନ୍ଦର୍ଯ୍ୟର ଗନ୍ତାଘର ବିଖ୍ୟାତ ଶୈବପୀଠ କେଲିଆ""   (28-Apr-2026)       ||      ବରୀ ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   (28-Apr-2026)       ||      ସିଲ୍ ହେଲା ବେଆଇନ ବାଲି ଘାଟ   (28-Apr-2026)       ||      ଦେଓଗାଁ ବ୍ଲକରେ ଆଇନ ସଚେତନତା ଶିବିର ଅନୁଷ୍ଠିତ   (28-Apr-2026)       ||      ପୋତାପୋଖରୀ ପ୍ରିମିୟର ଲିଗ୍ ଉଦଯାପିତ♦️ ମହାକାଳୀ ୱାରିଅର୍ସ ଚମ୍ପିୟାନ୍, ସ୍କାୟ ଲିଜେଣ୍ଡ ରନର୍ସ ଅପ୍   (28-Apr-2026)       ||      ଶାଖା କେନାଲ ପାର୍ଶ୍ଵ ରେ ଡ୍ରେନ ନିର୍ମାଣ ପାଇଁ ଦାବି   (27-Apr-2026)       ||      ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ମେ ୯ରେ    (27-Apr-2026)       ||      ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ କମିଟିର ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯାଇଛି   (27-Apr-2026)       ||      ବଲାଙ୍ଗୀର ଜିଲ୍ଲାର ବୋହୂ ଡ. ସଂଗୀତା ମିଶ୍ରଙ୍କୁ ରାଜ୍ୟସ୍ତରୀୟ ସମ୍ମାନ    (27-Apr-2026)       ||      ଦୁଇ ନେତାଙ୍କ ଏହି ଭେଟ କେବଳ ଏକ ସାଧାରଣ ଭେଟ ନା ୟା ପଛରେ କୌଣସି ରାଜନୈତିକ କାରଣ ରହିଛି    (27-Apr-2026)       ||      ରାଣ୍ଡିମହୁଲ ଛପନ ପ୍ରହାର ନାମଯଜ୍ଞର ଚତୁର୍ଥ ଦିବସ    (27-Apr-2026)       ||      ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (27-Apr-2026)       ||      ଜନଗଣନା କାର୍ଯ୍ୟରେ ନିୟୋଜିତ ଗଣନାକାରୀମାନଙ୍କ ମନୋବଳ ବୃଦ୍ଧି କଲେ ଜିଲ୍ଲାପାଳ    (27-Apr-2026)       ||      ଡହ ଡହ ଖରାରେ ଲୋକଙ୍କ ତୃଷା ମେଣ୍ଟାଇବାକୁ ଆସିଲା ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ♦️ ପୁରୁଣା ବସଷ୍ଟାଣ୍ଡ ନିକଟରେ ଜଳଛତ୍ର ଉଦଘାଟିତ    (27-Apr-2026)       ||      ଅଚାନକ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କଲେ ବିଧାୟକ ତଥା ଅନଗୁଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶୋକ ମହାନ୍ତି    (27-Apr-2026)       ||      ସଂଗୀତ ମହାବିଦ୍ୟାଳୟ ପଞ୍ଚମ ର ମାସାନ୍ତ ରବିବାସରୀୟ ସଂଗୀତ ସାନ୍ଧ୍ୟ    (27-Apr-2026)       ||      କଟକ: ଗୋମାତାଙ୍କୁ ରାଷ୍ଟ୍ର-ମାତା ଘୋଷଣା ଦାବି   (27-Apr-2026)       ||      ଓଡିଶା ଭିଜିଲାନ୍ସର ବନ ବିଭାଗ କଟକର ୪୨ ମୌଜା ଥାନା ଅଧୀନରେ ବେଆଇନ କରତକଳ ଉପରେ ଚଢାଉ କରିଛି   (27-Apr-2026)       ||      ପାଳଲହଡ଼ା ବନାଞ୍ଚଳ ପକ୍ଷରୁ ବନ ସୁରକ୍ଷା ସମିତି ଓ ଗ୍ରାମ ବାସୀ ମାନଙ୍କୁ ଜଙ୍ଗଲ ସୁରକ୍ଷା ଉପଦ୍ରବ ନିରୋଧ ଉପକରଣ ବଣ୍ଟନ   (27-Apr-2026)       ||      “ମାଟି ଏକ, ମଣିଷ ଏକ… କିନ୍ତୁ ପରିଚୟ କାହିଁକି ଭିନ୍ନ? ପହରିଆଙ୍କ ଅସ୍ତିତ୍ୱ ଆଜି ନୀରବ କ୍ରନ୍ଦନରେ ଡୁବିଯାଇଛି”   (27-Apr-2026)       ||     

HOME   ଜିଲ୍ଲା

ପୌରନିର୍ବାଚନ ପୂର୍ବରୁ ସନ୍ଦେହରେ ସହରର ଭଙ୍ଗାରୁଜା ଓ ସୌନ୍ଦର୍ଯ୍ୟକରଣ ? ସରକାରୀବାବୁଙ୍କ ହାତରେ ପାଣ୍ଠିଖର୍ଚ୍ଚ ଜ ଜ୍ ବ ଜ୍

23-Feb-2022



ବଲାଙ୍ଗିର// ଆଗରୁ ପୌରସଂସ୍ଥା ଗୁଡିକରେ ସ୍ବାୟତ୍ତ ଶାସନଭାର ବା ନିର୍ବାଚିତ ପ୍ରତିନିଧିଙ୍କ ଦାୟିତ୍ୱ ଥିଲାବେଳେ, ଏ ନବସଂସ୍କାର ଦେଖା ନଥିଲା ? ତେଣେ ବିଭିନ୍ନ ନିୟମଗତ ଅହେତୁକ ପ୍ରତିବନ୍ଧକ ଓ କରୋନାକାଳ ନିମନ୍ତେ ବିଳମ୍ବକୁ  ଏଣେ ସରକାରୀବାବୁଙ୍କ ହାତରେ ଅଢା, ରଙ୍ଗ ଦେଖାଇଲା ।  ସର୍ବୋଚ୍ଚ ଶୀର୍ଷ କୋର୍ଟର ଆଇନଗତ ଆଦେଶ ଦେଖାଇ ଚାଲିଲା ଜବରଦଖଲ ଉଚ୍ଛେଦ ଓ ଭଙ୍ଗାରୁଜା ।  ତା'ପରେ ନାଳିନର୍ଦ୍ଦମା ତିଆରି , ପିଚୁ ବା ପକ୍ପାରାସ୍ତା , ପାର୍କ  ଓ ଭେଣ୍ଡିଂ ଯୋନ୍ ନିର୍ମାଣ, ଗଳିରାସ୍ତାର ପ୍ରଶସ୍ତିକରଣ ଓ ସହରର ଅତ୍ୟାବଶ୍ୟକୀୟ ସ୍ବଚ୍ଛତା, ପରିଷ୍କାର ପରିଚ୍ଛନ୍ନତା ବା ମୌଳିକ ଜରୁରୀ ଆବଶ୍ୟକତାକୁ ବାଦ୍ ଦେଇ ଅକସ୍ମାତ୍ ଅଭିନବ ' ଆମ ବଲାଙ୍ଗୀର' , ' ଆମ ଟିଟିଲାଗଡ ' କି ' ଆମ ପାଟଣାଗଡ', ଆମ କଣ୍ଟାବାଞ୍ଜି', ' ଆମ ତୁଷୁରା' ଭଳି ଚକ୍ ଚକ୍ ଷ୍ଟିଲ୍ ବାର୍ ଘେରା ବାଡାବନ୍ଦୀର ଭେଳିକି ଓ  ଉଜ୍ବଳ ଆଲୋକ ବା ଏଲ ଇ ଡି ଟିଭିର ଆଖିଝ ଲ୍ ସା ଜ ଲ୍ ବା  ! କାନ୍ଥବାଡ ପାଚେରୀରେ ଚିତ୍ରଅଙ୍କନ ଓ  ସରକାରୀ ଅଫିସ୍ ର ସବୁଜରଙ୍ଗମରା  ଯୋଜନାମାନ ।

ଏସବୁର ଟେଣ୍ଡର୍ , ଭାଗ ଭାଗ କରି ବିନା ଟେଣ୍ଡର୍ , ପୋଷ୍ୟ ଠିକାଦାର ପୋଷଣ ,  ବର୍ଦ୍ଧିତ ବିଲ୍ ଭାଉଚର୍ ର ମନଇଚ୍ଛା କୋଉଠୁ ଚିତ୍ରକର ଓ କାରିଗର ଡକେଇ ସଜ୍ଜିକରଣ । ଘରୋଇକରଣ , ଆଉଟ୍ ସୋର୍ସିଂ ପ୍ରକ୍ରିୟା ତ ଚାଲିଲାଣି  !  ଲୋକାଲ୍ ଏମଏଲ ଏ , ଏମ ପି , ମନ୍ତ୍ରୀ  ଓ ପ୍ରଶାସନର ସ୍ବୀକୃତି ହାତେଇ କରିତ୍ କର୍ମା  ପୌର ନିର୍ବାହୀ ମାଡିଯାଇଛନ୍ତି ।  ଯୋଉଠି ଗଳଗଳ ବର୍ଷା ଓ  ଶୀତଜାଡରେ ଶହେ / ପଚାଶବର୍ଷର ଘର , ଦୋକାନ , ବସ୍ତିକୁ ପୁଲିସ୍ ଓ ବୁଲ୍ ଡୋଜର ଲଗାଇ ଦି'ଟା ଦିନରେ ସହରବାସିନ୍ଦାଙ୍କ ସଂସାର ଓ ଜୀବିକା ଉଜାଡି ଦିଆଯାଇପାରିଲା , ସେଠି ପାଟି ଫିଟେଇବ କିଏ  ?

କରୋନାରେ ତ କଣ୍ଟେନମେଣ୍ଟ ଯୋନ୍ ବା ଅବରୋଧର ବାଉଁଶବାଡ ଓ ରେଳଷ୍ଟେସନ ଅସ୍ଥାୟୀ ସେଡ୍ ବା ଖର୍ଚ୍ଚବାର୍ଚ୍ଚରୁ ଯେତେ ହାତଚିକ୍କଣ କରି କରାଇ ହାତବାରିସୀ ସାଜିଥିଲେ ନିର୍ବାହୀବାବୁ , ପୁଣି ବଦଳି ବାତିଲ୍ କରି ଗାଦୀମାଡି ରହିଗଲେ  

ତେଣେ ଏସଏଚ ଜି ଲଗାଇ ଭେଣ୍ଡିଂଯୋନ୍ , ଘରୋଇବାଲାଙ୍କୁ ଯାନବାହନ ଷ୍ଟାଣ୍ଡ୍ ବା ଏନଜିଓ ଲଗାଇ ସ୍ବଚ୍ଛ ଭାରତ ର ଜିଜିୟାକର ଅସୁଲିର ପଣିରେ ପକେଟ୍ ଖର୍ଚ୍ଚ ଉଠୁଛି , ତେଣିକି ଏ ସୌନ୍ଦର୍ଯ୍ୟକରଣ ଓ ରାସ୍ତାଘାଟଠିକାରେ ତଳୁଉପରଯାଏ ଗିଜମୁନା ଅଙ୍ଗରଖାମୁଣା ଗରମ  !  ଇଏ କୁଆଡେ ପ୍ରାକ୍ ପୌରନିର୍ବାଚନ ଖର୍ଚ୍ଚବାର୍ଚ୍ଚର ବ୍ୟାପକ ବାଟମାରଣା । ସିଂହାବଲୋକନରେ ଚଞ୍ଚଳ ଗ୍ରାସ ଗିଳୁଛି ।  ଦୀପ ଜଳୁଛି  ! ଜୟ କଳା  !
ରାଜେନ୍ଦ୍ର ପାର୍କ , ଚିଲ୍ ଡ୍ରେନ୍ ପାର୍କ ଓ ଅନ୍ୟାନ୍ୟ ବାଡ ପାଚିରୀ ଘେର ବନ୍ଧର ମଜବୁତ ଲୁହା କାଢି ପୁଣି ନୂଆ ପତଳା ଲୁହାବାଡା ହେଉ , ଚିତ୍ରିତ ପାଚରୀ ଭାଙ୍ଗି ଆଉଥରେ ଅଧାପାଚେରୀ ନିର୍ମାଣ , ସବୁର ଅଭିନବ ବ୍ୟୟ ଅଟକଳ ଉପର ନିର୍ଦ୍ଧାରିତ ?କେବଳ ବଲାଙ୍ଗୀର ମ୍ୟୁନିସିପାଲଟିରେ ଏସବୁ ଭଙ୍ଗାଗଢା , କାହାର ଭଙ୍ଗାଯିବ / ନଯିବ , ନୋଟିସ୍ ଆତଙ୍କ , ଠିକାଠକା , ମିଥ୍ୟାବିଲ୍ ଭାଉଚର , ନୂଆପଡିଆ ପାଚିରୀଚିତ୍ର , ନେତାଖୁସ୍ ଭେଣ୍ଡିଂଯୋନ୍ ଉଦ୍ ଘାଟନ , ଏଲଇଡି କିଣା ଓ ଅନ୍ୟାନ୍ୟ ତଥାକଥିତ ସୌନ୍ଦର୍ଯ୍ୟକରଣରେ ଯେତେ ତେଲ ବାହାରିଲାଣି , କଣ କମ୍ କି  ?


News Comment




Photo in News

Advertisment
Lastest News
  ଜିଲ୍ଲା  
ପ୍ରାକୃତିକ ସନ୍ଦର୍ଯ୍ୟର ଗନ୍ତାଘର ବିଖ୍ୟାତ ଶୈବପୀଠ କେଲିଆ""   28-Apr-2026
  ଜିଲ୍ଲା  
ବରୀ ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   28-Apr-2026
  ଜିଲ୍ଲା  
ସିଲ୍ ହେଲା ବେଆଇନ ବାଲି ଘାଟ   28-Apr-2026
  ଜିଲ୍ଲା  
ଦେଓଗାଁ ବ୍ଲକରେ ଆଇନ ସଚେତନତା ଶିବିର ଅନୁଷ୍ଠିତ   28-Apr-2026
  ଜିଲ୍ଲା  
ପୋତାପୋଖରୀ ପ୍ରିମିୟର ଲିଗ୍ ଉଦଯାପିତ♦️ ମହାକାଳୀ ୱାରିଅର୍ସ ଚମ୍ପିୟାନ୍, ସ୍କାୟ ଲିଜେଣ୍ଡ ରନର୍ସ ଅପ୍   28-Apr-2026
  ଜିଲ୍ଲା  
ଶାଖା କେନାଲ ପାର୍ଶ୍ଵ ରେ ଡ୍ରେନ ନିର୍ମାଣ ପାଇଁ ଦାବି   27-Apr-2026
  ଜିଲ୍ଲା  
ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ମେ ୯ରେ   27-Apr-2026
  ଜିଲ୍ଲା  
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ କମିଟିର ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯାଇଛି   27-Apr-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲାର ବୋହୂ ଡ. ସଂଗୀତା ମିଶ୍ରଙ୍କୁ ରାଜ୍ୟସ୍ତରୀୟ ସମ୍ମାନ   27-Apr-2026
  ଜିଲ୍ଲା  
ଦୁଇ ନେତାଙ୍କ ଏହି ଭେଟ କେବଳ ଏକ ସାଧାରଣ ଭେଟ ନା ୟା ପଛରେ କୌଣସି ରାଜନୈତିକ କାରଣ ରହିଛି   27-Apr-2026
  ଜିଲ୍ଲା  
ରାଣ୍ଡିମହୁଲ ଛପନ ପ୍ରହାର ନାମଯଜ୍ଞର ଚତୁର୍ଥ ଦିବସ   27-Apr-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   27-Apr-2026

You Might Also Like