-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗୀରରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଶାନ୍ତିପୂର୍ଣ୍ଣ,୮୨.୨୦% ମତଦାନ ବଲାଙ୍ଗୀର,ଦେଓଗାଁ ଓ ଗୁଡଭେଲା ବ୍ଲକର ୭୯୦ବୁଥରେ ୧,୫୮,୮୯୪ ଜଣଙ୍କ ମତଦାନ

22-Feb-2022



ବଲାଙ୍ଗୀର,(ପ୍ରେରଣା ଖବର)-ଆଜି ବଲାଙ୍ଗୀର ଜିଲ୍କାରେ ତୃତୀୟ ପର୍ଯ୍ୟାୟରେ ବଲାଙ୍ଗୀର,ଦେଓଗାଁ ଓ ଗୁଡଭେଲା ବ୍ଲକରେ ମତଦାନ ହୋଇଛି । ମୋଟ ଉପରେ ନିର୍ବାଚନ ଶାନ୍ତିପୂର୍ଣ୍ଣ ରହିଛି । ଏହି ତିନିଟି ବ୍ଲକରେ ମୋଟ ୧ଲକ୍ଷ୯୫ହଜାର ୨୩୯ ଭୋଟର ରହିଥିବା ବେଳେ ୭୯୦ଟି ବୁଥରେ ୧,୫୮,୮୯୪ଜଣ ଭୋଟର ମତଦାନ କରିଛନ୍ତି । ମୋଟାମୋଟି ୮୨.୨୦% ମତଦାନ ହୋଇଛି । ବଲାଙ୍ଗୀର ଜିଲ୍ଲାରେ ଚାଲିଥିବା ୪ଟି ପର୍ଯ୍ୟାୟର ଏହା ହେଉଛି ସର୍ବାଧିକ ପ୍ରତିଶତ ରହିଛି । ଗୁଡଭେଲା ବ୍ଲକରେ ୮୫.୩୮% ଭୋଟିଂ ହୋଇ ରେକର୍ଡ କରିଛି । ସେହିପରି ବଲାଙ୍ଗୀର ବ୍ଲକରେ ୮୦.୧୯% ଓ ଦେଓଗାଁ ବ୍ଲକରେ ୮୧.୦୩% ମତଦାନ ହୋଇଛି ।

ବଲାଙ୍ଗୀର ନିର୍ବାଚନମଣ୍ଡଳି ଅନ୍ତର୍ଗତ ବଲାଙ୍ଗୀର ସଦରବ୍ଲକ ଓ ଦେଓଗାଁ ବ୍ଲକ ରହିଥିବା ବେଳେ ଟିଟିଲାଗଡ ନିର୍ବାଚନମଣ୍ଡଳିରେ ଗୁଡଭେଲା ବ୍ଲକ ରହିଛି । ଏହି ବ୍ଲକମାନଙ୍କରେ ହେଭିୱେଟ ନେତାଙ୍କ ଅଞ୍ଚଳ ହୋଇଥିବାରୁ ଅନେକ ବୁଥକୁ ଅତିସମ୍ବେଦନଶୀଳ ବୁଥ ଆକାରରେ ଘୋଷଣା କରାଯାଇଥିଲା । ବଲାଙ୍ଗୀର ବ୍ଲକରେ ୩୩ଟି ସମ୍ବଦନଶୀଳ ଓ ୧୦ଟି ଅତିସମ୍ବଦନଶୀଲ ବୁଥ,ଦେଓଗାଁ ବ୍ଲକରେ ୨୭ଟି ସମ୍ବେଦନଶୀଳ ଓ ୪ଟି ଅତିସମ୍ବେଦନଶୀଳ ବୁଥ ଓ ଗୁଡଭେଲାରେ ୯ଟି ସମ୍ବଦନଶୀଳ ଏବଂ ୧୨ଟି ଅତିସମ୍ବଦନଶୀଳ ବୁଥ ରହିଥିଲା । ଦେଓଗାଁ ବ୍ଲକର ସାଲେପାଲି ପଞ୍ଚାୟତର ସବୁ ବୁଥକୁ ସମ୍ବେଦନଶୀଳ ଘୋଷଣା କରାଯାଇଥିଲା । ଏଠାରେ ଦେଓଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେର ସମିତିସଭ୍ୟ ପ୍ରାର୍ଥିଭାବରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ତାଙ୍କୁ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ପ୍ରାର୍ଥି ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେହି କାରଣରୁ ବିଧାୟକ ଶ୍ରୀ ମିଶ୍ର ଏହି ପଞ୍ଚାୟତକୁ ବେଶି ଧ୍ୟାନ ଦେଉଛନ୍ତି । ତେଣୁ ପ୍ରଶାସନ ମଧ୍ୟ ଏଠାରେ ଶାନ୍ତିଶୃଙ୍ଖଳାର ସହିତ ନିର୍ବାଚନ କରାଇବାକୁ ସଚେତନ ରହିଥିଲେ । ନିଜେ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଏସପି ନୀତିନକୁସଲକର ଡାଗଡୁ ତାଙ୍କ ଟିମ

ସହିତ ପରିସ୍ଥିତିର ଅନୁଧ୍ୟାନ କରୁଥିଲେ । ଚଳିତଥର ନିର୍ବାଚନ କମିଶନ କେବଳ ମହିଳାଙ୍କ ଦ୍ୱାରା ପରିଚାଳିତ ପିଙ୍କବୁଥ କରିଥିଲେ । ସେଠାରେ ମହିଳା କର୍ମଚାରୀମାନେ ଉତ୍ସାହର ସହିତ ନିର୍ବାଚନ କରାଉଥିଲେ । ବଲାଙ୍ଗୀର ସଦରବ୍ଲକର ସଦାଇପାଲିରେ ଏଭଳି ଏକ ପିଙ୍କ ବୁଥରେ ଆମେ ପହଞ୍ଚିଥିଲୁ । ସେଠାରେ ଜଣେ ଦିବ୍ୟାଙ୍ଗ ମହିଳା ମଧ୍ୟ ଏକ ଚୌକି ସହାୟତାରେ ବୁଥରେ ପହଞ୍ଚି ଭୋଟଦାନ କରିଥିଲେ । ଲୋକଙ୍କ ଉତ୍ସାହ ଖୁବ ରହିଥିଲା ଓ ଉଚିତ ପ୍ରାର୍ଥିଙ୍କୁ ମତଦେଉଥିବା କହିଥିଲେ । ଗତ ଦୁଇଦିନ ହେଲା ବଲାଙ୍ଗୀର ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ ଓ ଏସଡିପିଓ ତୁଫାନ ବାଗ ବିଭିନ୍ନ ଅଞ୍ଚଳ ବୁଲି ବୁଥଗୁଡିକର ସ୍ଥିତି ପରଖିଥିଲେ । ମୋଟ ଉପରେ ନିର୍ବାଚନ ଶାନ୍ତିପୂର୍ଣ୍ଣ ରହିଥିଲା । 


News Comment




Photo in News

Advertisment
Lastest News
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   20-Sep-2026
  ଜିଲ୍ଲା  
ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ   20-Sep-2026
  ଜିଲ୍ଲା  
ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   20-Sep-2026
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026

You Might Also Like