-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
15-Nov-2020
କଟକ, (ପ୍ରେରଣା ଖବର) - ନଦୀକୁ ଡେଇଁଲେ ଓଲିଉଡ ଅଭିନେତା ଅମ୍ଳାନଙ୍କ ପତ୍ନୀ। CDA ଫେଜ ଟୁ ଥାନାରେ ପହଞ୍ଚିଲେ ଅଭିନେତା । ଜୀବିତ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ ଓ ପୋଲିସ!! ଅମ୍ଳାନ ହେଉଛନ୍ତି ଓଡ଼ିଆ ଫିଲ୍ମ ଦୁନିଆର ଜଣାଶୁଣା ଅଭିନେତା ମିହିର ଦାସ ଙ୍କ ପୁଅ l