-+91-9937148622 |

prerana_bgr@rediffmail.com |

  Thursday 30th April 2026 |

| | | |

R.N.I. Regd No. ODIODI/2010/46693

Breaking News

ସଂକୀର୍ତ୍ତନ୍ୟ ମହୋତ୍ସବ ଓ ୨୧ ତମ ଲୋକକଳା ଉତ୍ସଵ ପାଇଁ ପ୍ରସ୍ତୁତି ବୈଠକ   (29-Apr-2026)       ||      ପୋତାପୋଖରୀ ପ୍ରିମିୟର ଲିଗ୍ ଉଦଯାପିତ    (29-Apr-2026)       ||      ଯୁକ୍ତ ୨ ବିଜ୍ଞାନ ଓଡ଼ିଆରେ ପଢିବା ନିମନ୍ତେ ଏକଦିବସୀୟ ପ୍ରଶିକ୍ଷଣ    (29-Apr-2026)       ||      ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ବିଧାୟିକାଙ୍କ ପ୍ରତିନିଧୂ ହେଲେ ସୋନୁ   (29-Apr-2026)       ||      ଜମା ହୋଇଛି ଶହଶହ ଟ୍ରିପ୍ ବାଲି,,,,, ଲଘୁ ଖଣିଜ ବିଭାଗ ପାଖରେ ଖବର ନାହିଁ   (29-Apr-2026)       ||      ଭାରତ ବିକାଶ ପରିଷଦ ପକ୍ଷରୁ ନାରାୟଣ କୁଷ୍ଟାଶ୍ରମ ରେ ଛତା ବଣ୍ଟନ   (29-Apr-2026)       ||      ଗୃହ ଗଣନା କାର୍ଯ୍ୟ ସଫଳତା ପାଇଁ କ୍ଷେତ୍ର ନିରୀକ୍ଷଣ କଲେ ଅତିରିକ୍ତ ଜିଲ୍ଲାପାଳ*-   (29-Apr-2026)       ||      ସମ୍ବଲପୁର ରେଳ ମଣ୍ଡଳରେ ଶାନ୍ତିପୂର୍ଣ୍ଣ ଧାରଣା:  ଦାବି ପୁରଣ ନ ହେଲେ ଏକମାସ ପରେ ରେଳରୋକୋ    (29-Apr-2026)       ||      *ରୁଦ୍ରନାଥ ମନ୍ଦିର ପାଇଁ ଦେବୋତ୍ତର ବିଭାଗ କୁ ଜମି ଦାନ କଲେ ହୃଦାନନ୍ଦ ମେହେର*- *କୃତଜ୍ଞତା ଦେଲେ ଜିଲ୍ଲା ପ୍ରଶାସନ ଓ ସହର ବାସୀ*-   (29-Apr-2026)       ||      ସ୍ୱର୍ଗତଃ ସୁଦୀପ୍ତା ମହାନ୍ତିଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ   (29-Apr-2026)       ||      ପୂର୍ବତନ ଜୁନିଅର ଇଞ୍ଜିନିୟର ଭିଜିଲାନ୍ସ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ   (29-Apr-2026)       ||      ଅନ୍ନପୂର୍ଣ୍ଣା ଗ୍ରାମୀଣ ବଜାରରେ ପଟ୍ଟଚିତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ   (29-Apr-2026)       ||      ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗୀର ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘ ପକ୍ଷରୁ ଦାବିପତ୍ର   (29-Apr-2026)       ||      ନାରୀଶକ୍ତି ବନ୍ଦନ ଅଧିନିୟମ ଶୀର୍ଷକ ଆଲୋଚନାଚକ୍ର   (29-Apr-2026)       ||      *ଡାବୁଗାଁ ଥାନା ହାଜତରେ ଜଣେ ଯୁବକଙ୍କ ମୃତ୍ୟୁ........ହତ୍ୟା ଅଭିଯୋଗ ଆଣିଲେ ପରିବାର ବର୍ଗ*   (29-Apr-2026)       ||      *ସୋନପୁର ମହାରାଜା ବିରମିତ୍ରୋଦୟ ସିଂହ ଦେଓ ଙ୍କ ୮୯ ତମ ଶ୍ରାଦ୍ଧ ଦିବସ ପାଳିତ*   (29-Apr-2026)       ||      ଆସନ୍ତା ପଞ୍ଚାୟତ ନିର୍ବାଚନରେ କୌଣସି ମେଣ୍ଟ ହେବନି କହିଲେ ପିସିସି ସଭାପତି ଭକ୍ତ ଦାସ   (29-Apr-2026)       ||      ବିଜେପି ରାଜ୍ୟ ସଭାପତିଙ୍କ ବଡ଼ ବୟାନ ♦️ ରାଜ୍ୟରେ ଖୁବଶୀଘ୍ର ନିଗମ ଓ ବୋର୍ଡର ହେବ ନିଯୁକ୍ତି   (29-Apr-2026)       ||      ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଭଉଣୀର ଶବ ଖୋଳି ଆଣିବା ପ୍ରସଙ୍ଗ♦️ ଜାତୀୟ ମାନବାଧିକାର କମିଶନ ପକ୍ଷରୁ ମାମଲା ରୁଜୁ   (29-Apr-2026)       ||      ହିଆଁଲ କ୍ଳଷ୍ଟରରେ ଘରଘର ବୁଲି ଗୃହକାର୍ଯ୍ୟ ବଣ୍ଟନ    (29-Apr-2026)       ||     

HOME   ଜିଲ୍ଲା

ତହସିଲ ଅଫିସ ର ପ୍ରାକ୍ତନ କର୍ମଚାରୀ ପ୍ରମୋଦ ବେହେରା ଙ୍କ ପରଲୋକ: ସୋନପୁର ସହର ରେ ରେ ଶୋକ

21-Feb-2022



ସୁବର୍ଣ୍ଣପୁର - ଆଜି ସୁବର୍ଣ୍ଣପୁର ତହସିଲ ଅଫିସ ର ପ୍ରାକ୍ତନ କର୍ମଚାରୀ ତଥା  ମଝିପଡ଼ା ନିବାସୀ ପ୍ରମୋଦ କୁମାର ବେହେରା୭୭ ଙ୍କ ଆଜି ସକାଳ ୮ଘଣ୍ଟା ବେଳେ ପରଲୋକ ଘଟିଥିବାରୁ ମଝିପଡ଼ା ସମେତ ସୋନପୁର ସହର ରେ ଶୋକ ଖେଳି ଯାଇଛି l ସ୍ବର୍ଗତ ବେହେରା ଜଣେ ସରଳ ଅମାୟିକ ବ୍ୟକ୍ତିତ୍ୱ ଥିବା ବେଳେ ଆଜି  ବରିଷ୍ଠ କଂଗ୍ରେସ ନେତା ଇସ୍ମାଇଲ ଖାଁ, ବିଶିଷ୍ଠ ସମାଜସେବୀ  ଶ୍ରୀବତ୍ସ ମଲ୍ଲିକ,  ଲଡ଼ୁ କିଶୋର ମଲ୍ଲିକ, ଚକ୍ରାୟୁଧ ନାଏକ, ଶେଖର ନାଏକ, ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ, ସ୍ୱଚ୍ଛ ଭାରତ  ର ଉପଦେଷ୍ଟା ବିନୋଦ ମେହେର ପ୍ରମୁଖ  ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସ ଭବନ କୁ ଓ  ଶ୍ରୀ  ରାମେଶ୍ୱର ସ୍ମଶାନ ଘାଟ କୁ ପହଂଚି ସ୍ବର୍ଗୀୟ ବେହେରା ଙ୍କୁ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ l ଏ ଖବର ପାଇ  ସ୍ୱଚ୍ଛ ଭାରତ ସଭାପତି ଲଷ୍ମୀ ନାରାୟଣ ମେହେର, ପ୍ରତିଷ୍ଠାତା ସଭ୍ୟ ସୟଦ ଅଲିମୁଲ ଇସଲାମ,  ଗରିବ ଲୋଇ, ଇନ୍ଦୁମତି ପୁରୋହିତ, ପ୍ରମୋଦ ସାହୁ ପ୍ରମୁଖ ସମସ୍ତ ସଭ୍ୟ ସ୍ବର୍ଗୀୟ ବେହେରା ଙ୍କ ଦେହାନ୍ତ ରେ ଗଭୀର ଶୋକ ପ୍ରକାଶ କରିଛନ୍ତି l ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଶବ ସଂସ୍କାର ଲାଗି  କାଠ ସରଞ୍ଜାମ ର  ସୁ -ବ୍ୟବସ୍ଥା କରିଥିବା ବେଳେ  ପୁଅ ଜଗ, ଜୟନ୍ତ, ଜୟ. ଝିଅ ତପସ୍ୱିନୀ, ବିନୋଦିନୀ, ଦୁଇ ଜ୍ୱାଇଁ, ତିନି ବୋହୁ, ନାତି, ନାତୁଣୀ, ମର ଶରୀର ପାଖରେ ଘରେ ଉପସ୍ଥିତ ଥିଲେ l ବଡ଼ ପୁଅ ଜଗନ୍ନାଥ ପିତା ଙ୍କୁ ମୁଖାଗ୍ନି ଦେଇଥିଲେ l ପ୍ରକାଶ ଥାଉ କି ଯେ ଶ୍ରୀ ବେହେରା ଙ୍କ ପରିବାର  ଅତି ସରଳ ଓ ସଂସ୍କାରିତ ସହିତ ବିଭିନ୍ନ ମହଲ ରେ ସୁ -ସମ୍ପର୍କ ସ୍ଥାପନ ରହି ଆସିଥିବା ଯୋଗୁଁ ମଝିଆ ପୁଅ ଜୟନ୍ତ ର ଆଦର୍ଶ ବାହାଘର ରେ  ସୁବର୍ଣ୍ଣପୁର ର ପ୍ରାକ୍ତନ ଜ଼ିଲ୍ଲାପାଳ ଶ୍ରୀ ଦାଶରଥୀ ଶତପଥି (ଆଇ ଏ ଏସ ), ଏସ ଡି ପି ଓ  ଭବାନୀ ଶଙ୍କର ଉଦଗତା, ପଶ୍ଚିମ ଓଡିଶା ର ବିଶିଷ୍ଟ ସମାଜସେବୀ ସ୍ବର୍ଗତ ଲଳିତ ନାଏକ ଙ୍କ ସମେତ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ଯୋଗଦାନ କରି ନବ ଦମ୍ପତି ଙ୍କୁ ଆଶୀର୍ବାଦ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ସଂକୀର୍ତ୍ତନ୍ୟ ମହୋତ୍ସବ ଓ ୨୧ ତମ ଲୋକକଳା ଉତ୍ସଵ ପାଇଁ ପ୍ରସ୍ତୁତି ବୈଠକ   29-Apr-2026
  ଜିଲ୍ଲା  
ପୋତାପୋଖରୀ ପ୍ରିମିୟର ଲିଗ୍ ଉଦଯାପିତ    29-Apr-2026
  ରାଜ୍ୟ  
ଯୁକ୍ତ ୨ ବିଜ୍ଞାନ ଓଡ଼ିଆରେ ପଢିବା ନିମନ୍ତେ ଏକଦିବସୀୟ ପ୍ରଶିକ୍ଷଣ   29-Apr-2026
  ରାଜ୍ୟ  
ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ବିଧାୟିକାଙ୍କ ପ୍ରତିନିଧୂ ହେଲେ ସୋନୁ   29-Apr-2026
  ଜିଲ୍ଲା  
ଜମା ହୋଇଛି ଶହଶହ ଟ୍ରିପ୍ ବାଲି,,,,, ଲଘୁ ଖଣିଜ ବିଭାଗ ପାଖରେ ଖବର ନାହିଁ   29-Apr-2026
  ଜିଲ୍ଲା  
ଭାରତ ବିକାଶ ପରିଷଦ ପକ୍ଷରୁ ନାରାୟଣ କୁଷ୍ଟାଶ୍ରମ ରେ ଛତା ବଣ୍ଟନ   29-Apr-2026
  ଜିଲ୍ଲା  
ଗୃହ ଗଣନା କାର୍ଯ୍ୟ ସଫଳତା ପାଇଁ କ୍ଷେତ୍ର ନିରୀକ୍ଷଣ କଲେ ଅତିରିକ୍ତ ଜିଲ୍ଲାପାଳ*-   29-Apr-2026
  ଜିଲ୍ଲା  
ସମ୍ବଲପୁର ରେଳ ମଣ୍ଡଳରେ ଶାନ୍ତିପୂର୍ଣ୍ଣ ଧାରଣା:  ଦାବି ପୁରଣ ନ ହେଲେ ଏକମାସ ପରେ ରେଳରୋକୋ    29-Apr-2026
  ଜିଲ୍ଲା  
*ରୁଦ୍ରନାଥ ମନ୍ଦିର ପାଇଁ ଦେବୋତ୍ତର ବିଭାଗ କୁ ଜମି ଦାନ କଲେ ହୃଦାନନ୍ଦ ମେହେର*- *କୃତଜ୍ଞତା ଦେଲେ ଜିଲ୍ଲା ପ୍ରଶାସନ ଓ ସହର ବାସୀ*-   29-Apr-2026
  ଦେଶ ବିଦେଶ  
ସ୍ୱର୍ଗତଃ ସୁଦୀପ୍ତା ମହାନ୍ତିଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ   29-Apr-2026
  ରାଜ୍ୟ  
ପୂର୍ବତନ ଜୁନିଅର ଇଞ୍ଜିନିୟର ଭିଜିଲାନ୍ସ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ   29-Apr-2026
  ଜିଲ୍ଲା  
ଅନ୍ନପୂର୍ଣ୍ଣା ଗ୍ରାମୀଣ ବଜାରରେ ପଟ୍ଟଚିତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ   29-Apr-2026

You Might Also Like