-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||     

HOME   ରାଜନୀତି

ତୃତୀୟପର୍ଯ୍ୟାୟ ଭୋଟଗ୍ରହଣ ଆଜି :  ପଞ୍ଚାୟତ ନିର୍ବାଚନ ନା  ଯୋଜନା ଅର୍ଥ ବାଟମାରଣାର ଜୁଆଖେଳ  ? 

20-Feb-2022



ବଲାଙ୍ଗୀର  ( ମଳୟ ମିଶ୍ରଙ୍କ ରିପୋର୍ଟ )  ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟପର୍ଯ୍ୟାୟ । ବଲାଙ୍ଗୀର ଜିଲ୍ଲାରେ ଆଜି ତୁରେକେଲା , ବଙ୍ଗୋମୁଣ୍ଡା ଓ ମୁରିବାହାଲ ତିନୋଟି ବ୍ଲକ୍ ରେ ଭୋଟଗ୍ରହଣ ହେଉଛି । 

ତେବେ ଚଳିତ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ବର୍ଗର ପ୍ରଚୁର ଟଙ୍କା ଖର୍ଚ୍ଚ କରୁଥିବା ପ୍ରାର୍ଥୀମାନେ ସକ୍ରିୟ ହୋଇ ଉଠିଥିବା ଲକ୍ଷ୍ୟ କରାଯାଇଛି ।  ନିର୍ବାଚନକମିଶନ ବା ପ୍ରଶାସନର ଯାବତୀୟ କଟକଣା ସତ୍ତ୍ୱେ  ଅଦ୍ୟାବଧି ଯାହା ଦେଖାଯାଇଛି , ଭୋଟରଙ୍କୁ କିଣିବାକୁ ଟଙ୍କାବଣ୍ଟା ଏକ ସାଧାରଣ ପରମ୍ପରାରେ ପରିଣତ ହୋଇଛି । ତା' ସହ ମଦମାଂସର ଭୁରିଭୋଜନ ଦେଇ ଟୋକାଙ୍କୁ ବୁଥ୍ ରିଗିଂ , ଧମକଚମକ ଓ  ଗାଁ ଅବରୋଧ ଭଳି ବେଆଇନ୍ କାର୍ଯ୍ୟକଳାପରେ ନିୟୋଜିତ କରାଯାଇଆସୁଥିବା ଶୁଣାଯାଉଥିଲେ ହେଁ , ବିଧିବଦ୍ଧ ଅଭିଯୋଗ ନଥିବା ଆଳରେ ପ୍ରଶାସନ କାନ୍ଧଖସାଇ ନେଉଛି । ଶାସକ ବିଜଦରୁ ଭାଜପା ଓ କଂଗ୍ରେସଦଳ ଏବଂ କେଉଁଠି ସ୍ବାଧୀନ ସ୍ବଚ୍ଛଳ ପ୍ରାର୍ଥୀମାନେ ସରପଞ୍ଚ , ବ୍ଲକ୍ଅଧ୍ୟକ୍ଷ ଓ ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ହାସଲ କରିବାପାଇଁ ଜମିବାଡି , ସମ୍ପତ୍ତି ଓ ସୁନାରୂପା ବିକି ଅଥବା ଋଣକରି ଭୋଟରଙ୍କୁ କିଣିବାକୁ ବାଜି ଲଗାଇ ଦେଇଛନ୍ତି । ଏହି ପରିମାଣ ଆଉ ଶହ ବା ହଜାରରେ ସୀମିତ ରହିନାଇଁ , ଲକ୍ଷ ଲକ୍ଷରୁ କୋଟିରୁ ଅତିକ୍ରମ କରିଗଲାଣି । ବଲାଙ୍ଗୀର ଜିଲ୍ଲାର ପ୍ରଥମପର୍ଯ୍ୟାୟର ପଞ୍ଚାୟତ ନିର୍ବାଚନରେ ଜଣେ ବ୍ଲକ୍ ଅଧ୍ୟକ୍ଷ ପଦର ଅତ୍ୟଧିକ ଆଶାୟୀ ସମିତିସଭ୍ୟ ପ୍ରାର୍ଥୀ ଜମିବାଡି ବିକି ପୂର୍ବସରପଞ୍ଚପଦବୀର କ୍ଷମତାବଳରେ ପ୍ରଚୁର ଉପାର୍ଜନରୁ ଦେଢକୋଟିରୁ ଉର୍ଦ୍ଧ୍ବଟଙ୍କା ଖର୍ଚ୍ଚକରି ଥିବା ତାଙ୍କ ବିଶ୍ବସ୍ତମହଲରୁ ପ୍ରକାଶ । ଏବଂ ସେ ଗୋଟିଏ ବ୍ଲକର ଅଧ୍ୟକ୍ଷ ହେବା ପ୍ରାୟ ନିଶ୍ଚିତ । ଏବଠୁ ଫଳାଫଳ ଘୋଷଣା ହୋଇ ନଥିଲେ ହେଁ , ଆବଶ୍ୟକ ସଂଖ୍ୟକ ସଭ୍ୟ ଅପହରଣରେ ସକ୍ରିୟ । ସେହିପରି ପ୍ରତିଦ୍ବନ୍ଦୀଙ୍କୁ ଗଧବେପାରରେ କିଣିନେଇ ଅପ୍ରତିଦ୍ଵନ୍ଦୀ ସରପଞ୍ଚ ପଦ ଜିତିସାରିଥିବା କେତେକ ତଥାକଥିତ ଲୋକପ୍ରତିନିଧି ପଞ୍ଚାୟତରେ ହେବାକୁ ଥିବା ୫ ବର୍ଷରେ ୫ କୋଟି ସରକାରୀ ଯୋଜନାର ଅର୍ଥ ଅନୁଦାନରୁ ସିଂହଭାଗ ବାଟମାରଣା କରିବାକୁ ଦାନ୍ତ ପଜେଇ ଅପେକ୍ଷା କରି ବସିଛନ୍ତି ।
ଆଜି ଓ ଆଗାମୀ ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଭୋଟଗ୍ରହଣରେ ମଧ୍ୟ ବିପୁଳ ଟଙ୍କାର ଖର୍ଚ୍ଚ କରାଯାଇ ଭୋଟ କିଣାଯିବା ପ୍ରାୟ ନିଶ୍ଚିତ ବୋଲି ଅନୁମାନ କରାଯାଉଛି । ସବୁଆଡେ ଟଙ୍କା ବଣ୍ଟା ଓ ମଦମାଂସର ଆସର । ଏହା ନିର୍ବାଚନକମିଶନଙ୍କଠାରୁ ପ୍ରଶାସନ , ପୁଲିସ୍ ସମସ୍ତଙ୍କର ସମ୍ପୂର୍ଣ୍ଣ ଜ୍ଞାତସାରରେ ଚାଲିଛି ।  କେଉଁଠି ସରକାରୀ କର୍ମଚାରୀ , ପୁଲିସ୍ , ଶାସକଦଳର ବିଧାୟକଙ୍କ ପର୍ଯ୍ୟନ୍ତ ସାମିଲ୍ ରହି ଧରାପଡିଲେଣି  ।

ଏଣୁ ଏହାକୁ ନିର୍ବାଚନ କୁହା ନଯାଇ ଅଗ୍ରୀମ ସରକାରୀ ଯୋଜନାର ଅର୍ଥଅନୁଦାନର ବାଟମାରଣା ନିମନ୍ତେ ସ୍ବୀକୃତି ବା ଏକପ୍ରକାର ଜୁଆଖେଳ କୁହିଯିବା କଥା ବୋଲି ବୁଦ୍ଧିଜିବୀମାନେ କଟାକ୍ଷ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026

You Might Also Like