-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||     

HOME   ରାଜନୀତି

ଆଧୁନିକ ଭାରତର ଅମୃତଯାତ୍ରା... ଆତ୍ମନିର୍ଭର ଅର୍ଥବ୍ୟବସ୍ଥା ଆଡ଼କୁ ବଢ଼ୁଛି ଭାରତ 

18-Feb-2022



 

ସ୍ୱାଧୀନତାର ସ୍ୱର୍ଣ୍ଣିମବର୍ଷର ସଂକଳ୍ପ ପଥରେ ଆଗକୁ ବଢ଼ୁଥିବା ‘ନୂଆ ଭାରତ’କୁ ସାଧାରଣ ବଜେଟ୍ରୁ ମିଳିଲା ଆତ୍ମବିଶ୍ୱାସର ଉଡ଼ାଣ। 


ମନ୍ କୀ ବାତ୍: ମୋଦୀ 2.0 (32ତମ ଅଧ୍ୟାୟ, 30 ଜାନୁଆରୀ 2022)
ସଦା ଜୀବନ୍ତ ଭାରତୀୟ ସଂସ୍କୃତିର ବିଶ୍ୱସାରା ଲୋକଙ୍କୁ ଆକର୍ଷିତ କରେ
ସ୍ୱାଧୀନତାର ଅମୃତ ମହୋତ୍ସବ ପର୍ବରେ ଦେଶର ସାମୂହିକ ଭାବନା ପରିପ୍ରକାଶ ପାଉଛି ତ ଦେଶର ବିଭିନ୍ନ କୋଣରୁ ସ୍କୁଲ୍ ପିଲାମାନେ ଏହି ଅବସରରେ ଗୋଟିଏ କୋଟିରୁ ଅଧିକ ପୋଷ୍ଟକାର୍ଡ଼ ଲେଖି ନିଜର ମନର ଭାବନା ପ୍ରକାଶ କରିଛନ୍ତି।  ଏଥିରେ ସେମାନଙ୍କ ସ୍ୱପ୍ନ, ଆଶା ଓ ଆକାଂକ୍ଷାର ଝଲକ ଦେଖିବାକୁ ମିଳୁଛି। ଏହାସହ ଏହା ମଧ୍ୟ ସୂଚନା ଦେଉଛି ଯେଆଗାମୀ ପିଢ଼ିର ଚିନ୍ତାଧାରା କେତେ ବ୍ୟାପକ। 2022 ବର୍ଷର ତାଙ୍କର ପ୍ରଥମ 'ମନ୍ କୀ ବାତ୍' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏହି ଚିଠିଗୁଡ଼ିକ ସହିତ ଗଣତନ୍ତ୍ର ଦିବସ, ପଦ୍ମ ପୁରସ୍କାର, ଭାରତୀୟ ସଂସ୍କୃତିର ବିଭିନ୍ନ ରଙ୍ଗ ଏବଂ ଆଧ୍ୟାତ୍ମିକ ଶକ୍ତି ବିଷୟରେ କହିଥିଲେ। ଉପସ୍ଥାପନ କରୁଛୁ ‘ମନ୍ କୀ ବାତ୍’ର କିୟଦଂଶ…। 
ରାଷ୍ଟ୍ରୀୟ ସମର ସ୍ମାରକ: ସ୍ୱାଧୀନତାର ଅମୃତ ମହୋତ୍ସବରେ ଏହି ପ୍ରୟାସ ମାଧ୍ୟମରେ ଦେଶ ନିଜର ଜାତୀୟ ପ୍ରତୀକଗୁଡ଼ିକୁ ପୁନଃ ପ୍ରତିଷ୍ଠା କରୁଛି। ମୁଁ  ଆପଣ ସମସ୍ତଙ୍କୁ କହିବି, ଯେତେବେଳେ ବି ସୁଯୋଗ ମିଳିବ, ରାଷ୍ଟ୍ରୀୟ ସମର ସ୍ମାରକ ନିଶ୍ଚୟ ପରିଦର୍ଶନ କରିବେ। ଏଠାରେ ଆପଣ ଏକ ଭିନ୍ନ ଶକ୍ତି ଏବଂ ପ୍ରେରଣା ଅନୁଭବ କରିବେ। ଇଣ୍ଡିଆ ଗେଟରେ ନେତାଜୀଙ୍କ ଏକ ହୋଲଗ୍ରାମ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଏହି ପଦକ୍ଷେପକୁ ପୁରା ଦେଶ ସ୍ୱାଗତ କରିଛି। 
ପିଲାଏଁ ପାଲଟିଛନ୍ତି ରାଷ୍ଟ୍ରର ପ୍ରେରଣା: ଅମୃତ ମହୋତ୍ସବ ଅବସରରେ ଅନେକ ଉତ୍ସବ ଆୟୋଜନ ସହ ଅନେକ ଉଲ୍ଲେଖନୀୟ ପୁରସ୍କାର ମଧ୍ୟ ବିତରଣ କରାଯାଇଛି।  ଏଥିରୁ ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ରୀୟ ବାଲ୍ ପୁରସ୍କାର। ଆମ ଘରେ ଏହି ପିଲାମାନଙ୍କ ବିଷୟରେ ଆଲୋଚନା ହେବା ଜରୁରୀ। ଏହା ଅନ୍ୟ ପିଲାଙ୍କୁ ପ୍ରେରଣା ଯୋଗାଇବ ଏବଂ ସେମାନଙ୍କ ମଧ୍ୟରେ ଦେଶପାଇଁ ଉତ୍ସାହ ସୃଷ୍ଟି କରିବ। 
‘ବଣମଲ୍ଲୀ’ମାନଙ୍କୁ ସମ୍ମାନ: ଦେଶରେ ଏମିତି ଅନେକ ନାୟକ ରହିଛନ୍ତି ଯେଉଁମାନଙ୍କ ସମ୍ବନ୍ଧରେ ଯେତେ କହିଲେ ବି କମ୍ ହେବ। ସେମାନଙ୍କୁ ବଣମଲ୍ଲୀ ବୋଲି ଆପଣ କହିପାରନ୍ତି। ଏହିଭଳି ଅଜ୍ଞାତ ହିରୋମାନଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି, ଯେଉଁମାନେ ସାଧାରଣ ପରିସ୍ଥିତିରେ ବି ଅସାଧାରଣ କାର୍ଯ୍ୟ କରିଛନ୍ତି |
•    ଉତ୍ତରାଖଣ୍ଡର ବସନ୍ତୀ ଦେବୀ ନଦୀ ସଂରକ୍ଷଣ ଏବଂ ପରିବେଶ ରକ୍ଷାପ୍ରତି ତାଙ୍କ ଅବଦାନ ଯଥେଷ୍ଟ। 
•    ଦଶନ୍ଧି ଧରି ମଣିପୁରର 77 ବର୍ଷୀୟ ଲୋରେମ୍ବମ୍ ବିନୋ ଦେବୀ ପାରମ୍ପରିକ ବୟନ କଳା ‘ଲାବା’ ପ୍ରଚାର ପ୍ରସାରରେ ଲାଗିଛନ୍ତି। 
•    ବୈଗ ଆଦିବାସୀ ନୃତ୍ୟ କଳାକୁ ସ୍ୱୀକୃତି ଦେବାରେ ମଧ୍ୟପ୍ରଦେଶର ଅର୍ଜୁନ ସିଂଙ୍କ ଭୂମିକା ଉଲ୍ଲେଖନୀୟ ।
•    ଟନେଲ୍ ମ୍ୟାନ୍ ଅମାଇ ମହଲିଙ୍ଗା ନାୟକ କୃଷି କ୍ଷେତ୍ରରେ ଅନେକ ପ୍ରଶଂସନୀୟ ଅଭିନବ କାର୍ଯ୍ୟ କରିଛନ୍ତି ।

ଭାରତ ହେଉଛି ଜ୍ଞାନର ତପୋଭୂମି: ଭାରତ ହେଉଛି ଶିକ୍ଷା ଏବଂ ଜ୍ଞାନର ତପୋଭୂମି। ମଦନ ମୋହନ ମାଲବୀୟ, ମହାତ୍ମା ଗାନ୍ଧୀ, ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟଗୁଡ଼ିକ ଦେଶ ତଥା ଯୁବ ପିଢ଼ିଙ୍କୁ ନୂତନ ଦିଗ ଦେଉଛି। 
ସାରା ବିଶ୍ୱରେ ଭାରତୀୟ ସଂସ୍କୃତି: ଭାରତୀୟ ସଂସ୍କୃତିର ସ୍ପନ୍ଦନ ଏବଂ ଆଧ୍ୟାତ୍ମିକ ଶକ୍ତି ସର୍ବଦା ବିଶ୍ୱର ପ୍ରତିଟି କୋଣର ଲୋକଙ୍କୁ ଆକର୍ଷିତ କରିଆସିଛି। ଆମର ସଂସ୍କୃତି କେବଳ ଆମ ପାଇଁ ନୁହେଁ, ସମଗ୍ର ବିଶ୍ୱ ପାଇଁ ଏକ ଅମୂଲ୍ୟ ଐତିହ୍ୟ | ବିଶ୍ୱବାସୀ ତାକୁ ଜାଣିବାକୁ ଚାହାଁନ୍ତି, ବୁଝିବାକୁ ଚାହାଁନ୍ତି, ବଞ୍ଚିବାକୁ ଚାହାଁନ୍ତି ।
ଆତ୍ମନିର୍ଭରଶୀଳ ଭାରତ: ଥରେମାତ୍ର ବ୍ୟବହାର ହୋଇପାରୁଥିବା ପ୍ଲାଷ୍ଟିକ ବିରୋଧରେ ଅଭିଯାନକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି।‘ ଲୋକାଲ୍ ଫର ଭୋକାଲ୍’ ହେବା ଆମର ଦାୟିତ୍ୱ। ଏକ ଆତ୍ମନିର୍ଭରଶୀଳ ଭାରତ ପାଇଁ ଆମକୁ ହୃଦୟର ସହିତ କାମ କରିବାକୁ ପଡିବ।
ଲଦାଖର ଷ୍ଟାଡିୟମ୍: ଲଦାଖ ଖୁବଶୀଘ୍ର ଏକ ଫୁଟବଲ୍ ଷ୍ଟାଡିୟମର ଉପହାର ପାଇବ। ଏହା 10 ହଜାର ଫୁଟରୁ ଅଧିକ ଉଚ୍ଚତାରେ ନିର୍ମିତ ହେଉଛି ଏବଂ ଏହାର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ ହେବାକୁ ଯାଉଛି। ଏହା ଲଦାଖର ସବୁଠାରୁ ବଡ଼ ଖୋଲା ଷ୍ଟାଡିୟମ୍ ହେବ, ଯେଉଁଠାରେ 30 ହଜାର ଦର୍ଶକ ଏକାଠି ବସିପାରିବେ।
କୋଭିଡ ବିରୁଦ୍ଧରେ ଯୁଦ୍ଧ: ଭାରତ ବଡ଼ ସଫଳତାର ସହିତ କରୋନ ବିରୁଦ୍ଧରେ ଲଢ଼ୁଛି। ଏପର୍ଯ୍ୟନ୍ତ 4.5 କୋଟି ପିଲାଙ୍କୁ ଟିକାକରଣ କରାଯାଇଛି। 15-18 ବର୍ଷ ବୟସର 60% ଯୁବକ 3-4 ସପ୍ତାହ ମଧ୍ୟରେ ଟିକାନେଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026

You Might Also Like