-+91-9937148622 |

prerana_bgr@rediffmail.com |

  Friday 2nd October 2026 |

| | | |

R.N.I. Regd No. ODIODI/2010/46693

Breaking News

ନର୍ଲା ଥାନା ଠାରେ ଗାନ୍ଧୀ ଜୟନ୍ତୀ ପାଳନ,ଓ ସଫେଇ କାର୍ଯକ୍ରମ   (02-Oct-2026)       ||      ହରିଶ୍ଚନ୍ଦ୍ର ନାୟକଙ୍କ ଅଵସର କାଳୀନ ସମ୍ବର୍ଦ୍ଧନା ସଭା:ଜଣେ ନିଷ୍ଠାପର କର୍ମଚାରୀ ଭାବେ ସବୁଦିନେ ମନେ ରହିବେ-ଅଧ୍ୟକ୍ଷ   (02-Oct-2026)       ||      ଏସୟୁସିଆଇ ( କମ୍ୟୁନିଷ୍ଟ) ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେସ କୁମାର ଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ   (02-Oct-2026)       ||      ଗାନ୍ଧୀ ଜୟନ୍ତୀରେ ‘ଗ୍ରୀନ୍ ଟିଟିଲାଗଡ଼ କ୍ଲିନ୍ ଟିଟିଲାଗଡ଼’ ଅଭିଯାନ - ବିଧାୟକ କରାଇଲେ ସ୍ଵଚ୍ଚତାକୁ ନେଇ ଶପଥ ପାଠ   (02-Oct-2026)       ||      ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ    (02-Oct-2026)       ||      କଟକ ସଦର ବ୍ଲକ କଂଗ୍ରେସ କମିଟି ତରଫରୁ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ   (02-Oct-2026)       ||      ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ ଠାରେ ଜାତୀୟ ସ୍ବେଚ୍ଛା କୃତ ରକ୍ତ ଦାନ ଶିବିର ଓ ସଚେତନତା ସଭା ଅନୁଷ୍ଟିତ   (02-Oct-2026)       ||      ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ଓ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମର ସଫଳତା ଉପରେ ପ୍ରଶ୍ନବାଚୀ?   (02-Oct-2026)       ||      *ଅକ୍ଟୋବର ୨ ନବରଙ୍ଗପୁର ଜିଲ୍ଲା ପ୍ରତିଷ୍ଠା ଦିବସ*   (02-Oct-2026)       ||      ବିଶ୍ୱ ଜଳାତଙ୍କ ଦିବସରେ ସଚେତନତା ବାର୍ତ୍ତା, ଜଳାତଙ୍କରୁ ସୁରକ୍ଷା ପାଇଁ ସଚେତନ ହେବାକୁ ଆହ୍ୱାନ   (02-Oct-2026)       ||      ହୀରାକୁଦ ର ଚର୍ଚ୍ଚିକା ରାନୀଙ୍କୁ ମିଳିଲା ଗ୍ଲୋବାଲ୍ ଆଇକନ୍ ଅଫ୍ ଇଣ୍ଡିଆ ର ସମ୍ମାନ |   (02-Oct-2026)       ||      ଦୁର୍ଗାପୂଜା ଓ ଦୀପାବଳି ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   (01-Oct-2026)       ||      ମହାବୀର ପଡା ରେ ବରିଷ୍ଟ ନାଗରିକ ଦିବସ ପାଳିତ   (01-Oct-2026)       ||      ଅନ୍ତର୍ଜାତୀୟ କରାଟେରେ ଶରଣ୍ୟା ସାହୁ ଓ ଶ୍ରେୟାନ୍ସ ସାହୁଙ୍କ ଉଲ୍ଲେଖନୀୟ ସଫଳତା ପାଈଁ ଲାୟନ୍ସ କ୍ଲବ ଟିଟିଲାଗଡ ତରଫରୁ ଦିଆଗଲା ସମ୍ବର୍ଦ୍ଧନା    (01-Oct-2026)       ||      ବଲାଙ୍ଗିରରେ ଜାତୀୟ ଲନ୍ ବଲ ଚାମ୍ପିଅନସିପ୍ ♦️ଅକ୍ଟୋବର ୨୩ରୁ ୨୬ ଯାଏ ପ୍ରତିଯୋଗିତା   (01-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ଅଷ୍ଟମ ଦିବସ ରେ ପୁରୀ ଓ କଟକ ଵିଜୟୀ*- *ଗୀତ ନାଚ ରେ ଜମିଲା ଗାନ୍ଧି ଷ୍ଟାଡିୟମ୍* -   (01-Oct-2026)       ||      ଚାକିରୀ ଜୀବନରୁ ଅବସର ନେଲେ ସୁଜାତା ମ୍ୟାଡ଼ମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Oct-2026)       ||      ଲୋଇସିଂହା ଠାରେ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ    (01-Oct-2026)       ||      ଟିଟିଲାଗଡରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ – ୨୦୨୬   (01-Oct-2026)       ||      ଗନ୍ଧରେଲ ରାଧାକୃଷ୍ଣମନ୍ଦିର ପରିସରରେ ସ୍ୱଚ୍ଛସର୍ବେକ୍ଷଣ କାର୍ଯ୍ୟକ୍ରମ   (01-Oct-2026)       ||     

HOME   ଜିଲ୍ଲା

ପ୍ରେମ ଦିବସ କୁ ନାରୀ ସୁରକ୍ଷା  ସମ୍ମାନ, ରକ୍ତ ଦାନ ଓ ସେବା ଦିବସ ଭାବେ ଉତ୍ସଵ ମନାଇ ସମାଜ ର ଯୁବ ପିଢୀ ଙ୍କୁ ଏକ ଭିନ୍ନ ବାର୍ତ୍ତା ଦେଇଛି ସୁବର୍ଣ୍ଣପୁର ର ବୁଢାରଜା ସଂଗଠନ 

14-Feb-2022



ସୁବର୍ଣ୍ଣପୁର:  ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବୁଢାରଜା ୟୁଥ ଏ ସୋସିଏସନ  ପକ୍ଷରୁ ଆଜିର ପ୍ରେମ ଦିବସକୁ  ନାରୀ ସୁରକ୍ଷା ଓ ସମ୍ମାନ ଦିବସ  ଵା  ସେବା ଦିବସ ଭାବେ ଉତ୍ସଵ ପାଳନ କରିଛନ୍ତି l ଏହି  ଅବସରରେ ଦୀର୍ଘ ଦଶ ବର୍ଷ ଧରି ଏହି ଅନୁଷ୍ଠାନ ଏହି ଦିବସ କୁ  ନାରୀ ସମ୍ମାନ ଓ ସେବା ଦିବସ ଭାବେ ପାଳନକରି ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରିଆସୁଛି l ବୁଢାରଜା କ୍ଲବ ଦ୍ୱାରା ଆୟୋଜିତ ଆଜିର ଏହି ଉତ୍ସବରେ ବୁର୍ଲା ଭୀମସାରର ସହଯୋଗୀ ପ୍ରଫେସର ଡଃ ଶଙ୍କର ରାମ ଚନ୍ଦାନୀ ମୁଖ୍ୟ ଅତିଥି, ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଉପ ନଗରପାଳ ପ୍ରକାଶ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରକ୍ତ ଦାନ ଶିବିର ଉଦଘାଟନ ଓ ସଂଗଠନ ର ଏକ ଆମ୍ବୁଲାନ୍ସ ସେବା କୁ ଲୋକାର୍ପଣ କରିଛନ୍ତି l ଯେଉଁଥିରେ କି ଖୁବ ସ୍ୱଳ୍ପ ମୂଲ୍ୟ ରେ ଗରିବ ଶ୍ରେଣୀ ର ଲୋକେ ଏହି  ସେବା ପାଇ ପାରିବେ l ଏବଂ କିଛି ଅଘଟଣ ବେଳେ ଏଇ ଆମ୍ବୁଲାନ୍ସ ମାଗଣା ସେବା ଯୋଗାଇ ଦେବ l ଏହି ସ୍ବେଛାସେବୀ ସଂଗଠନ ଓ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଆଜିଠାରୁ ଏହି ଆମ୍ବୁଲାନ୍ସ ସେବl କୁ ଆରମ୍ଭ କରାଯାଇଛି l ଆଜି  ସୁବର୍ଣ୍ଣପୁର ରେ ୬୦ ଜଣ ଓ ବୀରମହାରାଜପୁର  ବ୍ରାଞ୍ଚ ରେ ୨୮ ଜଣ ଯୁବକ ଯୁବତୀ ସ୍ୱଇଚ୍ଛା ରେ ଆସି ଉଭୟ ଶିବିର ରେ ରକ୍ତଦାନ କରିଛନ୍ତି l ଦୀର୍ଘ ଦଶ ବର୍ଷ ଧରି ବୁଢାରଜା ସ୍ବେଛାସେବୀ ଅନୁଷ୍ଠାନ  ସ୍ୱଚ୍ଛତା, ପରିବେଶ ସୁରକ୍ଷା, ଗୋ ସୁରକ୍ଷା, ସଡ଼କ ସୁରକ୍ଷା, ଭୋକିଲା, ଦୁଃଖୀ ଦରିଦ୍ର ଙ୍କ ସେବା, ରକ୍ତ ଦାନ ଓ ରକ୍ତ ଦାନ ଶିବିର ଆୟୋଜନ ଭଳି ବିଭିନ୍ନ ସମାଜ ସେବା କ୍ଷେତ୍ରରେ କାର୍ଯ୍ୟ କରି ଆସୁଥିବା ବେଳେ କରୋନା ଭଳି ସଙ୍କଟ ସମୟରେ ମଧ୍ୟ ଏହି ସଂଗଠନର  ଉସ୍ସର୍ଗୀକୃତ ସେବା କାର୍ଯ୍ୟକୁ ସହରବାସୀ ଊଚ୍ଚ ପ୍ରଶଂସା କରିଛନ୍ତି l ଜିଲ୍ଲା ପ୍ରଶାସନ ଓ  ଅନେକ ସଂଗଠନ ପକ୍ଷରୁ ଏହି ସଂଘ ଅନେକ ଥର ସମ୍ବର୍ଦ୍ଧିତ ବି ହୋଇଛି l ଆଜି ର ଏହି ଉତ୍ସବରେ ଡଃ ଚନ୍ଦାନୀଙ୍କ ସମେତ ସହର ତଥା ଜ଼ିଲ୍ଲା ର ବହୁ  ବୁଦ୍ଧିଜୀବୀ, ସ୍ବେଛାସେବୀ, ସାମ୍ବାଦିକ ଯୋଗ ଦେଇ ଆୟୋଜକ  ସଂଗଠନ ର ସ୍ବେଛାସେବୀ ଓ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଛନ୍ତି l ରେଗୁଲାର ଭାବେ ରକ୍ତ ଦାନ କରିଆସୁଥିବା  ଯୁବକ  ରାଧେଶ୍ୟାମ ପୁରୋହିତ ଙ୍କୁ ଅତିଥି ଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଛି l  ତାପସ ବେଉରା, ଅରୁଣ ମେହେର, ଚିତ୍ତରଞ୍ଜନ ଭୋଇ, ଜଗା ସେଠି, ସ୍ୱାଧୀନ ନାୟକ,

ପ୍ରମୁଖ ସମସ୍ତ ସଭ୍ୟ ଏ ଅବସରରେ ରେ ସହଯୋଗ କରିଥିଲେ l ପ୍ରକାଶ ଥାଉ କି ଯେ ପ୍ରତି ଗରିବ ଲୋକଙ୍କ ଅସମୟରେ ଦେବଦୂତ ଭଳି ଛିଡା ହୋଇ ସହଯୋଗ ର ହାତ ବଢ଼ାଉଥିବା ସହର ର ବିଶିଷ୍ଠ ସମାଜସେବୀ ତଥା ଏହି ସଂଗଠନ ର ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ ଏ ଅବସରରେ ଆଉଏକ ମାଗଣା ଭାଇକିଲ ସେବା 'ମହାପ୍ରୟାଣ 'ପାଇଁ ଏକ ବୋଲେରୋ ଗାଡି ଦାନ କରି ସ୍ବେଛାସେବୀ ଙ୍କୁ ଆହୁରି ଉତ୍ସାହିତ କରିଛନ୍ତି । ଶ୍ରୀ ମଲ୍ଲିକ ଙ୍କ ଏପରି ମହାନତା କୁ ଉପସ୍ଥିତ ଅତିଥି ତଥା ସମସ୍ତ ଜନସାଧାରଣ ଉଚ୍ଚ ପ୍ରଶଂସା କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ନର୍ଲା ଥାନା ଠାରେ ଗାନ୍ଧୀ ଜୟନ୍ତୀ ପାଳନ,ଓ ସଫେଇ କାର୍ଯକ୍ରମ   02-Oct-2026
  ଜିଲ୍ଲା  
ହରିଶ୍ଚନ୍ଦ୍ର ନାୟକଙ୍କ ଅଵସର କାଳୀନ ସମ୍ବର୍ଦ୍ଧନା ସଭା:ଜଣେ ନିଷ୍ଠାପର କର୍ମଚାରୀ ଭାବେ ସବୁଦିନେ ମନେ ରହିବେ-ଅଧ୍ୟକ୍ଷ   02-Oct-2026
  ଜିଲ୍ଲା  
ଏସୟୁସିଆଇ ( କମ୍ୟୁନିଷ୍ଟ) ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେସ କୁମାର ଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ   02-Oct-2026
  ଜିଲ୍ଲା  
ଗାନ୍ଧୀ ଜୟନ୍ତୀରେ ‘ଗ୍ରୀନ୍ ଟିଟିଲାଗଡ଼ କ୍ଲିନ୍ ଟିଟିଲାଗଡ଼’ ଅଭିଯାନ - ବିଧାୟକ କରାଇଲେ ସ୍ଵଚ୍ଚତାକୁ ନେଇ ଶପଥ ପାଠ   02-Oct-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ    02-Oct-2026
  ଜିଲ୍ଲା  
କଟକ ସଦର ବ୍ଲକ କଂଗ୍ରେସ କମିଟି ତରଫରୁ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ   02-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ ଠାରେ ଜାତୀୟ ସ୍ବେଚ୍ଛା କୃତ ରକ୍ତ ଦାନ ଶିବିର ଓ ସଚେତନତା ସଭା ଅନୁଷ୍ଟିତ   02-Oct-2026
  ଜିଲ୍ଲା  
ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ଓ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମର ସଫଳତା ଉପରେ ପ୍ରଶ୍ନବାଚୀ?   02-Oct-2026
  ଜିଲ୍ଲା  
*ଅକ୍ଟୋବର ୨ ନବରଙ୍ଗପୁର ଜିଲ୍ଲା ପ୍ରତିଷ୍ଠା ଦିବସ*   02-Oct-2026
  ଜିଲ୍ଲା  
ବିଶ୍ୱ ଜଳାତଙ୍କ ଦିବସରେ ସଚେତନତା ବାର୍ତ୍ତା, ଜଳାତଙ୍କରୁ ସୁରକ୍ଷା ପାଇଁ ସଚେତନ ହେବାକୁ ଆହ୍ୱାନ   02-Oct-2026
  ଜିଲ୍ଲା  
ହୀରାକୁଦ ର ଚର୍ଚ୍ଚିକା ରାନୀଙ୍କୁ ମିଳିଲା ଗ୍ଲୋବାଲ୍ ଆଇକନ୍ ଅଫ୍ ଇଣ୍ଡିଆ ର ସମ୍ମାନ |   02-Oct-2026
  ଜିଲ୍ଲା  
ଦୁର୍ଗାପୂଜା ଓ ଦୀପାବଳି ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   01-Oct-2026

You Might Also Like