-+91-9937148622 |

prerana_bgr@rediffmail.com |

  Monday 5th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ    (05-Oct-2026)       ||      କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   (05-Oct-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   (05-Oct-2026)       ||      *ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   (05-Oct-2026)       ||      ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   (05-Oct-2026)       ||      ବିଜେପୁର ନିର୍ବାଚନମଣ୍ଡଳୀର ଚାଷୀଙ୍କ ପାଇଁ ଖୁସିର ଖବର ଓଏଲଆଇସି ପକ୍ଷରୁ ୩୨ଟି ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ   (05-Oct-2026)       ||      ଆଗଲପୁର ଥାନା ରେ ନୂତନ ଥାନାଧିକାରୀ ଙ୍କ ଯୋଗଦାନ    (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (05-Oct-2026)       ||      ଗୁଡ଼ିଆ ସମାଜର ପୁସ୍ତକ ଉନ୍ମୋଚିତ    (05-Oct-2026)       ||      ବରଗଡ଼ ଜିଲ୍ଲା ଲେଖିକା ପରିଷଦ ପକ୍ଷରୁ ଗଙ୍ଗାଧର ଜୟନ୍ତୀ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ♦️ବରିଷ୍ଠ ସାମ୍ବାଦିକଙ୍କୁ ସମ୍ମାନିତ   (05-Oct-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମସ୍ୟା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା   (05-Oct-2026)       ||      ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   (04-Oct-2026)       ||      ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   (04-Oct-2026)       ||      ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   (04-Oct-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   (04-Oct-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   (04-Oct-2026)       ||     

HOME   ଜିଲ୍ଲା

ଦେଓଗାଁ ବ୍ଲକରେ କବିତା ଭୋଇଙ୍କ ପାଇଁ ପ୍ରଚାର କଲେ ନରସିଂହ ଆଦିବାସୀ ଓ ପଛୁଆବର୍ଗଙ୍କୁ ଧୋକା ଦେଇଛି ସରକାର- ନରସିଂହ

11-Feb-2022



ବଲାଙ୍ଗିର, (ଅନ୍ତର୍ଯ୍ୟାମୀ ସାହୁଙ୍କ ରିପୋର୍ଟ) ଦୀର୍ଘ ବର୍ଷରୁ ରାଜ୍ୟ ଓ କେନ୍ଦ୍ରରେ ବିଜେଡି ବିଜେପି ସରକାର ଗଢିଥିବା ସତ୍ୱେ ରାଜ୍ୟରେ ଥିବା ଆଦିବାସୀ ତଥା ପଛୁଆ ବର୍ଗର ଜୀବନ ଜୀବିକାରେ କୌଣସି ଉନ୍ନତି ହେଉ ନାହିଁ । ଉକ୍ତ ନିର୍ବାଚନରେ ଉଭୟ କେନ୍ଦ୍ର ଓରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ପଛୁଆବର୍ଗ ନିର୍ବାଚନୀ ସଂରକ୍ଷଣରୁ ବାଦ ପଡିଛନ୍ତି । ଏହି ଉଭୟ ବର୍ଗର ଲୋକେ ତାଙ୍କ ପ୍ରତି ହୋଇଥିବା ଧୋକାବାଜିକୁ ଠିକ ଭାବେ ବୁଝି ଏହି ତ୍ରିସ୍ତରିୟ ନିର୍ବାଚନରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଉଚିତ ଜବାବ ଦିଅନ୍ତୁ । ତା ସହ କଂଗ୍ରେସ ପ୍ରାଥିନୀ ସବିତା ଭୋଇଙ୍କୁ ହାତ ଚିହ୍ନରେ ବୁପୁଳ ମାତ୍ରାରେ ଭୋଟ ଦାନ କରି ବିଜୟୀ କରନ୍ତୁ ବୋଲି ଆଜି ଦେଓଗାଁ ବ୍ଲକ ଜୋନ ୧୨ରେ ନିର୍ବାଚନୀ ପ୍ରଚାର ସମୟରେ  ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଜନସାଧାରଣଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ଦେଓଗାଁ ବ୍ଲକ ଜୋନ ୧୨ର ପିଲାତିମହୁଲ,ସୁନାରିଜୋର, ଡୁମେରପିଟା, ରାମଚନ୍ଦ୍ରପୁର, ଖଲିଆପାଲି ଓ ସିଂହାମୁଣ୍ଡା ଗ୍ରାମରେ କଂଗ୍ରେସ ପ୍ରାଥିନୀ ସବିତା ଭୋଇଙ୍କ ପାଇଁ ପ୍ରଚାର ସମୟରେ ଶ୍ରୀ ମିଶ୍ର ଆହୁରି  କହିଛନ୍ତି ଯେ, ସ୍ୱାଧିନତା ପରଠୁ ହିଁ ସମାଜର ଦଳିତ ଓ ପଛୁଆ ବର୍ଗଙ୍କ ବିକାଶ ସପକ୍ଷରେ କଂଗ୍ରେସ ଦଳ

କାମ କରି ଆସିଛି । ସେମାନଙ୍କ ଉନ୍ନତିକୁ ଆହୁରି ଦୃତଗାମୀ କରିବା ପାଇଁ କଂଗ୍ରେସ ଦଳ ବିଭିନ୍ନ ବର୍ଗରେ ଦଳିତ ଆଦିବାସୀଙ୍କ  ପାଇଁ ସଂରକ୍ଷଣ ବ୍ୟବସ୍ଥା ଆରମ୍ଭ କରିଥିଲା । ଫଳରେ କଂଗ୍ରେସ ଅମଳ ସମୟରେ ସମାଜର ଏହି ଉଭୟ ବର୍ଗର ବେଶ ଉନ୍ନତି ପରିଲକ୍ଷିତ ହୋଇଥିଲା । କିନ୍ତୁ ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ଗାଦିରେ ବସିଥିବା ଉଭୟ ସରକାର ଙ୍କୁ ବୋଧେ ଏହା ବରଦାସ୍ତ ହେଲା ନାହିଁ ।  ବିଜେଡି ଓ ବିଜେପି ଦଳ ସରକାରକୁ ଆସିଲା ପରେ ଆଦିବାସୀ ଓ ପଛୁଆ ବର୍ଗଙ୍କ ପ୍ରତି ତାଙ୍କର ଦମନ ଲିଳା ଆରମ୍ଭ କଲେ । ବିଗତ ଦିନରେ ତାହାର ଅନେକ ଉଦାହରଣ ବିଶ୍ୱ ଦରବାରରେ ନିନ୍ଦିତ ହୋଇଛି ।  ହଜାର ହଜାର ବର୍ଷ ଧରି ସମାଜରେ ଶୋଷିତ ନଷ୍ପେଷିତ ହୋଇଥିବା ଦଳିତ ବର୍ଗକୁ ଅନ୍ୟ ବର୍ଗମାନଙ୍କ ସହିତ ସମକକ୍ଷ କରିବା ପାଇଁ ଅଣାଯାଇଥିବା ସଂରକ୍ଷଣ ବ୍ୟବସ୍ଥାକୁ ବନ୍ଦ କରିଦେବା ପାଇଁ ଷଡଯନ୍ତ୍ର କଲେ । ବର୍ତ୍ତମାନ ନିର୍ବାଚନରେ ପଛୁଆ ଆଦିବାସୀମାନଙ୍କ ସାମ୍ବିଧାନିକ ଅଧିକାର ସଂରକ୍ଷଣ ବ୍ୟବସ୍ଥାରୁ ତାଙ୍କୁ ବାଦ ଦେବା ଏହାର ଜ୍ୱଳନ୍ତ ଉଦାହରଣ । ଉଭୟ ବିଜେପି ଓ ବିଜେଡି ଦଳ ପଛୁଆବର୍ଗଙ୍କ ସରଳତାର ସୁଯୋଗ ନେଇ ସେମାନଙ୍କ ସାମ୍ବିଧାନିକ ଅଧିକାର ଲୁଣ୍ଠନ କରୁଛନ୍ତି । ତେଣୁ  ସମାଜର ଆଦିବାସୀ ତଥା ପଛୁଆବର୍ଗ ଏହି ଦଳମାନଙ୍କ ପ୍ରକୃତି ତଥା ପ୍ରବୃତ୍ତିକୁ ହୃଦୟଙ୍ଗମ କରନ୍ତୁ ।  ସମାଜର ଗରିବ ପଛୁଆ ବର୍ଗଙ୍କ ହିତରେ ମନରେଗା, ଶିକ୍ଷା ଅଧିକାର ଆଇନ ଓ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରି ଗରିବ, ପଛୁଆ ଓ ଆଦିବାସୀଙ୍କ କାମ କରି ଆସିଥିବା କଂଗ୍ରେସଦଳ କୁ ଏଥର ଜନାଦେଶ ଦିଅନ୍ତୁ ବୋଲି ଶ୍ରୀ ମିଶ୍ର ନିବେଦନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ଉମା ଶଙ୍କର ପଣ୍ଡା, ବ୍ଲକ ସଭାପତି ରାମଜୀ ଚୌଧୁରି, କାନ୍ତେଶ୍ୱର ପ୍ରଧାନ, ସଂକିର୍ତ୍ତନ ବାଗ ଓ ଭାଗ୍ୟବାନ କର୍ମି ପ୍ରମୁଖ ଉପସ୍ଥିତ ଥିଲେ । 


News Comment




Photo in News

Advertisment
Lastest News
  ରାଜ୍ୟ  
ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ   05-Oct-2026
  ଜିଲ୍ଲା  
କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   05-Oct-2026
  ଜିଲ୍ଲା  
ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   05-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   05-Oct-2026
  ଜିଲ୍ଲା  
ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   05-Oct-2026
  ଜିଲ୍ଲା  
ବିଜେପୁର ନିର୍ବାଚନମଣ୍ଡଳୀର ଚାଷୀଙ୍କ ପାଇଁ ଖୁସିର ଖବର ଓଏଲଆଇସି ପକ୍ଷରୁ ୩୨ଟି ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ   05-Oct-2026
  ଜିଲ୍ଲା  
ଆଗଲପୁର ଥାନା ରେ ନୂତନ ଥାନାଧିକାରୀ ଙ୍କ ଯୋଗଦାନ   05-Oct-2026
  ଜିଲ୍ଲା  
ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   05-Oct-2026
  ଜିଲ୍ଲା  
ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   05-Oct-2026
  ରାଜ୍ୟ  
ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   05-Oct-2026
  ଜିଲ୍ଲା  
ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   05-Oct-2026
  ଜିଲ୍ଲା  
ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ   05-Oct-2026

You Might Also Like