-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
13-Nov-2020
କଟକ, (ଦୀପକ ଷଡଙ୍ଗୀ) କୋଭିଡ୍ ଗାଇଡଲାଇନ ଅନୁଯାୟୀ ଆଜି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି କୁଳଗାଁଇଶାଳୋ ହାଣ୍ଡିଭଙ୍ଗା ମେଡିକାଲ ପାଖରେ "ଓଡିଶା ଆଦର୍ଶ ବିଦ୍ୟାଳୟର" ଶୁଭ ଶିଳାନ୍ୟାସ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଶୁଭ ଶିଳାନ୍ୟାସରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତିରାଜ, ପାନୀୟଜଳ, ଗ୍ରାମ-ନଗର ଉନ୍ନୟନ, ଓ ଆଇନ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଯୋଗଦେବାକୁ ଯାଉଛନ୍ତି । ମାନ୍ୟବର ମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ହେବେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ସଦସ୍ୟ ଓ ସଦସ୍ୟା ମାନଙ୍କୁ କୋଭିଡ୍ ନିୟମ ଅନୁଯାୟୀ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ପାଇଁ କୁହାଯାଇଛି*କୋଭିଡ୍ ଗାଇଡଲାଇନ ଅନୁଯାୟୀ ଆଜି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି କୁଳଗାଁଇଶାଳୋ ହାଣ୍ଡିଭଙ୍ଗା ମେଡିକାଲ ପାଖରେ "ଓଡିଶା ଆଦର୍ଶ ବିଦ୍ୟାଳୟର" ଶୁଭ ଶିଳାନ୍ୟାସ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଶୁଭ ଶିଳାନ୍ୟାସରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତିରାଜ, ପାନୀୟଜଳ, ଗ୍ରାମ-ନଗର ଉନ୍ନୟନ, ଓ ଆଇନ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଯୋଗଦେବାକୁ ଯାଉଛନ୍ତି । ମାନ୍ୟବର ମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ହେବେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ସଦସ୍ୟ ଓ ସଦସ୍ୟା ମାନଙ୍କୁ କୋଭିଡ୍ ନିୟମ ଅନୁଯାୟୀ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ପାଇଁ କୁହାଯାଇଛି!!