-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
21-Jan-2022
ପଦ୍ମପୁର:-ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ବ୍ଳକ ଅଧିନସ୍ଥ ବାଦିକଟା ଗ୍ରାମପଞ୍ଚାୟତ ର ସରପଞ୍ଚ ପଦବୀ ପାଇଁ ଶ୍ରୀମତୀ ସବିତା ସାହୁ ତାଙ୍କ ମନୋନୟନ ପତ୍ର ବାଦିକଟା ଇଆରଓ ଙ୍କୁ ପ୍ରଦାନ କରିଛନ୍ତି lଶ୍ରୀମତୀ ସାହୁ ଙ୍କୁ ଗ୍ରାମପଞ୍ଚାୟତ ଅଞ୍ଚଳ ରେ ଯାଉଥିବା ସମସ୍ତ ଗ୍ରାମବାସିନ୍ଦା ଭଲ ଋପେ ଜାଣନ୍ତି lଲୋକଙ୍କ ସୁଖଦୁଃଖ ରେ ସଦାସର୍ବଦା ସମର୍ପିତ ହୋଇ ପ୍ରାଣ ପଣେ ଚେଷ୍ଟା କରନ୍ତି ତାର ସମସ୍ୟା ର ସମାଧାନ ପାଇଁ l ଏଠାରେ ସୁଚାଇ ଦେବାକୁ ଚାହୁଁଯେ,ବାଦିକଟା ଗ୍ରାମପଞ୍ଚାୟତ ର ବିଜୁ ଜନତା ଦଳ ର ସଭାପତି ତଥା ତୁଙ୍ଗ ନେତା ଶ୍ରୀମାନ କ୍ଷୀତି ସାହୁ ଙ୍କ ଧର୍ମପତ୍ନୀ ଅଟନ୍ତି l