-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
12-Nov-2020
ନୂଆ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ଆଗାମୀ ୨ବର୍ଷ ଯାଏଁ ନୂଆ କର୍ମଚାରୀଙ୍କ ପିଏଫ୍ ଦେବ କେନ୍ଦ୍ର । ପିଏଫର ସମ୍ପୂର୍ଣ୍ଣ ୨୪ % ସବସିଡି ରୂପେ ଦେବେ । ଏହା ୧ ଅକ୍ଟୋବର ୨୦୨୦ରୁ ଲାଗୁ କରିବାକୁ ନିଷ୍ପତ୍ତି । ହଜାରରୁ ଅଧିକ କର୍ମଚାରୀ ଥିବା ସଂସ୍ଥାରେ ନୂଆ ଚାକିରିଆଙ୍କୁ ମିଳିବ ପିଏଫ୍ ।
ନୂଆ କର୍ମଚାରୀଙ୍କ ୧୨% ପିଏଫ୍ ଦେବେ ସରକାର । ସରକାର ଏ ନିଷ୍ପତ୍ତିରେ ପ୍ରାୟ ୯୫% ସଂସ୍ଥାର କର୍ମଚାରୀ ଲାଭ ପାଇବେ ।