-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
17-Jan-2022
ବୌଦ୍ଧ (ପ୍ରେରଣା ଖବର) : ଆଶ୍ରୟ ପରିଚାଳକଙ୍କ ଅନୁରୋଧ କ୍ରମେ କୋଭିଡ ମ୍ୟାନେଜମେଣ୍ଟ ଟିମ୍ ,ଡି ଏଚ୍ ଏଚ୍ ବୌଦ୍ଧ ଙ୍କ ଦ୍ଵାରା ୧୭ ଜଣ ଅନ୍ତେବାସୀଙ୍କ ର ଏନଟିଜେନ ଟେଷ୍ଟ କରାଯାଇଛି l ସେମାନଙ୍କ ମଧ୍ୟରୁ ୩ ମହିଳାଙ୍କର କରୋନା ପଜିଟିଭ୍ ଥିବାର ଚିହ୍ନଟ କରାଗଲା l
ଏ କାର୍ଯ୍ୟକ୍ରମରେ ଡି ଏଚ୍ ଏଚ୍, ବୌଦ୍ଧ ଙ୍କ ପକ୍ଷରୁ ଶୈଳବାଳା ମ୍ୟାଡମ୍ ଓ ସାଥୀ ମାନଙ୍କ ସହ ୟୁ ଏଲ୍ ବି ବୌଦ୍ଧ ଙ୍କ ତରଫରୁ ସି ଏମ୍ ଏମ୍ ୟୁ ରହେମାନ ସାର୍ ଉପସ୍ଥିତ ରହି ଅନ୍ତେବାସୀଙ୍କୁ ଉତ୍ସାହିତ କରିଥିବାରୁ ପରିଚାଳକ, "ଆଶ୍ରୟ'' ପକ୍ଷ ରୁ ଧନ୍ଯବାଦ ପ୍ରଦାନ କରାଯାଇଛି l