-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
13-Jan-2022
କଣ୍ଟାବାଞ୍ଜି(ଆନନ୍ଦ ମୋଟେ) ତୁରେକେଲା ବ୍ଲକ ଚଟୁଅନକା ଗ୍ରାମ ଠାରେ ସଂସ୍କୃତି ଐତିହ୍ୟ ପରମ୍ପରା ସୁରକ୍ଷା ପାଇଁ ରାଜ ଗଣ୍ଡ ସୋମବଂଶୀୟ ଶ୍ରୀ ଶ୍ରୀ ବୁଢ଼ାଦେଓ ଙ୍କ ୧୦୨ତମ ପୂଜା ଦୁଇ ଦିନ ଧରି ମହା ସମାରୋହରେ ପାଳିତ ହୋଇଯାଇଛି। ପୁଜା ପୀଠ ସ୍ଥଳରେ ବୁଢ଼ାଦେଓ, ଲିଙ୍ଗାଦେଓ, ଜଙ୍ଘାଦେଓ, କୁନ୍ଦାଦେଓ,ଓ ସମସ୍ତ ଦେବଦେବୀଙ୍କୁ ପୁଝାରୀମାନେ ପୂଜାର୍ଚ୍ଚନା କରିଥିଲେ । କରୋନା କଟକଣା କୁ ମାନି ଏହୀ ପୂଜା ଶାନ୍ତି ପୂର୍ଣ୍ଣ ଭାବେ ପାଳିତ ହୋଇଥିଲା।