-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
11-Nov-2020
ବଲାଙ୍ଗୀର, (ପ୍ରେରଣା ଖବର) - ଚାଷୀ ଓ ମହିଳାଙ୍କ କାଗଣପତ୍ର ଜାଲିଆତି କରି କୋଟି କୋଟି ଟଙ୍କାର ଜିଏସଟି ଠକେଇ ଘଟଣା । ଅନ୍ୟତମ ଅଭିଯୁକ୍ତ ବରଗଡ଼ ଜିଲ୍ଲା ଗାଇସିଲେଟର ଅଶୋକ କଲେଟ ଗିରଫ । ଗତ କାଲି ମାଆ ପୁଅ ଯୋଡିକୁ ଗିରଫ କରି ଜେଲ ପଠେଇ ଥିଲା ଟାଉନ ଥାନା ପୋଲିସ ।