-+91-9937148622 |
prerana_bgr@rediffmail.com |
Tuesday 16th June 2026 |
R.N.I. Regd No. ODIODI/2010/46693
Breaking News
26-Dec-2021
କୋଦଳା(ଉମା ମହାରଣା) // କୋଦଳା ଲଷ୍ମୀନାରାୟଣ କଲେଜ ତରଫରୁ ପୋଷ୍ୟ ଗ୍ରାମ ଶୂନ୍ୟ ରାମଚନ୍ଦ୍ରପୁର ଠାରେ ଉନିଟ୍ ୧ ର ପ୍ରୋଗ୍ରାମ ଅଫିସର୍ ଶ୍ରୀ ସାଗର ଚାନ୍ଦ୍ ପାତ୍ର ଙ୍କ ଦ୍ଵାରା ଏହି ଶିବିର ଚାଲୁ ରହିଥିବା ବେଳେ ପରିଚାଳନା ପରିଷଦ ର ସଭାପତି ଶ୍ରୀ ସ୍ ସୂର୍ଯୟନାରାୟଣ ଦୋରା ମୁଖ୍ୟ ଅଥିତି ଭାବେ ଯୋଗ ଦେଇଥିଲେ ସେହିପରି ଲଷ୍ମୀନାରାୟଣ କଲେଜ ର ଅଧ୍ୟକ୍ଷ ଶ୍ରୀ ରଘୁନାଥ ମୁଦୁଲି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସ୍ବେଛସେବୀ ମାନକୁ ବିଭିନ୍ନ ଉପଦେଶ ଦେଇଥିଲେ ଆଗାମୀ ଦିନରେ ହେବାକୁ ଥିବା ଉନ୍ନୟନ କାର୍ଯ୍ୟ କୁ ସୂଚାର ରୁପେ କରିବା ପାଇଁ ନିଷ୍ପତିହୋଇଥିଲା ,ଏହି କାର୍ଯ୍ୟକ୍ରମ ୭ ଦିନ ଧରି ଚାଲୁରହିବ ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ପରିଶେଶ ରେ ଧନ୍ୟବାଦ୍ ଅର୍ପଣ ସହ ସଭା ସାଙ୍ଗ ହୋଇଥିଲା ।