-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର ର ବରିଷ୍ଠ ସାମ୍ବାଦିକ ଗୁରୁତର - ଅସୁସ୍ଥ ହୋଇ ବୁର୍ଲା ସ୍ଥାନାନ୍ତର - ଖୋଦ ଭୀମସାର ନିର୍ଦ୍ଧେଶକ ପହଂଚି ଆଜି ସ୍ୱାସ୍ଥ୍ୟବସ୍ଥା ବୁଝିଲେ

25-Dec-2021



ସୁବର୍ଣ୍ଣପୁର // ସୁବର୍ଣ୍ଣପୁରର ବରିଷ୍ଠ ସାମ୍ବାଦିକ ତଥା  ଓଡିଶା ସାମ୍ବାଦିକ ସଂଘ ଦ୍ୱାରା ଆଜୀବନ ପେନସନ ପାଉଥିବା ବିନୟ ରଞ୍ଜନ ପ୍ରଧାନ ଗତ ଗୁରୁବାର ସନ୍ଧ୍ୟାରେ ହଠାତ ଅସୁସ୍ଥତା ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲା ସଦର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ l କାଡିଓଲୋଜି ସମସ୍ୟା ଯୋଗୁଁ ସେ ଗୁରୁତର ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିବାବେଳେ ତାଙ୍କର  ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବିଳମ୍ବିତ ରାତିରେ ତାଙ୍କୁ ବୁର୍ଲା ଭୀମସାର କୁ ରେଫର କରାଯାଇଥିଲା l ସାମ୍ବାଦିକ ଶ୍ରୀ ପ୍ରଧାନଙ୍କ ସ୍ତ୍ରୀ କିଛି ବର୍ଷ ଆଗରୁ ମୃତ୍ୟୁବରଣ କରିଥିବା ବେଳେ ଏବେ କେବଳ ନିଜ ବିଧବା ଝିଅ ଓ ନାତୁଣୀ ଅଛନ୍ତି l ଓଡିଶା ସାମ୍ବାଦିକ ସଂଘ ( ଓଜେୟୁ )  ରାଜ୍ୟ ସମ୍ପାଦକ ରାଜ କିଶୋର ତ୍ରିପାଠୀ, ସୁବର୍ଣ୍ଣପୁର ଜିଲ୍ଲା ଶାଖାର ସଭାପତି ମନୋରଞ୍ଜନ ତ୍ରିପାଠୀ ଓ ସମ୍ପାଦକ ମହାଦେବ ମଲ୍ଲିକ ଓ ଡାକ୍ତରୀ ଦଳଙ୍କ ସହଯୋୋଗ ରେ ଗୁରୁବାର ବିଳମ୍ବିତ ରାତିରେ ବୁର୍ଲାକୁ ପଠାଇବାର ବ୍ୟବସ୍ଥା କରାଯାଇଥିବା ବେଳେ ତାଙ୍କ ଆଶୁ ଚିକିତ୍ସା ଓ ସମସ୍ତ ସହଯୋଗ ପାଇଁ ରାଜ୍ୟ ସଂଘ ର ସାଙ୍ଗଠନିକ ସମ୍ପାଦକ ସୁଶାନ୍ତ ମହାପାତ୍ରଙ୍କ ସମେତ ସମ୍ବଲପୁର ଓଜେୟୁ ଶାଖା ସମ୍ପାଦକ ଓ କର୍ମକର୍ତ୍ତା ପ୍ରତିଦିନ ଭୀମସାର ନିର୍ଦ୍ଧେଶକଙ୍କ ସହିତ ଯୋଗାଯୋଗ ରଖିଛନ୍ତି l  ଶ୍ରୀ ପ୍ରଧନଙ୍କ ହୃଦଜନିତ ସମସ୍ୟା ଥିବା ହେତୁ ତାଙ୍କୁ ଆଜି  ଭୀମସାର  ନିର୍ଦେଶକ ଡକ୍ଟର ସୁନୀଲ ଶର୍ମା ଙ୍କ ଉପସ୍ଥିତିରେ ମେଡ଼ିସିନ ବିଭାଗରୁ କାଡିଓଲୋଜି  ବିଭାଗର ୧୬ ନମ୍ବର ବେଡ଼କୁ ସ୍ଥାନାନ୍ତରିତ କରାଯାଇ  ଶ୍ରୀ ପଧାନଙ୍କ ସ୍ୱାସ୍ଥ୍ୟlବସ୍ଥା ଉପରେ ବୁର୍ଲା ଡାକ୍ତରୀ ଦଳ ତୀକ୍ଷ୍ଣ ନଜର ରଖିଥିବା  ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ବିଷୟ ବୁର୍ଲା ମେଡିକାଲରୁ ସମ୍ବଲପୁର ଶାଖା  ସମ୍ପାଦକ ସରୋଜ ସାହୁଙ୍କ ଠାରୁ ପ୍ରକାଶ କରିଛନ୍ତି । ଶ୍ରୀ ପଧାନଙ୍କ 

ଆଶୁ ଆରୋଗ୍ୟ କାମନା କରି ଓଡିଶା ସାମ୍ବାଦିକ ସଂଘର ସମସ୍ତ ସଦସ୍ୟ ନିଜ ନିଜ ଜ଼ିଲ୍ଲାରୁ ଶୁଭକାମନା  ଜଣାଇ ସବୁ ଠାରେ ପୂଜା ଅର୍ଚନା ମଧ୍ୟ କରୁଥିବା ଜଣା ଯାଇଛି l  ଭୀମସାର ନିର୍ଦ୍ଧେଶକଙ୍କ ପରିଦର୍ଶନ,  ସଂଘର  ସାହାଯ୍ୟ, ଶୁଭେଚ୍ଛା ଓ ଏକତା ପାଈଁ ଶ୍ରୀ ପଧାନଙ୍କ ଉତ୍ସାହ ଦ୍ବିଗୁଣିତ ହୋଇଥିବା ଦେଖିବାକୁ ମିଳିଛି l ପ୍ରକାଶ ଥାଉ କି ଯେ ୨୦୧୧ ଓ ୨୦୧୯ ରେ ମଧ୍ୟ ଶ୍ରୀ ପଧାନଙ୍କ ହୃଦଘାତ ସମସ୍ୟା ଓ  ଚିକିତ୍ସା ବେଳେ ବୁର୍ଲା ମେଡିକାଲ ଊଚ୍ଚ କର୍ତୃପକ୍ଷ ଓ ଡା. ଶ୍ରୀ ଶର୍ମା ସମସ୍ତ ସହାୟତା ପ୍ରଦାନ କରିଥିବା ବିଷୟ ସୁବର୍ଣ୍ଣପୁର ଶାଖା ପକ୍ଷରୁ ପ୍ରକାଶ ପାଇଛି l ଏବଂ  ଦୁସ୍ଥ ସାମ୍ବାଦିକ  ଓ  ସମସ୍ତ  ସାମ୍ବାଦିକ ଙ୍କୁ ଉତ୍ତମ ଚିକିତ୍ସା ଓ ସହାୟତା ଯୋଗୁଁ  ଓଡ଼ିଶା ସାମ୍ବାଦିକ ସଂଘ ର ରାଜ୍ୟ ନୂତନ ସଭାପତି ଶ୍ରୀ ଶଶୀ ଭୂଷଣ
 ପ୍ରହରାଜ, ସୁବର୍ଣ୍ଣପୁର,  ସମ୍ବଲପୁର ଶାଖା ସମେତ  ରାଜ୍ୟ ସଂଘ ପକ୍ଷରୁରୁ  ଭୀମସାର  ନିର୍ଦେଶକ ଓ ଡା, ଶ୍ରୀ ଶର୍ମା ଙ୍କୁ କୃତଜ୍ଞତା ଜଣାଯାଇଛି l


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like