-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
09-Nov-2020
ସଇଁତଳା, ବଲାଙ୍ଗୀର ଜିଲ୍ଲା ସଇଁତଳା ପଞ୍ଚାୟତ ତରଫରୁ ସ୍ଥାନୀୟ ସରସ୍ୱତି ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସରପଞ୍ଚ ଭୀମସେନ ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ପ୍ରଧାନ ଆଚାର୍ଯ୍ୟ ହେମନ୍ତ ଭୋଇ, ପରିଚାଳନା କମିଟି ସଂପାଦକବିଜୟ ଭୋଇ, ଆଇନଜୀବୀ ଯୁବରାଜ ରଣାଙ୍କ ସମେତ ଗଣେଶ ଜାଲ, ସୁମିତା ନନ୍ଦ, ଶାରଦା ନନ୍ଦ, ଭୀମସେନ ପ୍ରଧାନ ପ୍ରମୁଖ ବୃକ୍ଷରୋପଣ କରିଥିଲେ ।