-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME    ଅନ୍ୟାନ୍ୟ

ସଂକ୍ଷେପରେ ମୁଖ୍ୟ ଖବର

09-Nov-2020



୧.ଦୀର୍ଘ ସମୟ ପରେ ଏଥର ଦୀପାବଳି ଅବସରରେ ନଭେମ୍ବର ୧୫କୁ ଥିଏଟରରେ ରିଲିଜ୍‌ ହେବ ଫିଲ୍ମ ‘ସୁରଜ ପେ ମଙ୍ଗଲ ଭାରୀ’ ।

 

୨.କଂଗ୍ରେସ ସଭବନରୁ ବାହାରିଥିବା କଂଗ୍ରେସର ‘କ୍ଷେତି ବଞ୍ଚାଓ’ ରାଲି କଟକରେ ପହଞ୍ଚିବା ପୂର୍ବରୁ ଅଟକାଇଲା ପୋଲିସ । ଗୋପାଳପୁର ନିକଟରେ କଂଗ୍ରେସ କର୍ମୀଙ୍କୁ ପୋଲିସ ଅଟକାଇଛି । ସହରରେ ଭିଡ଼ ହେବା ଆଶଙ୍କାରେ ପୋଲିସ ଏହି ପଦକ୍ଷେପ ନେଇଛି ।

 

୩.ଚଳିତ ବର୍ଷ ଭୁବନେଶ୍ବରରେ ହେବନାହିଁ ବାଲିଯାତ୍ରା, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ।

 

୪.ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ଓଡ଼ିଶା ଲଳିତକଳା ଏକାଡେମୀର ପୂର୍ବତନ ସଭାପତି ଶିବ ପାଣିଗ୍ରାହୀଙ୍କ ପରଲୋକ ।

 

୫.ଖୋଲୁଛି ବଲିଉଡର ଡ୍ରଗ୍ସ ଗୁମର,ବଲିଉଡ ଡ୍ରଗ୍ସ ଲିଙ୍କ୍ ମାମଲାରେ ଲୋକପ୍ରିୟ ନାୟକ ଅର୍ଜୁନ ରାମପାଲଙ୍କ ଘରେ ଏନସିବିର ରେଡ ।

 

 ୬.ସୁପରଷ୍ଟାର ଚିରଞ୍ଜୀବୀ କରୋନା ପଜିଟିଭ୍ ।

 

୭.ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲା: ପୁଲିସ ଡିଜିଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ ଦେଲେ ହାଇକୋର୍ଟ ।

 

 ୮.ଦିଲ୍ଲୀରେ ରେକର୍ଡ ଭାଙ୍ଗିଲା କରୋନା: ଗୋଟିଏ ଦିନରେ ୭ ହଜାର ୭୪୫ ନୂଆ ଆକ୍ରାନ୍ତ ଚିହ୍ନଟ ।

 

 ୯.କଟକ ଜଗତପୁର ଅଂଚଳରେ କମିଶନରେଟ ପୁଲିସର ରେଡ । ଲକ୍ଷାଧିକ ଟଙ୍କାର ବାଣ ଜବତ, ୩ ଅଟକ ।

 

 ୧୦.ଯୁକ୍ତରାଷ୍ଟ୍ର ଆମେରିକା ଆନୁକୂଲ୍ୟରେ ପ୍ରତିବର୍ଷ ନଭେମ୍ବର‌୍‌ ୯ ତାରିଖରେ ପାଳନ କରାଯାଉଛି ‘ବିଶ୍ବ ମୁକ୍ତି ଦିବସ’।

 

 ୧୧.ନଭେମ୍ବର ୧୨ ରେ ଜେଏନ୍‌ୟୁ କ୍ୟମ୍ପସ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ।

 

 ୧୨.ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ଆଜି ଭସାଣି ।

 

 ୧୩.ଭଦ୍ରକ:ଡ୍ୟୁଟିରେ ଥିବାବେଳେ OSAPର ୩ଜଣ ଯବାନ ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି।

 

 ୧୪.ଦିନିକିଆ ଓଡ଼ିଶା ଗସ୍ତରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲା କୁମାର, ଭୁବନେଶ୍ବରରେ ‘ଚାଷ ବଞ୍ଚାଅ’ ରାଲିରେ ଯୋଗଦେବା କାର୍ଯ୍ୟକ୍ରମ*

 

 ୧୫.ଖୋର୍ଦ୍ଧା ସାରୁଅ ସ୍ଥିତ ତରଙ୍ଗ ଷ୍ଟୁଡିଓରେ କାମ କରୁଥିବା ଠିକା ଶ୍ରମିକଙ୍କ ଧାରଣା ନବମ ଦିନରେ ପହଞ୍ଚିଛି । ନିଜର ହକ୍ ଯଥା ସ୍ଥାୟୀ ନିଯୁକ୍ତି*

 

 ୧୬.ପୁରୀ:ଶ୍ରୀମନ୍ଦିରର ୮ଟି ଦ୍ବାରାରେ ରୂପା ଛାଉଣୀ କରାଯିବ । ଏ ନେଇ ଅପରାହ୍ନ ୪ଟାରେ ନୀଳାଦ୍ରି ଭକ୍ତ ନିବାସରେ ଦ୍ଵିତୀୟ ବୈଠକ ବସିବ ।

 

 ୧୭.ସିମଲା: ସ୍କୁଲ୍‌ ଖୋଲିବାର କିଛିଦିନ ପରେ ୬୭ ଛାତ୍ରଛାତ୍ରୀଙ୍କ ସହିତ ୨୫ ସ୍କୁଲ୍‌ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

 

 ୧୮.ଭାରତ ପାଇଁ ହିତକର ସାବ୍ୟସ୍ତ ହୋଇପାରନ୍ତି ଜୋ ବାଇଡେନ୍ : ପରମାଣୁ ବୁଝାମଣା ସହ ଅନ୍ୟାନ୍ୟ ମାମଲାରେ କରି ଆସିଛନ୍ତି ସହଯୋଗ ।

 

 ୧୯.ଆଜି ମଧ୍ୟ ରାତ୍ରରୁ ନଭେମ୍ବର ୩୦ ଯାଏ ଦିଲ୍ଲୀ ବାଣ ଫୁଟାଇବା ଓ ବିକ୍ରି ଉପରେ ନ୍ୟାସ୍‌ନାଲ୍‌ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ (NGT) ସମ୍ପୂର୍ଣ୍ଣ ଭାବେ ବ୍ୟାନ୍‌ ଲଗାଇଛନ୍ତି।

 

 ୨୦.ସଙ୍କଟରେ ରାଜ୍ୟ ଅର୍ଥନୀତି,୨%ଖସିବ ଅଭିବୃଦ୍ଧି,କମିବ ୨୫% ରାଜସ୍ବ। ନିଅଣ୍ଟ ସମ୍ଭାଳିବାକୁ ୠଣ ଭରସା।

 

୨୧.ସୁନ୍ଦରଗଡ଼: ଶିଳ୍ପପତି ପ୍ରଦିପ କୁଣ୍ଡଙ୍କୁ ଅପହରଣ,କୋଟିଏ ଟଙ୍କା ଦାବି। ସ୍ତ୍ରୀଙ୍କୁ ଅପହର୍ତ୍ତାଙ୍କ ଧମକପୂର୍ଣ୍ଣ ଫୋନ୍।

 

୨୨.ଏକଲବ୍ୟ ପୁରସ୍କାର ପାଇବେ ମହିଳା ହକି ଖେଳାଳି ନମିତା ଟପ୍ପୋ।

 

୨୩.ସୋନପୁରରେ ସର୍ବନିମ୍ନ ୯.୬ଡିଗ୍ରୀ ; ୫ଟି ସ୍ଥାନରେ ୧୨ଡିଗ୍ରୀ ତଳେ ପାରଦ।

 

୨୪.CDS ପରୀକ୍ଷାରେ ଅଦିତି ଆଣିଲେ ଗୈ।ରବ, ଢେଙ୍କାନାଳ ଝିଅ ଦେଶର ଟପ୍ପର।

 

୨୫.ଫୁୁଲବାଣୀ ଓ ଦାରିଙ୍ଗବାଡ଼ିରେ ଶୀତଲହରୀ : ସକାଳୁ ଘନ କୁହୁଡି, ଦିନକରେ ତାପମାତ୍ରା ୬ ଡିଗ୍ରୀ କମିଲା।

 

୨୬.ଓଡ଼ିଶାର ପ୍ରଯୋଜନା ସଂସ୍ଥା ଗୋଲଡେନ ଟ୍ରାଏଙ୍ଗଲ ଦ୍ୱାରା ନିର୍ମିତ ଚଳଚ୍ଚିତ୍ର ‘ଦ ଚେକ୍‍ ପୋଷ୍ଟ’ ଓସ୍କାର ଦୈ।ଡରେ ସାମିଲ।

 

୨୭.ଅନୁଭବ-ବର୍ଷା ବିବାହବିଚ୍ଛେଦ ମାମଲା : ସୁପ୍ରିମକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ଆପୋସ ଆଲୋଚନା ୧୫ରେ‌।

 

୨୮.IPL-୨୦୨୦ : ସନରାଇଜର୍ସକୁ ହରାଇ ଫାଇନାଲରେ ଦିଲ୍ଲୀ; ମୁମ୍ବାଇ ସହ ହେବ ମୁକାବିଲା।

 

୨୯.କୋଲକାତାରେ ପରିଦର୍ଶକଙ୍କ ଲାଗି ମଙ୍ଗଳବାର ଖୋଲିବ ଭିକ୍ଟୋରିଆ ମେମୋରିଆଲ। 

 

୩୦.ଗୁଜରାଟ:ସ୍ମାର୍ଟ ଠକ, ନକଲି ସୁନା ବନ୍ଧକ ଦେଇ ୧୦ ବ୍ୟାଙ୍କରୁ ୪୧ ଥର ଋଣ।‌

 

୩୧.ଜମ୍ମୁ ଓ କଶ୍ମୀରରେ ଏନକାଉଣ୍ଟର ୪ ଜବାନ ସହିଦ,୩ ଆତଙ୍କୀ ନିପାତ।

 

 ୩୨.ସୋମବାରଠାରୁ ବରଗଡ଼ରେ କିଣାଯିବ ଧାନ; ତଥାପି ଚାଷୀମାନେ ସନ୍ଦେହରେ ।

 

୩୩. ଡିସେମ୍ବର ୧୨ରେ ରାଜ୍ୟର ସମସ୍ତ ଆଇନଜୀବୀ ସଂଘ ନିର୍ବାଚନ 

 

୩୪. ଜାତିସଂଘ ଅଧିକାର ପରିଷଦରେ ପାକିସ୍ତାନର ଉପସ୍ଥିତିକୁ ‘ଅସହନୀୟ’ କହିଲେ ଏନଜିଓ UN Watch ।

 

୩୫.ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟୋପ୍ପୋ ପାଇବେ ଏକଲବ୍ୟ ପୁରସ୍କାର । ସମ୍ମାନିତ ହେବେ ସ୍ନେହା ସୋରେନ ଓ ଋତୁପର୍ଣ୍ଣା ପଣ୍ଡା ।

 

୩୬.ଜେଲ ଗଲେ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ।

 

 ୩୭.ରାଜ୍ୟର ୩ଟି ସହରର ତାପମାତ୍ରା ୧୦ଡିଗ୍ରୀ ତଳେ । ୧୧ଟି ସହରର ତାପମାତ୍ରା ୧୫ଡିଗ୍ରୀ ତଳେ । ସୋନପୁରର ସର୍ବନିମ୍ନ ତାପମାତ୍ରା ୯.୪ ଡିଗ୍ରୀ, ଦାରିଙ୍ଗିବାଡି – ୯.୫, ଫୁଲବାଣୀ – ୧୦, ଅନୁଗୁଳ – ୧୧, କୋରାପୁଟ – ୧୧.୨ ଡିଗ୍ରୀ ରେକର୍ଡ!

 

 ୩୮.ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ ଟାଇଁସର ଗ୍ରାମ ନିକଟରେ୪୯ ନମ୍ବର ଜାତୀୟ ରାଜ ପଥରେ ମଟର ସାଇକଲ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି!

 

 ୩୯.ପୁରୀ ଚନ୍ଦନପୁରରେ ୨୭୩ ଗ୍ରାମ ବ୍ରାଉନସୁଗାର ଜବତ,ଗିରଫଙ୍କ ମଧ୍ୟରେ ବାଲେଶ୍ବରର ମହିଳା ବେପାରୀ ଅପସାନା ବିବି, ଅନ୍ୟ ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ପୁରୀର, ୨ ଜଣ ବାଲେଶ୍ବରର ସୂଚନା!

 

 ୪୦.ଆଜି ମନେ ପଡନ୍ତି ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ କେ ଆର୍‌ ନାରାୟଣନ (ଜନ୍ମ: ୪ ଫେବ୍ରୁଆରି ୧୯୨୧- ପ୍ରକୃତ ଏବଂ ସର୍ଟିଫିକେଟ୍‌ ଅନୁଯାୟୀ- ୨୭ ଅକ୍‌ଟୋବର୍‌ ୧୯୨୦; ମୃତ୍ୟୁ: ୯ ନଭେମ୍ବର୍‌ ୨୦୦୫) ଥିଲେ ଭାରତର ଦଶମ ରାଷ୍ଟ୍ରପତି।

 

 ୪୧.କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ମୋବାଇଲ୍ ଆପ୍ ‘ସମୀର’ମୁତାବକ ଦିଲ୍ଲୀର ସମଗ୍ର ବାୟୁ ଗୁଣବତ୍ତା ସୂଚକାଙ୍କ ୪୨୬ ବୋଲି ଜଣା ପଡ଼ିଥିଲା ଯାହା ଗମ୍ଭୀର ଶ୍ରେଣୀରେ ଆସିଥାଏ।

 

 ୪୨.ଏଣିକି ବିଲ୍ ପୈଠ ନକଲେ ମିଳିବନି ଛାଡ୍ । ୧୦ ହଜାରରୁ କମ୍ ବକେୟା ବିଲ୍ ପାଇଁ ବି କଟାଯିବ ବିଜୁଳି ସଂଯୋଗ । ମାସକର ବିଲ୍ ନ ଭରିଲେ ଏବେ ଲାଇନ୍ କାଟିବ ବିଜୁଳି ବିଭାଗ ।

 

 ୪୩.ମାତ୍ର ୭ଦିନରେ ମିଳିବ ଡିଏଲ୍ ! ଘରେ ବସି ମୋବାଇଲରେ ପ୍ରସ୍ତୁତ କରନ୍ତୁ ଡ୍ରାଇଭିଂ ଲାଇସେନ୍ସ । ଆବେଦନର ସପ୍ତାହକ ଭିତରେ ଘରେ ପହଂଚିବ ଡ୍ରାଇଭିଂ ଲାଇସେନ୍ସ ।

 

 ୪୪.ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୧୨ ଲକ୍ଷ ୬୧ ହଜାର ୭୪୫କୁ ବୃଦ୍ଧି, କୋରୋନା ସଂକ୍ରମିତଙ୍କ ସଂଖ୍ୟା ୫ କୋଟି ୭ ଲକ୍ଷ ୨୨ ହଜାର ଟପିଲା, ସୁସ୍ଥ ହେଲେଣି ୩ କୋଟି ୫୭ ଲକ୍ଷ ୮୬ ହଜାର ୯୭୯ ଆକ୍ରାନ୍ତ, ୧ କୋଟି ୩୬ ଲକ୍ଷ ୭୪ ହଜାର ୫୮ ଆକ୍ରାନ୍ତ ।

 

 ୪୫.ରାଜ୍ଯରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୧୨୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୭୦୮ ଓ ଅନ୍ୟ ୫୧୧ ଲୋକାଲ କଣ୍ଟାକ୍ଟ। ରାଜ୍ଯରେ ଏଯାବତ୍ ୩,୦୨,୭୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

 ୪୬.ରାଜ୍ଯରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬ ଜୀବନ ନେଲା ମହାମାରୀ କରୋନା। ଏଯାବତ୍ ରାଜ୍ଯରେ ୧୪୪୧ ଜୀବନ ନେଲାଣି ମହାମାରୀ କରୋନା।


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like