-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
09-Nov-2020
ବ୍ରହ୍ମପୁର, (ଦୀପକ କୁମାର ଷଡଙ୍ଗୀ )- ବ୍ରହ୍ମପୁର ବେଦ ପାଠଶାଳା ରେ ଏକ ସାଧାରଣ ସଭାରେ ଓଡ଼ିଶା ବ୍ରାହ୍ମଣ ସମିତି ର ସଭାପତି ପ୍ରାଚାର୍ଯ୍ୟ ମନୋଜ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଓଡିଶା ବ୍ରାହ୍ମଣ ସମିତି ର ମୁଖ୍ୟ ଉପଦେଷ୍ଟା ବ୍ଯୋମକେଶ ଉପାଧ୍ଯାୟ, ଗଞ୍ଜାମ ଜିଲ୍ଲା ଉପଦେଷ୍ଟା ସୁଦର୍ଶନ ଶର୍ମା, ଗଞ୍ଜାମ ଜିଲ୍ଲା ପ୍ରଭାରୀ ରାମକୃଷ୍ଣ ତ୍ରିପାଠୀ, ଗଞ୍ଜାମ ଜିଲ୍ଲା ସହପ୍ରଭାରୀ ବିଭୁପ୍ରସାଦ ଷଡଙ୍ଗୀ, ନିମାପଡା ବ୍ଳକ ଉପାଧ୍ୟକ୍ଷ ଅଜୟ କୁମାର ଦୀକ୍ଷିତ,ଜଗତସିଂହପୁର ସଦସ୍ୟ ଏମ୍ ସୌମ୍ଯରଞ୍ଜନ ପାଣିଗ୍ରାହୀ, ଜଗତସିଂହପୁର ଜିଲ୍ଲା ସଦସ୍ୟ ଅକ୍ଷୟ କୁମାର ପାଣିଗ୍ରାହୀ ଙ୍କ ସହିତ ସଂଙ୍ଗଠନ କିପରି ଆଗକୁ ବଢ଼ିବା ସହିତ ଅନୁଷ୍ଠାନ କିପରି ଆଗକୁ ଅଧିକ ରୁ ଅଧିକ ସଦସ୍ୟ ଯୋଗଦେବେ ଉକ୍ତ ବୈଠକରେ ଆଲୋଚନା କରାଯାଇଥିଲା ଏବଂ ପରିସରରେ ଓଡିଶା ବ୍ରାହ୍ମଣ ସମିତି ତରଫରୁ ଉପାଧି ସହ ସଦସ୍ୟ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।