-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
10-Dec-2021
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଉଦେପଦର ଗ୍ରାମରେ ମାଁ ପୁର୍ଣ୍ଣମାସୀ ନାଟ୍ୟକଲା ପରିଷଦ ଆନୁକୁଲ୍ୟରେ ଲକ୍ଷ୍ମୀବିବାହ ନାଟକ ମଂଚସ୍ଥ ହୋଇଛି । ସ୍ୱର୍ଗତ ତ୍ରୀନାଥ ସାହୁଙ୍କ ରଚିତ ଏହି ନାଟ୍ୟଭିନୟରେ ମନୋଜ ସାହୁ ଲକ୍ଷ୍ମି, କାର୍ତୀକ ସାହୁ ବରୁଣ, ଯୁଗେଶ୍ୱର ପଟେଲ ବିଷ୍ଣୁ, ଚରଣ ଭୋଇ ଦାସୀ, ଚୈତନ୍ୟ ସାହୁ ଭୃଗରୂଷୀ,ରାଜେଶ୍ୱର ପଟେଲ ନାରଦ, ଭକ୍ତରାମ ରଣା ଶିବ, ବୃନ୍ଦାବନ ସାହୁ ଶନି ଭାବରେ ଅଭିନୟ କରିଥିଲେ । ଶୁରେଶ୍ୱର ଚୌଦୁରୀ ଓ ଅଭିମନ୍ୟୁ ଚୌଦୁରୀ ନାଟ୍ୟ ନିର୍ଦେଶନା ଦେଇଥିବା ବେଳେ ଦେବରାଜ ଗନିକ, କୈସ୍ତବ ସାହୁ, ବିଷ୍ଣୂ ସାହୁ, ଶୁକଦେବ ଭୋଇ ପ୍ରମୁଖ ସହେଯାଗ କରିଥିଲେ ।